Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:43:20 +00:00
parent cf6d71ba27
commit 0ab137010a
1 changed files with 1 additions and 1 deletions

View File

@ -435,7 +435,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 3 s69n figs-metaphor κατὰ τὰς ἰδίας ἐπιθυμίας αὐτῶν πορευόμενοι 1 ଏଠାରେ, ପିତର **ଯିବା** କୁ ସାଙ୍କେତିକ ଭାବରେ ଅଭ୍ୟାସଗତ ଭାବରେ କିଛି କରିବା ପାଇଁ ବ୍ୟବହାର କରନ୍ତି,
ଯେପରି କେହି କୌଣସି ଏକ ଦିଗ ଆଡକୁ ଯାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ଅଭିଳାଷାନୁସାରେ ଜୀବନଯାପନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 3 4 fe37 writing-quotations καὶ λέγοντες 1 ଆପଣଙ୍କ ଭାଷାରେ ପ୍ରତ୍ୟକ୍ଷ ଉଦ୍ଧୃତି
ଉପସ୍ଥାପନ କରିବାର ସ୍ୱାଭାବିକ ଉପାୟ ବିଷୟରେ ବିଚାର କରନ୍ତୁ

ବିକଳ୍ପ ଅନୁବାଦ: “ଏବଂ ସେମାନେ କହିବେ” (ଦେଖନ୍ତୁ:
[[rc://en/ta/man/translate/writing-quotations]])
2PE 3 4 hgdm figs-rquestion ποῦ ἐστιν ἡ ἐπαγγελία τῆς παρουσίας αὐτοῦ? 1 Where is the promise of his coming? ଯୀଶୁ ଫେରି ଆସିବେ ବୋଲି ଉପହାସକାରୀମାନେ ବିଶ୍ୱାସ କରନ୍ତି ନାହିଁ ତେଣୁ ଏହି ପ୍ରଶ୍ନକୁ ଗୁରୁତ୍ୱ ଦେବାକୁ ଏହି ପ୍ରଶ୍ନ ପଚାରିଲେ । ବିକଳ୍ପ ଅନୁବାଦ: “ତାଙ୍କ ଆସିବାର କୌଣସି ପ୍ରତିଜ୍ଞା ନାହିଁ!” କିମ୍ବା “ତାଙ୍କ ଆସିବାର ପ୍ରତିଜ୍ଞା ସତ୍ୟ ନୁହେଁ!” (ଦେଖନ୍ତୁ: [[rc://en/ta/man/translate/figs-rquestion]])
2PE 3 4 lw3y figs-idiom ποῦ ἐστιν ἡ ἐπαγγελία τῆς παρουσίας αὐτοῦ? 1 ଏଠାରେ, **ଯେଉଁଠାରେ** ପ୍ରତିଜ୍ଞା ସହ କ’ଣ ଅଛି ପଚାରିବା ପାଇଁ
ରୂଢି ଭାବରେ ବ୍ୟବହାର କରିଛନ୍ତି । ଉପହାସକାରୀମାନେ କୌଣସି ସ୍ଥାନ ବିଷୟରେ ପଚାରନ୍ତି
ନାହିଁ । ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ
କରିପାରିବେ । ବିକଳ୍ପ ଅନୁବାଦ:
“ତାଙ୍କ ଆସିବାର ପ୍ରତିଜ୍ଞା ସହ କ’ଣ ହେଲା?” କିମ୍ବା “ତାଙ୍କ ଆସିବାର ପ୍ରତିଜ୍ଞା ବିଷୟରେ କ’ଣ ଘଟିଲା?” (ଦେଖନ୍ତୁ:
[[rc://en/ta/man/translate/figs-idiom]])
2PE 3 4 lw3y figs-idiom ποῦ ἐστιν ἡ ἐπαγγελία τῆς παρουσίας αὐτοῦ? 1 ଏଠାରେ, **ଯେଉଁଠାରେ** ପ୍ରତିଜ୍ଞା ସହ କ’ଣ ଅଛି ପଚାରିବା ପାଇଁ ରୂଢି ଭାବରେ ବ୍ୟବହାର କରିଛନ୍ତି । ଉପହାସକାରୀମାନେ କୌଣସି ସ୍ଥାନ ବିଷୟରେ ପଚାରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ:
“ତାଙ୍କ ଆସିବାର ପ୍ରତିଜ୍ଞା ସହ କ’ଣ ହେଲା?” କିମ୍ବା “ତାଙ୍କ ଆସିବାର ପ୍ରତିଜ୍ଞା ବିଷୟରେ କ’ଣ ଘଟିଲା?” (ଦେଖନ୍ତୁ: [[rc://en/ta/man/translate/figs-idiom]])
2PE 3 4 wm6z writing-pronouns ἡ ἐπαγγελία τῆς παρουσίας αὐτοῦ 1 ଏଠାରେ

ତାଙ୍କର** ସର୍ବନାମ ଯୀଶୁଙ୍କୁ ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯୀଶୁଙ୍କ ଆସିବାର ପ୍ରତିଜ୍ଞା” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 3 4 u54w figs-explicit τῆς παρουσίας αὐτοῦ 1 ଏଠାରେ

ତାଙ୍କର ଆସିବା** ପ୍ରଭୁ ଯୀଶୁଙ୍କ ପୃଥିବୀକୁ ଫେରିବା ବିଷୟରେ
ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପୃଥିବୀକୁ ଫେରିବା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 4 xfkr figs-metaphor ἀφ’ ἧς γὰρ οἱ πατέρες ἐκοιμήθησαν 1 ଏଠାରେ

ପିତାମାନେ** ସାଙ୍କେତିକ ଭାବରେ ବ୍ୟବହୃତ

ଏହା ସୂଚାଇପାରେ: (୧) ଇସ୍ରାଏଲର ପୁରାତନ ନିୟମର ପୂର୍ବଜ

ଯାହାକୁ ପ୍ରାୟତଃ “ପିତୃପୁରୁଷ” କୁହାଯାଏ

ବିକଳ୍ପ ଅନୁବାଦ: “ଯେହେତୁ ଇସ୍ରାଏଲର ପିତୃପୁରୁଷମାନେ ମହାନିଦ୍ରାପ୍ରାପ୍ତ”
() ପ୍ରଥମ ପିଢିର ଖ୍ରୀଷ୍ଟିୟାନମାନଙ୍କର ସେହି ନେତାମାନେ

ଯେଉଁମାନେ ପିତର ଏହି ପତ୍ର ଲେଖିବା ବେଳକୁ ମୃତ୍ୟୁବରଣ କରିଥିଲେ

ବିକଳ୍ପ ଅନୁବାଦ: “କାରଣ ପ୍ରଥମ ଖ୍ରୀଷ୍ଟିୟାନ ନେତାମାନେ ମହାନିଦ୍ରାପ୍ରାପ୍ତ”
(ଦେଖନ୍ତୁ:
[[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 9170.