From 0a499a68b1a190969782c54356f351cec0c2c99c Mon Sep 17 00:00:00 2001 From: Gayatri-Digal Date: Tue, 2 Nov 2021 10:30:03 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_63-1JN.tsv b/en_tn_63-1JN.tsv index 953acc4..2492bcd 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -1JN front intro nl27 0 #  ପ୍ରଥମ ଯୋହନର ପରିଚୟ

## **ଭାଗ 1: ସାଧାରଣ ପରିଚୟ**

### **ପ୍ରଥମ ଯୋହନ ପୁସ୍ତକର ରୂପରେଖା**

ଏହା ଭଣ୍ଡ ଶିକ୍ଷାକୁ ସଂଶୋଧନ କରିବା ପାଇଁ ପ୍ରେରିତ ଯୋହନଙ୍କ ଦ୍ୱାରା ଲିଖିତ ଏକ ପତ୍ର ଅଟେ ଯାହା ଯୀଶୁଙ୍କ ଅନୁଗାମୀମାନଙ୍କୁ ଭୁଲ ବିଷୟ ଉପରେ ବିଶ୍ୱାସ କରିବାକୁ ଏବଂ ଭୁଲ ମାର୍ଗରେ ଜୀବନଯାପନ କରିବାକୁ ପ୍ରେରଣ କରୁଥିଲା । ସେହି ସମୟରେ, ପତ୍ରର ଆରମ୍ଭ ଏବଂ ଶେଷ କରିବାର ପୃର୍ଥକ ବିଭାଗ ରହିଥିଲା ​​| ପତ୍ରର ପ୍ରଧାନ ଅଂଶ ଏଥି ମଧ୍ୟରେ ଆସେ |

1. ପତ୍ରର ଆରମ୍ଭ  (1:1-4)
2. ପତ୍ରର ମୁଖ୍ୟ ଅଂଶ (1:5-5:12)

* ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (1:5-2:17)
* ଯୀଶୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ  (2:18-2:27)
* ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-3:10)
* ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି (3:11-18)
* ପ୍ରକୃତ ବିଶ୍ଵାସୀମାନେ ପ୍ରାର୍ଥନାରେ ବିଶ୍ୱାସ କରନ୍ତି (3:19-24)
* ଯୀଶୁ ମନୁଷ୍ୟ ଥିଲେ ବୋଲି  ଅସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ (4:1-6)
* ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)
* ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ (5:1-12)  3. ପତ୍ରର ସମାପ୍ତି (5:13-21)

###  3\. ପତ୍ରର ସମାପ୍ତି (5:13-21)

### **ପ୍ରଥମ  ଯୋହନ ପୁସ୍ତକକୁ କିଏ ଲେଖିଥିଲେ****?**

ଏହି ପତ୍ରର ଲେଖକ ତାଙ୍କ ନାମ ଏଥିରେ ଉଲ୍ଲେଖ କରନ୍ତି ନାହିଁ । ତଥାପି, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟରୁ, ମଣ୍ଡଳୀ ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ବୋଲି ପ୍ରକାଶ କରେ । ସେ ଯୋହନଙ୍କ ସୁସମାଚାରକୁ ଲେଖିଥିଲେ ଏବଂ ସେହି ପୁସ୍ତକର ବିଷୟବସ୍ତୁ ଏବଂ ଏହି ପତ୍ରରେ ଅନେକ ସମାନତା ଅଛି । ଯଦି ଯୋହନ ଏହି ପତ୍ରକୁ ଲେଖିଥିଲେ, ତେବେ ବୋଧହୁଏ ସେ ତାଙ୍କ ଜୀବନର ଶେଷ ସମୟରେ ଏହି ପତ୍ରକୁ ଲେଖିଥିଲେ ।

### **1 ଯୋହନଙ୍କ ପୁସ୍ତକ କାହାକୁ ଲେଖାଯାଇଥିଲା****?**

ଲେଖକ ଏହି ପତ୍ର ଯାହାକୁ ସେ "ପ୍ରିୟ" ଏବଂ ଆଳଙ୍କାରିକ ଭାବରେ "ମୋର ପିଲାମାନେ" ବୋଲି ସମ୍ବୋଧନ କରନ୍ତି ଲେଖିଛନ୍ତି । ବୋଧହୁଏ ଏହାର ଅର୍ଥ ଯୋହନ ସେହି ସମୟରେ ବାସ କରୁଥିବା ଅଞ୍ଚଳର ବିଭିନ୍ନ ମଣ୍ଡଳୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଉଥିଲେ ।

### **ପ୍ରଥମ ଯୋହନ ପୁସ୍ତକ କେଉଁ ବିଷୟରେ ବର୍ଣ୍ଣନା କରେ****?**

ଭଣ୍ଡ ଶିକ୍ଷକମାନେ ଭୁଲ୍ ବିଷୟକୁ ବିଶ୍ୱାସ କରିବାକୁ ଏବଂ ଭୁଲ ମାର୍ଗରେ ଜୀବନଯାପନ କରିବାକୁ ଯୀଶୁଙ୍କ ଅନୁଗାମୀମାନଙ୍କୁ ଉତ୍ସାହିତ କରୁଥିଲେ। ଯୋହନ ସେହି ଭଣ୍ଡ ଶିକ୍ଷାକୁ ସଂଶୋଧନ କରିବାକୁ ଚାହୁଁଥିଲେ ଯାହା ଦ୍ଵାରା ତାଙ୍କ ପତ୍ରକୁ ଗ୍ରହଣ କରୁଥିବା ଲୋକମାନେ ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ସତ୍ୟକୁ ବିଶ୍ଵାସ କରିବେ ଏବଂ ସଠିକ୍ ମାର୍ଗରେ ଜୀବନଯାପନ କରିବେ। ଭଣ୍ଡ ଶିକ୍ଷକମାନେ କହୁଥିଲେ ଯେ ଏହି ଲୋକମାନେ ପରିତ୍ରାଣ ପାଇ ନାହାଁନ୍ତି; ସେମାନେ ପରିତ୍ରାଣ ପାଇଛନ୍ତି ବୋଲି ଯୋହନ ସେମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଥିଲେ ।

### **ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ୍****?**

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “1 ଯୋହନ” କିମ୍ବା “ପ୍ରଥମ ଯୋହନ” ବୋଲି ଅନୁବାଦ କରିପାରିବେ, ଯେପରିକି “ଯୋହନଙ୍କଠାରୁ ପ୍ରଥମ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ପ୍ରଥମ ପତ୍ର” । ( [[rc://en/ta/man/translate/translate-names]] ଦେଖନ୍ତୁ)

## **ଭାଗ 2: ଗୁରୁତ୍ବପୂର୍ଣ୍ଣ ଧର୍ମ ବିଶ୍ବାସ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ**

## **କେଉଁ ଲୋକମାନଙ୍କ ବିରୁଦ୍ଧରେ ଯୋହନ ଉଲ୍ଲେଖ କରନ୍ତି****?**

ଯୋହନ ହୁଏତ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ପରବର୍ତ୍ତୀ ସମୟରେ ଭିନ୍ନତାବାଦୀ ବୋଲି ପରିଚିତ ହେବେ । ଏହି ଭଣ୍ଡ ଶିକ୍ଷକମାନେ ଭୌତିକ ଜଗତ ମନ୍ଦ ଅଟେ ବୋଲି ବିଶ୍ବାସ କରୁଥିଲେ । ଯେହେତୁ ସେମାନେ ଭୌତିକ ଜଗତକୁ ମନ୍ଦ ବୋଲି ବିଚାର କରୁଥିଲେ ତେଣୁ ଈଶ୍ବର ମନୁଷ୍ୟ ହେବେ ବୋଲି ସେମାନେ ବିଶ୍ବାସ କରୁ ନଥିଲେ, ତେଣୁ ସେମାନେ ଯୀଶୁ ଈଶ୍ବର ଥିଲେ ଯିଏ ମନୁଷ୍ୟ ଭାବରେ ଜଗତକୁ ଆସିଥିଲେ ବୋଲି ଅସ୍ୱୀକାର କଲେ । ( [[rc://en/tw/dict/bible/kt/evil]]ଦେଖନ୍ତୁ)

## **ଭାଗ 3: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ**

### **“ପାପ”**

ଅଧ୍ୟାୟ 1 ରେ, ଯୋହନ କହନ୍ତି ଯେ ଆମ୍ଭେମାନେ ପାପୀ ବୋଲି ଅସ୍ୱୀକାର କରିବା ଉଚିତ୍ ନୁହେଁ । ବରଂ, ଯଦି ଆମ୍ଭେମାନେ ଆମ୍ଭମାନଙ୍କର ପାପ ସ୍ୱୀକାର କରୁ, ଈଶ୍ଵର ଆମ୍ଭମାନଙ୍କୁ କ୍ଷମା କରିବେ । ଅଧ୍ୟାୟ 2 ରେ, ଯେପରି ଏହି ପତ୍ରର ପ୍ରାପ୍ତକର୍ତ୍ତାମାନେ ପାପ ନ କରନ୍ତି ସେଥି ନିମନ୍ତେ ଯୋହନ ଏହି ପତ୍ର ଲେଖନ୍ତି ବୋଲି ଉଲ୍ଲେଖ କରନ୍ତି, ଆହୁରି ମଧ୍ୟ କହନ୍ତି ଯେ ଯଦି ସେମାନେ ପାପ କରନ୍ତି, ତେବେ ଯୀଶୁ ସେମାନଙ୍କ ବଦଳରେ ପ୍ରାର୍ଥନା କରିବେ। କିନ୍ତୁ ଅଧ୍ୟାୟ 3 ରେ, ଯୋହନ କହନ୍ତି ଯେ ଯେଉଁମାନେ ଈଶ୍ଵରଙ୍କଠାରୁ ଜାତ ଏବଂ ଯେଉଁମାନେ ଈଶ୍ଵରଙ୍କଠାରେ ଅଛନ୍ତି ସେମାନେ ପାପ କରନ୍ତି ନାହିଁ ଏବଂ ପାପ କରିବାକୁ ସମର୍ଥ ନୁହଁନ୍ତି । ଏବଂ ଅଧ୍ୟାୟ 5 ରେ, ଯୋହନ କହନ୍ତି ଯେ ଯେଉଁମାନେ କେତେକ ଉପାୟରେ ପାପ କରନ୍ତି ସେମାନଙ୍କ ପାଇଁ ଆମ୍ଭେମାନେ ପ୍ରାର୍ଥନା କରିବା ଉଚିତ୍ ନୁହେଁ, ଯଦିଓ ଆମ୍ଭେମାନେ ଅନ୍ୟ ଉପାୟରେ ପାପ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍ । ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଅସ୍ୱୀକାର୍ଯ୍ୟ ମନେହୁଏ ।

ଏହାର ବ୍ୟାଖ୍ୟା ଏହା ଯେ ଯେଉଁ ଲୋକମାନଙ୍କ ଶିକ୍ଷାକୁ ଯୋହନଙ୍କ ସଂଶୋଧନ କରିବାକୁ ଲେଖୁଥିଲେ, ସେମାନେ କହୁଥିଲେ ଯେ ଲୋକମାନେ ସେମାନଙ୍କ ଶରୀରରେ କ’ଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହାର କାରଣ ଏହା ଯେ ସେମାନେ ଶାରୀରିକ ବିଷୟକୁ ମନ୍ଦ ବୋଲି ଭାବୁଥିଲେ, ଏବଂ ଈଶ୍ଵର ଏ ବିଷୟରେ ଚିନ୍ତା କରନ୍ତି ନାହିଁ ବୋଲି ଭାବିଲେ । ସେମାନେ ପାପ ନାହିଁ ବୋଲି ଶିକ୍ଷା ଦେଉଥିଲେ । ତେଣୁ, ଅଧ୍ୟାୟ 1 ରେ ଯୋହନ ଉଲ୍ଲେଖ କରନ୍ତି, ପାପ ପ୍ରକୃତ ଏବଂ ସମସ୍ତେ ପାପ କରିଛନ୍ତି । କେତେକ ବିଶ୍ଵାସୀମାନେ ହୁଏତ ଭଣ୍ଡ ଶିକ୍ଷା ଦ୍ୱାରା ପ୍ରତାରିତ ହୋଇ ପାପ କରିଛନ୍ତି, ତେଣୁ ଯୋହନ ସେମାନଙ୍କୁ ଆଶ୍ୱାସନା ଦେବା ଆବଶ୍ୟକ ମନେ କରନ୍ତି ଯେ ଯଦି ସେମାନେ ଅନୁତାପ କରନ୍ତି ଏବଂ ସେମାନଙ୍କର ପାପ ସ୍ୱୀକାର କରନ୍ତି, ତେବେ ଈଶ୍ଵର ସେମାନଙ୍କୁ କ୍ଷମା କରିବେ । ଯୋହନ ଅଧ୍ୟାୟ 2 ରେ ସମାନ ବିଷୟକୁ ଉଲ୍ଲେଖ କରନ୍ତି ତାପରେ ଅଧ୍ୟାୟ 3 ରେ ସେ ବ୍ୟାଖ୍ୟା କରନ୍ତି ଯେ ବିଶ୍ଵାସୀମାନେ ଈଶ୍ଵରଙ୍କ ସନ୍ତାନ ଭାବରେ ନୂତନ ପ୍ରକୃତି ପାପ କରିବାକୁ ଇଚ୍ଛା କରନ୍ତି ନାହିଁ ଏବଂ ପାପ କରନ୍ତି ନାହିଁ ଏବଂ ଏହାକୁ ଉପଭୋଗ କରନ୍ତି ନାହିଁ । ତେଣୁ ସେମାନେ ସ୍ୱୀକାର କରିବା ଉଚିତ୍ ଯେ ଯେଉଁମାନେ ପାପକୁ କ୍ଷମା କରନ୍ତି କିମ୍ବା ସମାଲୋଚନା କରନ୍ତି ସେମାନେ ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ନୁହଁନ୍ତି ଏବଂ ନିଜେ ଈଶ୍ଵରଙ୍କ ସନ୍ତାନ ଭାବରେ ସେମାନେ ଅଧିକରୁ ଅଧିକ ଆଜ୍ଞାକାରୀ ଏବଂ ପାପରୁ ମୁକ୍ତ ହୋଇପାରିବେ । ଶେଷରେ, ଅଧ୍ୟାୟ 5 ରେ, ଯୋହନ ଚେତାବନୀ ଦେଇଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଉଦ୍ଦେଶ୍ୟହୀନ ଏବଂ ନିରନ୍ତର ପାପ କରେ, ତେବେ ଏହାର ଅର୍ଥ ଏହା ଯେ ସେମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ପବିତ୍ର ଆତ୍ମା ​​ଦ୍ୱାରା ଚାଳିତ ନୁହଁନ୍ତି । ସେ କହନ୍ତି ଯେ ସେହି କ୍ଷେତ୍ରରେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ପ୍ରଭାବଶାଳୀ ହୋଇନପାରେ। କିନ୍ତୁ ତା’ପରେ ସେ ତାଙ୍କ ପାଠକମାନଙ୍କୁ ଉତ୍ସାହିତ କରନ୍ତି ଯେ ଯଦି ଜଣେ ବ୍ୟକ୍ତି ବେଳେବେଳେ ପାପ କରେ କିନ୍ତୁ ଅନୁତାପ କରେ, ସେ ଆତ୍ମା ​​ଦ୍ୱାରା ଚାଳିତ ହୁଏ, ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ପ୍ରାର୍ଥନା ତାଙ୍କୁ ଅନୁତାପ କରିବାରେ ଏବଂ ପୁନର୍ବାର ସଠିକ୍ ମାର୍ଗରେ ବଞ୍ଚିବାରେ ସାହାଯ୍ୟ କରିବ । ( [[rc://en/tw/dict/bible/kt/sin]] and [[rc://en/tw/dict/bible/kt/faith]] and [[rc://en/tw/dict/bible/kt/forgive]]ଦେଖନ୍ତୁ)

 **“ରହିବା”**

ଯୋହନ ସର୍ବଦା “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା” ଶବ୍ଦସମୁହ ରୂପକ ଭାବେ ବ୍ୟବହାର କରିଅଛନ୍ତି । ଯୋହନ ଜଣେ ବିଶ୍ବାସୀ ଯୀଶୁଙ୍କ ପ୍ରତି ଅଧିକ ବିଶ୍ବସ୍ତ ହେବା ଏବଂ ଯୀଶୁଙ୍କୁ ଭଲଭାବେ ଜାଣିଥିବା ବିଷୟରେ କହିଲେ ଯେପରି ବିଶ୍ବାସୀଙ୍କଠାରେ ଯୀଶୁଙ୍କ ବାକ୍ୟ “ରହିଥିଲା” । ଆହୁରି ମଧ୍ୟ, ଯୋହନ ଜଣେ ବ୍ୟକ୍ତି ଅନ୍ୟବ୍ୟକ୍ତିଙ୍କ ସହିତ ଆତ୍ମିକଭାବେ ସଂଯୁକ୍ତ ହେବା କହୁଥିଲେ ଯେପରି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କଠାରେ “ରହିଥିଲେ” । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଓ ଈଶ୍ବରଙ୍କଠାରେ ରହିବା ନିମନ୍ତେ କୁହାଯାଇଛି । ପିତା ପୁତ୍ରଙ୍କଠାରେ “ରହିବା” କୁହାଯାଇଛି ଏବଂ ପୁତ୍ର ପିତାଙ୍କ ଠାରେ “ରହିବା” କୁହାଯାଇଛି । ପୁତ୍ର ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି । ପବିତ୍ରଆତ୍ମା ମଧ୍ୟ ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି ।

ଉଦାହରଣ ସ୍ୱରୂପ, [2:6](https://create.translationcore.com/02/06.md), ରେ, ଯେତେବେଳେ ଯୋହନ ଜଣେ ବିଶ୍ଵାସୀ ଈଶ୍ଵରଙ୍କଠାରେ “ରହିବା” ବିଷୟରେ କହନ୍ତି, ସେତେବେଳେ ସେ ସେହି ବିଶ୍ଵାସୀମାନଙ୍କ ଈଶ୍ଵରଙ୍କ ସହିତ ଆତ୍ମିକତାରେ ଏକତ୍ର ଥିବା ଧାରଣା ପ୍ରକାଶ କରିବାକୁ ଇଚ୍ଛା କରନ୍ତି । UST ଅନୁସାରେ ବିଶ୍ଵାସୀମାନଙ୍କୁ "ଈଶ୍ଵଙ୍କ ସହ ମିଳିତ" ବୋଲି ଅନୁବାଦ କରେ । ଅନ୍ୟ ଏକ ଉଦାହରଣ ଦେବାକୁ, [2:13](https://create.translationcore.com/02/13.md) ରେ ଥିବା ବାକ୍ୟ ପାଇଁ ଯେ "ଈଶ୍ଵରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି," UST ଅନୁବାଦକରେ, ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ନିରନ୍ତର ପାଳନ କର ।” ଏହା ଦର୍ଶାଏ ଯେ ଅନ୍ୟ ଅଭିବ୍ୟକ୍ତିଗୁଡ଼ିକ କିପରି ବିଭିନ୍ନ ଧାରଣାଗୁଡ଼ିକୁ ସଠିକ୍ ଭାବରେ ଅର୍ଥ ପ୍ରକାଶ କରେ ଯାହା ଯୋହନ “ରହିବା” ଶବ୍ଦ ମାଧ୍ୟମରେ ପ୍ରକାଶ କରନ୍ତି ।

### **"**ପ୍ରକାଶିତ**"**

ଏହି ପତ୍ରର ଅନେକ ସ୍ଥାନରେ ଯୋହନ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ULT ସାଧାରଣତଃ "ପ୍ରକାଶିତ ହେବା ବୋଲି ଅନୁବାଦ କରେ । ଏହା ବାସ୍ତବରେ ଗ୍ରୀକ୍ ଭାଷାରେ ଏକ ନିଷ୍କ୍ରିୟ ମୌଖିକ ରୂପ ଅଟେ, କିନ୍ତୁ ସେହି ଭାଷାରେ ଏପରି ଗଠନଗୁଡ଼ିକ ପ୍ରାୟତଃ ଏହିପରି ବ୍ୟବହାର କରାଯାଏ ଯେବେ ଏହା ସକ୍ରିୟ ଅର୍ଥ ପ୍ରକାଶ କରେ । ଯେବେ ଏହା ଏକ ସକ୍ରିୟ ଅର୍ଥ ପ୍ରକାଶ କରେ, ଏହା “ସେଠାରେ ଥିବା ପରି ନ ହେଇ”, ଯେପରି “ପ୍ରକାଶିତ ହେଲା” ବୋଲି ବୁଝାଏ ତାହା ନିଶ୍ଚିତ କରିବା ଆବଶ୍ୟକ ଅଟେ । ବରଂ ଏହାର ଅର୍ଥ "ସେଠାରେ ଥିଲା" ଅଟେ । ଅନ୍ୟ ଏକ ନୂତନ ନିୟମ ପୁସ୍ତକ 2 କରିନ୍ଥୀୟରେ ଏହି ଶବ୍ଦର ବ୍ୟବହାର ଦ୍ୱାରା ଏହାକୁ ଉତ୍ତମ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ପାଉଲ \[5:10\] ରେ ଉଲ୍ଲେଖ କରନ୍ତି ଯେ “ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ବିଚାର ଆସନ ସମ୍ମୁଖରେ ଉପସ୍ଥିତ ହେବା ଆବଶ୍ୟକ ।” ଏହାର ଅର୍ଥ ନୁହେଁ ଯେ ଆମେ କେବଳ ସେଠାରେ ଉପସ୍ଥିତ ଥିବାପରି ହେବା । ବରଂ, ଆମେ ପ୍ରକୃତରେ ସେଠାରେ ଉପସ୍ଥିତ ହେବା ।

ଏହି ପତ୍ରରେ, ଯୋହନ ଏହି ଶବ୍ଦକୁ ସକ୍ରିୟ ଅର୍ଥରେ କିମ୍ବା ଏକ ନିଷ୍କ୍ରିୟ ଅର୍ଥରେ ବ୍ୟବହାର କରନ୍ତି କି ନାହିଁ ତାହା ସ୍ଥିର କରିବାର ଏକ ଭାଷାନ୍ତର ବିଷୟ ଅଟେ । ଉଦାହରଣ ସ୍ୱରୂପ, \[1:2\] ରେ, ଯୋହନ ଏହି ଶବ୍ଦକୁ “ଜୀବନର ବାକ୍ୟ” ଅର୍ଥାତ୍ ଯୀଶୁଙ୍କ ପାଇଁ ଦୁଇଥର ପ୍ରୟୋଗ କରନ୍ତି । କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ସ୍ଵୟଂ "ପ୍ରକାଶିତ ହେଲେ", ଅର୍ଥାତ୍ ସେ ପୃଥିବୀକୁ ଆସିଲେ, କିମ୍ବା ଈଶ୍ଵର ଯୀଶୁଙ୍କୁ ଜଗତକୁ ପ୍ରକାଶ କରିବା ଧାରଣା ଉପରେ ଗୁରୁତ୍ୱ ଦେଇ ସେ "ସ୍ପଷ୍ଟ କରିଥିଲେ" (ଦୃଶ୍ୟମାନ ହୋଇଥିଲେ), ଏବଂ ଏହି ପ୍ରକ୍ରିୟାରେ ନିଜକୁ ଯୀଶୁଙ୍କ ମାଧ୍ୟମରେ ଜଗତରେ ପ୍ରକାଶ କଲେ । ପ୍ରତ୍ୟେକ ସ୍ଥାନରେ ଯେଉଁଠାରେ ଯୋହନ ଏହି ଶବ୍ଦ ବ୍ୟବହାର କରନ୍ତି, ଟିପ୍ପଣୀଗୁଡ଼ିକ ପ୍ରସଙ୍ଗରେ ଅନୁସାରେ ଏହାର ଅର୍ଥକୁ ପ୍ରକାଶ କରେ ।

### **“**ଜଗତ**”**

ଯୋହନ ଏହି ପତ୍ରରେ ଅନେକ ଅର୍ଥରେ “ଜଗତ” ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ପୃଥିବୀ, ଭୌତିକ ବିଷୟ, ଦୁନିଆରେ ବାସ କରୁଥିବା ଲୋକ, ଈଶ୍ଵରଙ୍କୁ ଅସମ୍ମାନ କରୁଥିବା ଲୋକ, କିମ୍ବା ଈଶ୍ଵରଙ୍କୁ ସମ୍ମାନ ଦେଉ ନଥିବା ଲୋକମାନଙ୍କର ମୂଲ୍ୟବୋଧ ହୋଇପାରେ । ଟିପ୍ପଣୀଗୁଡ଼ିକ ପ୍ରସଙ୍ଗରେ ଅନୁସାରେ “ଜଗତ” ଶବ୍ଦର ଅର୍ଥକୁ ପ୍ରକାଶ କରେ ।

### **“**ଜାଣିବା **”**

"ଜାଣିବା" କ୍ରିୟାପଦ ଏହି ପତ୍ରରେ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଅଛି । ବେଳେବେଳେ ଏହା ଏକ ସତ୍ୟ ଜାଣିବା ବିଷୟରେ ବ୍ୟବହୃତ ହୁଏ, ଯେପରି 3:2, 3:5, ଏବଂ 3:19 ଅଟେ । ବେଳେବେଳେ ଏହାର ଅର୍ଥ 3:1, 3:6, 3:16, ଏବଂ 3:20 ପରି କାହାକୁ କିମ୍ବା କାହାକୁ ଜାଣିବା ଏବଂ ବୁଝିବାକୁ ବୁଝାଏ । ବେଳେବେଳେ ଯୋହନ ଏହି ଶବ୍ଦକୁ ସମାନ ବାକ୍ୟରେ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହାର କରନ୍ତି, ଯେପରି 2:3, "ଏଥିରେ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହାଙ୍କୁ ଜାଣୁ ।" ଏହିପରି ଅର୍ଥ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ, ଏବଂ ଆପଣଙ୍କ ଅନୁବାଦରେ ଏହା ବ୍ୟବହାର କରିବା ଉପଯୁକ୍ତ ହେଇପାରେ।

### **ପ୍ରଥମ  ଯୋହନ ପୁସ୍ତକରେ ପ୍ରମୁଖ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ****?**

ଯେବେ ବାଇବେଲର ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଭିନ୍ନ ଅର୍ଥ ପ୍ରକାଶ କରେ, ULT ପଠନଗୁଡ଼ିକୁ ପଣ୍ଡିତମାନେ ଏହାର ପାଠନ ଅଧିକ ସଠିକ୍ ବୋଲି ବିବେଚନା କରନ୍ତି ବୋଲି ଉଲ୍ଲେଖ କରେ, କିନ୍ତୁ ଏହା ଅନ୍ୟାନ୍ୟ ସମ୍ଭାବ୍ୟ ସଠିକ୍ ପଠନକୁ ପାଦଟିକାରେ ଉଲ୍ଲେଖ କରିଥାଏ । ପ୍ରତ୍ୟେକ ଅଧ୍ୟାୟର ପରିଚୟରେ ସେହି ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା ହେବ ଯେଉଁଠାରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଅନେକ ଉପାୟରେ ଭିନ୍ନ ଅର୍ଥ ପ୍ରକାଶ କରେ ଏବଂ ଟିପ୍ପଣୀଗୁଡ଼ିକ ଏହି ପୁସ୍ତକରେ ସେହି ସ୍ଥାନଗୁଡ଼ିକୁ ପୁନର୍ବାର ଉଲ୍ଲେଖ କରିବ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣର ପଠନଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ | ଯଦି ନାହିଁ, ଆପଣ ULT ପାଠ୍ୟର ପଠନ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ) +1JN front intro nl27 0 #  ପ୍ରଥମ ଯୋହନର ପରିଚୟ

## **ଭାଗ 1: ସାଧାରଣ ପରିଚୟ**

### **ପ୍ରଥମ ଯୋହନ ପୁସ୍ତକର ରୂପରେଖା**

ଏହା ଭଣ୍ଡ ଶିକ୍ଷାକୁ ସଂଶୋଧନ କରିବା ପାଇଁ ପ୍ରେରିତ ଯୋହନଙ୍କ ଦ୍ୱାରା ଲିଖିତ ଏକ ପତ୍ର ଅଟେ ଯାହା ଯୀଶୁଙ୍କ ଅନୁଗାମୀମାନଙ୍କୁ ଭୁଲ ବିଷୟ ଉପରେ ବିଶ୍ୱାସ କରିବାକୁ ଏବଂ ଭୁଲ ମାର୍ଗରେ ଜୀବନଯାପନ କରିବାକୁ ପ୍ରେରଣ କରୁଥିଲା । ସେହି ସମୟରେ, ପତ୍ରର ଆରମ୍ଭ ଏବଂ ଶେଷ କରିବାର ପୃର୍ଥକ ବିଭାଗ ରହିଥିଲା ​​| ପତ୍ରର ପ୍ରଧାନ ଅଂଶ ଏଥି ମଧ୍ୟରେ ଆସେ |

1. ପତ୍ରର ଆରମ୍ଭ  (1:1-4)
2. ପତ୍ରର ମୁଖ୍ୟ ଅଂଶ (1:5-5:12)

* ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (1:5-2:17)
* ଯୀଶୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ  (2:18-2:27)
* ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-3:10)
* ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି (3:11-18)
* ପ୍ରକୃତ ବିଶ୍ଵାସୀମାନେ ପ୍ରାର୍ଥନାରେ ବିଶ୍ୱାସ କରନ୍ତି (3:19-24)
* ଯୀଶୁ ମନୁଷ୍ୟ ଥିଲେ ବୋଲି  ଅସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ (4:1-6)
* ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)
* ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ଭଣ୍ଡ ଶିକ୍ଷା ଅଟେ (5:1-12)  3. ପତ୍ରର ସମାପ୍ତି (5:13-21)

###  3. ପତ୍ରର ସମାପ୍ତି (5:13-21)

### **ପ୍ରଥମ  ଯୋହନ ପୁସ୍ତକକୁ କିଏ ଲେଖିଥିଲେ****?**

ଏହି ପତ୍ରର ଲେଖକ ତାଙ୍କ ନାମ ଏଥିରେ ଉଲ୍ଲେଖ କରନ୍ତି ନାହିଁ । ତଥାପି, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟରୁ, ମଣ୍ଡଳୀ ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ବୋଲି ପ୍ରକାଶ କରେ । ସେ ଯୋହନଙ୍କ ସୁସମାଚାରକୁ ଲେଖିଥିଲେ ଏବଂ ସେହି ପୁସ୍ତକର ବିଷୟବସ୍ତୁ ଏବଂ ଏହି ପତ୍ରରେ ଅନେକ ସମାନତା ଅଛି । ଯଦି ଯୋହନ ଏହି ପତ୍ରକୁ ଲେଖିଥିଲେ, ତେବେ ବୋଧହୁଏ ସେ ତାଙ୍କ ଜୀବନର ଶେଷ ସମୟରେ ଏହି ପତ୍ରକୁ ଲେଖିଥିଲେ ।

### **1 ଯୋହନଙ୍କ ପୁସ୍ତକ କାହାକୁ ଲେଖାଯାଇଥିଲା****?**

ଲେଖକ ଏହି ପତ୍ର ଯାହାକୁ ସେ "ପ୍ରିୟ" ଏବଂ ଆଳଙ୍କାରିକ ଭାବରେ "ମୋର ପିଲାମାନେ" ବୋଲି ସମ୍ବୋଧନ କରନ୍ତି ଲେଖିଛନ୍ତି । ବୋଧହୁଏ ଏହାର ଅର୍ଥ ଯୋହନ ସେହି ସମୟରେ ବାସ କରୁଥିବା ଅଞ୍ଚଳର ବିଭିନ୍ନ ମଣ୍ଡଳୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଉଥିଲେ ।

### **ପ୍ରଥମ ଯୋହନ ପୁସ୍ତକ କେଉଁ ବିଷୟରେ ବର୍ଣ୍ଣନା କରେ****?**

ଭଣ୍ଡ ଶିକ୍ଷକମାନେ ଭୁଲ୍ ବିଷୟକୁ ବିଶ୍ୱାସ କରିବାକୁ ଏବଂ ଭୁଲ ମାର୍ଗରେ ଜୀବନଯାପନ କରିବାକୁ ଯୀଶୁଙ୍କ ଅନୁଗାମୀମାନଙ୍କୁ ଉତ୍ସାହିତ କରୁଥିଲେ। ଯୋହନ ସେହି ଭଣ୍ଡ ଶିକ୍ଷାକୁ ସଂଶୋଧନ କରିବାକୁ ଚାହୁଁଥିଲେ ଯାହା ଦ୍ଵାରା ତାଙ୍କ ପତ୍ରକୁ ଗ୍ରହଣ କରୁଥିବା ଲୋକମାନେ ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ସତ୍ୟକୁ ବିଶ୍ଵାସ କରିବେ ଏବଂ ସଠିକ୍ ମାର୍ଗରେ ଜୀବନଯାପନ କରିବେ। ଭଣ୍ଡ ଶିକ୍ଷକମାନେ କହୁଥିଲେ ଯେ ଏହି ଲୋକମାନେ ପରିତ୍ରାଣ ପାଇ ନାହାଁନ୍ତି; ସେମାନେ ପରିତ୍ରାଣ ପାଇଛନ୍ତି ବୋଲି ଯୋହନ ସେମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଥିଲେ ।

### **ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ୍****?**

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “1 ଯୋହନ” କିମ୍ବା “ପ୍ରଥମ ଯୋହନ” ବୋଲି ଅନୁବାଦ କରିପାରିବେ, ଯେପରିକି “ଯୋହନଙ୍କଠାରୁ ପ୍ରଥମ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ପ୍ରଥମ ପତ୍ର” । ( [[rc://en/ta/man/translate/translate-names]] ଦେଖନ୍ତୁ)

## **ଭାଗ 2: ଗୁରୁତ୍ବପୂର୍ଣ୍ଣ ଧର୍ମ ବିଶ୍ବାସ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ**

## **କେଉଁ ଲୋକମାନଙ୍କ ବିରୁଦ୍ଧରେ ଯୋହନ ଉଲ୍ଲେଖ କରନ୍ତି****?**

ଯୋହନ ହୁଏତ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ପରବର୍ତ୍ତୀ ସମୟରେ ଭିନ୍ନତାବାଦୀ ବୋଲି ପରିଚିତ ହେବେ । ଏହି ଭଣ୍ଡ ଶିକ୍ଷକମାନେ ଭୌତିକ ଜଗତ ମନ୍ଦ ଅଟେ ବୋଲି ବିଶ୍ବାସ କରୁଥିଲେ । ଯେହେତୁ ସେମାନେ ଭୌତିକ ଜଗତକୁ ମନ୍ଦ ବୋଲି ବିଚାର କରୁଥିଲେ ତେଣୁ ଈଶ୍ବର ମନୁଷ୍ୟ ହେବେ ବୋଲି ସେମାନେ ବିଶ୍ବାସ କରୁ ନଥିଲେ, ତେଣୁ ସେମାନେ ଯୀଶୁ ଈଶ୍ବର ଥିଲେ ଯିଏ ମନୁଷ୍ୟ ଭାବରେ ଜଗତକୁ ଆସିଥିଲେ ବୋଲି ଅସ୍ୱୀକାର କଲେ । ( [[rc://en/tw/dict/bible/kt/evil]]ଦେଖନ୍ତୁ)

## **ଭାଗ 3: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ**

### **“ପାପ”**

ଅଧ୍ୟାୟ 1 ରେ, ଯୋହନ କହନ୍ତି ଯେ ଆମ୍ଭେମାନେ ପାପୀ ବୋଲି ଅସ୍ୱୀକାର କରିବା ଉଚିତ୍ ନୁହେଁ । ବରଂ, ଯଦି ଆମ୍ଭେମାନେ ଆମ୍ଭମାନଙ୍କର ପାପ ସ୍ୱୀକାର କରୁ, ଈଶ୍ଵର ଆମ୍ଭମାନଙ୍କୁ କ୍ଷମା କରିବେ । ଅଧ୍ୟାୟ 2 ରେ, ଯେପରି ଏହି ପତ୍ରର ପ୍ରାପ୍ତକର୍ତ୍ତାମାନେ ପାପ ନ କରନ୍ତି ସେଥି ନିମନ୍ତେ ଯୋହନ ଏହି ପତ୍ର ଲେଖନ୍ତି ବୋଲି ଉଲ୍ଲେଖ କରନ୍ତି, ଆହୁରି ମଧ୍ୟ କହନ୍ତି ଯେ ଯଦି ସେମାନେ ପାପ କରନ୍ତି, ତେବେ ଯୀଶୁ ସେମାନଙ୍କ ବଦଳରେ ପ୍ରାର୍ଥନା କରିବେ। କିନ୍ତୁ ଅଧ୍ୟାୟ 3 ରେ, ଯୋହନ କହନ୍ତି ଯେ ଯେଉଁମାନେ ଈଶ୍ଵରଙ୍କଠାରୁ ଜାତ ଏବଂ ଯେଉଁମାନେ ଈଶ୍ଵରଙ୍କଠାରେ ଅଛନ୍ତି ସେମାନେ ପାପ କରନ୍ତି ନାହିଁ ଏବଂ ପାପ କରିବାକୁ ସମର୍ଥ ନୁହଁନ୍ତି । ଏବଂ ଅଧ୍ୟାୟ 5 ରେ, ଯୋହନ କହନ୍ତି ଯେ ଯେଉଁମାନେ କେତେକ ଉପାୟରେ ପାପ କରନ୍ତି ସେମାନଙ୍କ ପାଇଁ ଆମ୍ଭେମାନେ ପ୍ରାର୍ଥନା କରିବା ଉଚିତ୍ ନୁହେଁ, ଯଦିଓ ଆମ୍ଭେମାନେ ଅନ୍ୟ ଉପାୟରେ ପାପ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍ । ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଅସ୍ୱୀକାର୍ଯ୍ୟ ମନେହୁଏ ।

ଏହାର ବ୍ୟାଖ୍ୟା ଏହା ଯେ ଯେଉଁ ଲୋକମାନଙ୍କ ଶିକ୍ଷାକୁ ଯୋହନଙ୍କ ସଂଶୋଧନ କରିବାକୁ ଲେଖୁଥିଲେ, ସେମାନେ କହୁଥିଲେ ଯେ ଲୋକମାନେ ସେମାନଙ୍କ ଶରୀରରେ କ’ଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହାର କାରଣ ଏହା ଯେ ସେମାନେ ଶାରୀରିକ ବିଷୟକୁ ମନ୍ଦ ବୋଲି ଭାବୁଥିଲେ, ଏବଂ ଈଶ୍ଵର ଏ ବିଷୟରେ ଚିନ୍ତା କରନ୍ତି ନାହିଁ ବୋଲି ଭାବିଲେ । ସେମାନେ ପାପ ନାହିଁ ବୋଲି ଶିକ୍ଷା ଦେଉଥିଲେ । ତେଣୁ, ଅଧ୍ୟାୟ 1 ରେ ଯୋହନ ଉଲ୍ଲେଖ କରନ୍ତି, ପାପ ପ୍ରକୃତ ଏବଂ ସମସ୍ତେ ପାପ କରିଛନ୍ତି । କେତେକ ବିଶ୍ଵାସୀମାନେ ହୁଏତ ଭଣ୍ଡ ଶିକ୍ଷା ଦ୍ୱାରା ପ୍ରତାରିତ ହୋଇ ପାପ କରିଛନ୍ତି, ତେଣୁ ଯୋହନ ସେମାନଙ୍କୁ ଆଶ୍ୱାସନା ଦେବା ଆବଶ୍ୟକ ମନେ କରନ୍ତି ଯେ ଯଦି ସେମାନେ ଅନୁତାପ କରନ୍ତି ଏବଂ ସେମାନଙ୍କର ପାପ ସ୍ୱୀକାର କରନ୍ତି, ତେବେ ଈଶ୍ଵର ସେମାନଙ୍କୁ କ୍ଷମା କରିବେ । ଯୋହନ ଅଧ୍ୟାୟ 2 ରେ ସମାନ ବିଷୟକୁ ଉଲ୍ଲେଖ କରନ୍ତି ତାପରେ ଅଧ୍ୟାୟ 3 ରେ ସେ ବ୍ୟାଖ୍ୟା କରନ୍ତି ଯେ ବିଶ୍ଵାସୀମାନେ ଈଶ୍ଵରଙ୍କ ସନ୍ତାନ ଭାବରେ ନୂତନ ପ୍ରକୃତି ପାପ କରିବାକୁ ଇଚ୍ଛା କରନ୍ତି ନାହିଁ ଏବଂ ପାପ କରନ୍ତି ନାହିଁ ଏବଂ ଏହାକୁ ଉପଭୋଗ କରନ୍ତି ନାହିଁ । ତେଣୁ ସେମାନେ ସ୍ୱୀକାର କରିବା ଉଚିତ୍ ଯେ ଯେଉଁମାନେ ପାପକୁ କ୍ଷମା କରନ୍ତି କିମ୍ବା ସମାଲୋଚନା କରନ୍ତି ସେମାନେ ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ନୁହଁନ୍ତି ଏବଂ ନିଜେ ଈଶ୍ଵରଙ୍କ ସନ୍ତାନ ଭାବରେ ସେମାନେ ଅଧିକରୁ ଅଧିକ ଆଜ୍ଞାକାରୀ ଏବଂ ପାପରୁ ମୁକ୍ତ ହୋଇପାରିବେ । ଶେଷରେ, ଅଧ୍ୟାୟ 5 ରେ, ଯୋହନ ଚେତାବନୀ ଦେଇଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଉଦ୍ଦେଶ୍ୟହୀନ ଏବଂ ନିରନ୍ତର ପାପ କରେ, ତେବେ ଏହାର ଅର୍ଥ ଏହା ଯେ ସେମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ପବିତ୍ର ଆତ୍ମା ​​ଦ୍ୱାରା ଚାଳିତ ନୁହଁନ୍ତି । ସେ କହନ୍ତି ଯେ ସେହି କ୍ଷେତ୍ରରେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ପ୍ରଭାବଶାଳୀ ହୋଇନପାରେ। କିନ୍ତୁ ତା’ପରେ ସେ ତାଙ୍କ ପାଠକମାନଙ୍କୁ ଉତ୍ସାହିତ କରନ୍ତି ଯେ ଯଦି ଜଣେ ବ୍ୟକ୍ତି ବେଳେବେଳେ ପାପ କରେ କିନ୍ତୁ ଅନୁତାପ କରେ, ସେ ଆତ୍ମା ​​ଦ୍ୱାରା ଚାଳିତ ହୁଏ, ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ପ୍ରାର୍ଥନା ତାଙ୍କୁ ଅନୁତାପ କରିବାରେ ଏବଂ ପୁନର୍ବାର ସଠିକ୍ ମାର୍ଗରେ ବଞ୍ଚିବାରେ ସାହାଯ୍ୟ କରିବ । ( [[rc://en/tw/dict/bible/kt/sin]] and [[rc://en/tw/dict/bible/kt/faith]] and [[rc://en/tw/dict/bible/kt/forgive]]ଦେଖନ୍ତୁ)

### **“****ରହିବା”**

ଯୋହନ ସର୍ବଦା “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା” ଶବ୍ଦସମୁହ ରୂପକ ଭାବେ ବ୍ୟବହାର କରିଅଛନ୍ତି । ଯୋହନ ଜଣେ ବିଶ୍ବାସୀ ଯୀଶୁଙ୍କ ପ୍ରତି ଅଧିକ ବିଶ୍ବସ୍ତ ହେବା ଏବଂ ଯୀଶୁଙ୍କୁ ଭଲଭାବେ ଜାଣିଥିବା ବିଷୟରେ କହିଲେ ଯେପରି ବିଶ୍ବାସୀଙ୍କଠାରେ ଯୀଶୁଙ୍କ ବାକ୍ୟ “ରହିଥିଲା” । ଆହୁରି ମଧ୍ୟ, ଯୋହନ ଜଣେ ବ୍ୟକ୍ତି ଅନ୍ୟବ୍ୟକ୍ତିଙ୍କ ସହିତ ଆତ୍ମିକଭାବେ ସଂଯୁକ୍ତ ହେବା କହୁଥିଲେ ଯେପରି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କଠାରେ “ରହିଥିଲେ” । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଓ ଈଶ୍ବରଙ୍କଠାରେ ରହିବା ନିମନ୍ତେ କୁହାଯାଇଛି । ପିତା ପୁତ୍ରଙ୍କଠାରେ “ରହିବା” କୁହାଯାଇଛି ଏବଂ ପୁତ୍ର ପିତାଙ୍କ ଠାରେ “ରହିବା” କୁହାଯାଇଛି । ପୁତ୍ର ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି । ପବିତ୍ରଆତ୍ମା ମଧ୍ୟ ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି ।

ଉଦାହରଣ ସ୍ୱରୂପ, [2:6](https://create.translationcore.com/02/06.md), ରେ, ଯେତେବେଳେ ଯୋହନ ଜଣେ ବିଶ୍ଵାସୀ ଈଶ୍ଵରଙ୍କଠାରେ “ରହିବା” ବିଷୟରେ କହନ୍ତି, ସେତେବେଳେ ସେ ସେହି ବିଶ୍ଵାସୀମାନଙ୍କ ଈଶ୍ଵରଙ୍କ ସହିତ ଆତ୍ମିକତାରେ ଏକତ୍ର ଥିବା ଧାରଣା ପ୍ରକାଶ କରିବାକୁ ଇଚ୍ଛା କରନ୍ତି । UST ଅନୁସାରେ ବିଶ୍ଵାସୀମାନଙ୍କୁ "ଈଶ୍ଵଙ୍କ ସହ ମିଳିତ" ବୋଲି ଅନୁବାଦ କରେ । ଅନ୍ୟ ଏକ ଉଦାହରଣ ଦେବାକୁ, [2:13](https://create.translationcore.com/02/13.md) ରେ ଥିବା ବାକ୍ୟ ପାଇଁ ଯେ "ଈଶ୍ଵରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି," UST ଅନୁବାଦକରେ, ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ନିରନ୍ତର ପାଳନ କର ।” ଏହା ଦର୍ଶାଏ ଯେ ଅନ୍ୟ ଅଭିବ୍ୟକ୍ତିଗୁଡ଼ିକ କିପରି ବିଭିନ୍ନ ଧାରଣାଗୁଡ଼ିକୁ ସଠିକ୍ ଭାବରେ ଅର୍ଥ ପ୍ରକାଶ କରେ ଯାହା ଯୋହନ “ରହିବା” ଶବ୍ଦ ମାଧ୍ୟମରେ ପ୍ରକାଶ କରନ୍ତି ।

### **"**ପ୍ରକାଶିତ**"**

ଏହି ପତ୍ରର ଅନେକ ସ୍ଥାନରେ ଯୋହନ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ULT ସାଧାରଣତଃ "ପ୍ରକାଶିତ ହେବା ବୋଲି ଅନୁବାଦ କରେ । ଏହା ବାସ୍ତବରେ ଗ୍ରୀକ୍ ଭାଷାରେ ଏକ ନିଷ୍କ୍ରିୟ ମୌଖିକ ରୂପ ଅଟେ, କିନ୍ତୁ ସେହି ଭାଷାରେ ଏପରି ଗଠନଗୁଡ଼ିକ ପ୍ରାୟତଃ ଏହିପରି ବ୍ୟବହାର କରାଯାଏ ଯେବେ ଏହା ସକ୍ରିୟ ଅର୍ଥ ପ୍ରକାଶ କରେ । ଯେବେ ଏହା ଏକ ସକ୍ରିୟ ଅର୍ଥ ପ୍ରକାଶ କରେ, ଏହା “ସେଠାରେ ଥିବା ପରି ନ ହେଇ”, ଯେପରି “ପ୍ରକାଶିତ ହେଲା” ବୋଲି ବୁଝାଏ ତାହା ନିଶ୍ଚିତ କରିବା ଆବଶ୍ୟକ ଅଟେ । ବରଂ ଏହାର ଅର୍ଥ "ସେଠାରେ ଥିଲା" ଅଟେ । ଅନ୍ୟ ଏକ ନୂତନ ନିୟମ ପୁସ୍ତକ 2 କରିନ୍ଥୀୟରେ ଏହି ଶବ୍ଦର ବ୍ୟବହାର ଦ୍ୱାରା ଏହାକୁ ଉତ୍ତମ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ପାଉଲ \[5:10\] ରେ ଉଲ୍ଲେଖ କରନ୍ତି ଯେ “ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ବିଚାର ଆସନ ସମ୍ମୁଖରେ ଉପସ୍ଥିତ ହେବା ଆବଶ୍ୟକ ।” ଏହାର ଅର୍ଥ ନୁହେଁ ଯେ ଆମେ କେବଳ ସେଠାରେ ଉପସ୍ଥିତ ଥିବାପରି ହେବା । ବରଂ, ଆମେ ପ୍ରକୃତରେ ସେଠାରେ ଉପସ୍ଥିତ ହେବା ।

ଏହି ପତ୍ରରେ, ଯୋହନ ଏହି ଶବ୍ଦକୁ ସକ୍ରିୟ ଅର୍ଥରେ କିମ୍ବା ଏକ ନିଷ୍କ୍ରିୟ ଅର୍ଥରେ ବ୍ୟବହାର କରନ୍ତି କି ନାହିଁ ତାହା ସ୍ଥିର କରିବାର ଏକ ଭାଷାନ୍ତର ବିଷୟ ଅଟେ । ଉଦାହରଣ ସ୍ୱରୂପ, \[1:2\] ରେ, ଯୋହନ ଏହି ଶବ୍ଦକୁ “ଜୀବନର ବାକ୍ୟ” ଅର୍ଥାତ୍ ଯୀଶୁଙ୍କ ପାଇଁ ଦୁଇଥର ପ୍ରୟୋଗ କରନ୍ତି । କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ସ୍ଵୟଂ "ପ୍ରକାଶିତ ହେଲେ", ଅର୍ଥାତ୍ ସେ ପୃଥିବୀକୁ ଆସିଲେ, କିମ୍ବା ଈଶ୍ଵର ଯୀଶୁଙ୍କୁ ଜଗତକୁ ପ୍ରକାଶ କରିବା ଧାରଣା ଉପରେ ଗୁରୁତ୍ୱ ଦେଇ ସେ "ସ୍ପଷ୍ଟ କରିଥିଲେ" (ଦୃଶ୍ୟମାନ ହୋଇଥିଲେ), ଏବଂ ଏହି ପ୍ରକ୍ରିୟାରେ ନିଜକୁ ଯୀଶୁଙ୍କ ମାଧ୍ୟମରେ ଜଗତରେ ପ୍ରକାଶ କଲେ । ପ୍ରତ୍ୟେକ ସ୍ଥାନରେ ଯେଉଁଠାରେ ଯୋହନ ଏହି ଶବ୍ଦ ବ୍ୟବହାର କରନ୍ତି, ଟିପ୍ପଣୀଗୁଡ଼ିକ ପ୍ରସଙ୍ଗରେ ଅନୁସାରେ ଏହାର ଅର୍ଥକୁ ପ୍ରକାଶ କରେ ।

### **“**ଜଗତ**”**

ଯୋହନ ଏହି ପତ୍ରରେ ଅନେକ ଅର୍ଥରେ “ଜଗତ” ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ପୃଥିବୀ, ଭୌତିକ ବିଷୟ, ଦୁନିଆରେ ବାସ କରୁଥିବା ଲୋକ, ଈଶ୍ଵରଙ୍କୁ ଅସମ୍ମାନ କରୁଥିବା ଲୋକ, କିମ୍ବା ଈଶ୍ଵରଙ୍କୁ ସମ୍ମାନ ଦେଉ ନଥିବା ଲୋକମାନଙ୍କର ମୂଲ୍ୟବୋଧ ହୋଇପାରେ । ଟିପ୍ପଣୀଗୁଡ଼ିକ ପ୍ରସଙ୍ଗରେ ଅନୁସାରେ “ଜଗତ” ଶବ୍ଦର ଅର୍ଥକୁ ପ୍ରକାଶ କରେ ।

### **“**ଜାଣିବା **”**

"ଜାଣିବା" କ୍ରିୟାପଦ ଏହି ପତ୍ରରେ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଅଛି । ବେଳେବେଳେ ଏହା ଏକ ସତ୍ୟ ଜାଣିବା ବିଷୟରେ ବ୍ୟବହୃତ ହୁଏ, ଯେପରି 3:2, 3:5, ଏବଂ 3:19 ଅଟେ । ବେଳେବେଳେ ଏହାର ଅର୍ଥ 3:1, 3:6, 3:16, ଏବଂ 3:20 ପରି କାହାକୁ କିମ୍ବା କାହାକୁ ଜାଣିବା ଏବଂ ବୁଝିବାକୁ ବୁଝାଏ । ବେଳେବେଳେ ଯୋହନ ଏହି ଶବ୍ଦକୁ ସମାନ ବାକ୍ୟରେ ଦୁଇଟି ଭିନ୍ନ ଅର୍ଥରେ ବ୍ୟବହାର କରନ୍ତି, ଯେପରି 2:3, "ଏଥିରେ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହାଙ୍କୁ ଜାଣୁ ।" ଏହିପରି ଅର୍ଥ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ, ଏବଂ ଆପଣଙ୍କ ଅନୁବାଦରେ ଏହା ବ୍ୟବହାର କରିବା ଉପଯୁକ୍ତ ହେଇପାରେ।

### **ପ୍ରଥମ  ଯୋହନ ପୁସ୍ତକରେ ପ୍ରମୁଖ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ****?**

ଯେବେ ବାଇବେଲର ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଭିନ୍ନ ଅର୍ଥ ପ୍ରକାଶ କରେ, ULT ପଠନଗୁଡ଼ିକୁ ପଣ୍ଡିତମାନେ ଏହାର ପାଠନ ଅଧିକ ସଠିକ୍ ବୋଲି ବିବେଚନା କରନ୍ତି ବୋଲି ଉଲ୍ଲେଖ କରେ, କିନ୍ତୁ ଏହା ଅନ୍ୟାନ୍ୟ ସମ୍ଭାବ୍ୟ ସଠିକ୍ ପଠନକୁ ପାଦଟିକାରେ ଉଲ୍ଲେଖ କରିଥାଏ । ପ୍ରତ୍ୟେକ ଅଧ୍ୟାୟର ପରିଚୟରେ ସେହି ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା ହେବ ଯେଉଁଠାରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଅନେକ ଉପାୟରେ ଭିନ୍ନ ଅର୍ଥ ପ୍ରକାଶ କରେ ଏବଂ ଟିପ୍ପଣୀଗୁଡ଼ିକ ଏହି ପୁସ୍ତକରେ ସେହି ସ୍ଥାନଗୁଡ଼ିକୁ ପୁନର୍ବାର ଉଲ୍ଲେଖ କରିବ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣର ପଠନଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ | ଯଦି ନାହିଁ, ଆପଣ ULT ପାଠ୍ୟର ପଠନ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ) 1JN 1 intro ab9v 0 # ପ୍ରଥମ  ଯୋହନ 1 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. **ପତ୍ରର ଆରମ୍ଭ (1:1-4)**
2. **ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (1:5-10; 2:17)**

## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକ

## ଏହି ସମୟର ଅନେକ ଗ୍ରୀକ୍ ରଚନା ପରି, ଏହି ପତ୍ରର ରଚନାଶୈଳୀ ଉଦ୍ଦେଶ୍ୟ ପାଇଁ ଏକ ଲମ୍ବା ବାକ୍ୟରୁ ଆରମ୍ଭ ହୁଏ । ଏହା [1:1](https://create.translationcore.com/01/01.md) ର ଆରମ୍ଭରୁ [1:3](https://create.translationcore.com/01/03.md) ର ମଧ୍ୟଭାଗ ପର୍ଯ୍ୟନ୍ତ ଯାଏ । ଏହି ବାକ୍ୟର ବାକ୍ୟାଂଶଗୁଡ଼ିକ କ୍ରମରେ ନାହିଁ ଯାହା ଅନେକ ଭାଷାରେ ସ୍ୱାଭାବିକ ଅଟେ । ବାକ୍ୟର କର୍ମପଦ ପ୍ରଥମେ ଆସେ, ଏବଂ ଏହା ବହୁତ ଲମ୍ବାଥାଏ ଏବଂ ଏହା ଅନେକ ଭିନ୍ନ ବାକ୍ୟାଂଶରେ ଗଠିତ ଥାଏ । କର୍ତ୍ତା ଏବଂ କ୍ରିୟା  ବାକ୍ୟର ସମାପ୍ତ ପର୍ଯ୍ୟନ୍ତ ଆସେ ନାହିଁ । ଏବଂ ବାକ୍ୟର ମଧ୍ୟଭାଗରେ ଏକ ଲମ୍ବା ବିଚ୍ୟୁତ ଥାଏ । ତେଣୁ ଅନୁବାଦ କରିବା ଏକ କଠିନ ବିଷୟ ଅଟେ ।

## ପଦଗୁଡ଼ିକର ଯୋଗ କରିବା ଯାହା 1: 1-3 ଅନ୍ତର୍ଭୁକ୍ତ କରେ ତାହା ଗୋଟିଏ ମାଧ୍ୟମ ଅଟେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ଆପଣ ଏହି ଲମ୍ବା ବାକ୍ୟକୁ, କର୍ତ୍ତା ଏବଂ କ୍ରିୟାପଦକୁ ସ୍ପଷ୍ଟଭାବେ ପାଇଁ ପୁନରାବୃତ୍ତି କରି ଅନେକ ଛୋଟ ବାକ୍ୟରେ ଅନୁବାଦ କରିପାରିବେ । ଏହା ଆପଣଙ୍କୁ ବାକ୍ୟର ବାକ୍ୟାଂଶଗୁଡ଼ିକୁ ଏକ କ୍ରମରେ ଉପସ୍ଥାପନ କରିବାକୁ ସାହାଯ୍ୟ କରିବ ଯାହାକି ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହୋଇପାରେ ଏବଂ ଆପଣଙ୍କ ପାଠକମାନେ ଏହାକୁ ଉତ୍ତମ ଭାବରେ ବୁଝିପାରିବେ । ଉଦାହରଣ ସ୍ଵରୁପ:

## “ଯେପରି ତୁମ୍ଭମାନଙ୍କର ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ, ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ଜଣାଉଅଛୁ । ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ । ଏହା ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଅଟେ । ବାସ୍ତବରେ ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ । ହଁ, ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ ।"

## ଯଦି ଆପଣ ଏହି ମାଧ୍ୟମ ଅବଲମ୍ବନ କରନ୍ତି, ଦ୍ୱିତୀୟ ବାକ୍ୟକୁ ଅନୁବାଦ କରିବାର ଅନ୍ୟ ଏକ ମାଧ୍ୟମ ହେବ, “ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ ଯେ ଆଦ୍ୟରୁ ଯେ ଥିଲେ, ଆମ୍ଭେମାନେ ଯାହା ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ ।"

## ଅନ୍ୟ ଏକ ମାଧ୍ୟମ ଯାହା ଅଧିକ ସ୍ୱାଭାବିକ ହୋଇପାରେ, ଏବଂ ତାହା ପଦଗୁଡ଼ିକୁ ଯୋଗ କରିବା ଆବଶ୍ୟକ କରେ ନାହିଁ, ଏହା ବାକ୍ୟାଂଶଗୁଡ଼ିକୁ ଏହାର କ୍ରମରେ ଛାଡି, ବାକ୍ୟକୁ ତିନି ଭାଗରେ ବିଭକ୍ତ କରେ । ଯଦି ଆପଣ ଏହା କରନ୍ତି, ତେବେ ଆପଣ [1:1](https://create.translationcore.com/01/01.md) ର ଶେଷ ଅପେକ୍ଷା “ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ” ବାକ୍ୟର ଅନୁବାଦକୁ ସ୍ଥାନିତ କରିପାରିବେ ଏବଂ ଏହାକୁ ପତ୍ରର ଏକ ପରିଚୟ ଭାବରେ ଅନୁବାଦ କରିପାରିବେ । ଅନ୍ୟଥା, [1:4](https://create.translationcore.com/01/04.md) ପର୍ଯ୍ୟନ୍ତ ନକଲେ ଆପଣଙ୍କର ପାଠକମାନେ ହୁଏତ ଯୋହନଙ୍କ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟକୁ ବୁଝିପାରିବେ ନାହିଁ ।

**[1:1-4](https://create.translationcore.com/01/01.md) ଟିପ୍ପଣୀଗୁଡ଼ିକ ଏହି ଲମ୍ବା ପ୍ରାରମ୍ଭିକ ବାକ୍ୟକୁ କିପରି ଅନୁବାଦ କରାଯିବ ସେ ସମ୍ବନ୍ଧରେ ଅଧିକ ନିର୍ଦ୍ଦିଷ୍ଟ ପରାମର୍ଶ ପ୍ରଦାନ କରେ । (: [[rc://en/ta/man/translate/translate-versebridge]]ଦେଖନ୍ତୁ)**

### ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ

# ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ [1:4](https://create.translationcore.com/01/04.md), ରେ “ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ” ବୋଲି ଉଲ୍ଲେଖ କରେ । ULT ସେହି ପଠନକୁ ଅନୁସରଣ କରେ । କିନ୍ତୁ, ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ଆମ୍ଭମାନଙ୍କର ଆନନ୍ଦ” ପରିବର୍ତ୍ତେ “ତୁମ୍ଭମାନଙ୍କର ଆନନ୍ଦ” ବୋଲି ଉଲ୍ଲେଖ କରେ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ଆପଣ ସେହି ସଂସ୍କରଣର ଶବ୍ଦଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT କୁ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]] ଦେଖନ୍ତୁ) 1JN 1 1 axg6 figs-you 0 General Information: 1JN 1 1 ej5x ὃ ... ἀκηκόαμεν 1 which we have heard ଏଠାରେ ଏହାର ଅର୍ଥ ହେଉଛି ଯେ ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯାହା **ଶୁଣିଥିଲେ**, ଯୀଶୁ ତାହା କହୁଥିଲେ । ବିକଳ୍ପ ଅନୁବାଦ: "ଯାହାକୁ ଆମେ କହିବା ଶୁଣିଥିଲୁ" (: [[rc://en/ta/man/translate/figs-explicit]]ଦେଖନ୍ତୁ) @@ -286,7 +286,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 5 20 n1nh δέδωκεν ἡμῖν διάνοιαν 1 has given us understanding ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବୁଝିବା” ପରି ଏକ କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ବୁଝିବା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “**ବୁଝିବାକୁ** ଆମ୍ଭମାନଙ୍କୁ ସକ୍ଷମ କରିଛନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ) 1JN 5 20 ge7c figs-metaphor ἐσμὲν ἐν τῷ Ἀληθινῷ 1 we are in him who is true [2:5](https://create.translationcore.com/02/05.md) ଯେପରି, ବିଶ୍ଵାସୀମାନେ ଈଶ୍ଵର  ଏବଂ ଯୀଶୁଙ୍କ ଭିତରେ ରହିପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ଏହି ଅଭିବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ଦର୍ଶାଏ  । ବିକଳ୍ପ ଅନୁବାଦ: “ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 5 20 hvr7 τὸν Ἀληθινόν 1 him who is true ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ଯୋହନ  ବିଶେଷଣ ଭାବରେ **ସତ୍ୟ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବା ପାଇଁ ULT **ଜଣେ** ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ସତ୍ୟ… ଯିଏ ସତ୍ୟ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ) -1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God **ଏହା** ଈଶ୍ଵର  କିମ୍ବା ଯୀଶୁଙ୍କୁ ସୂଚିତ କରିପାରେ । ULT ଏହାକୁ ଈଶ୍ଵରଙ୍କୁ  ସୂଚାଇବା ପାଇଁ ବ୍ୟବହାର କରେ ଏବଂ UST ଏହାକୁ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହାର କରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ) +1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God 1JN 5 20 dz3s figs-metonymy καὶ ... ζωὴ αἰώνιος 1 and eternal life ଯୋହନ **ଏବଂ**  ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବାକ୍ୟାଂଶ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରନ୍ତି  । ଅନନ୍ତ ଜୀବନ ବାକ୍ୟାଂଶ **ସତ୍ୟ ଈଶ୍ଵରଙ୍କ** ଗୁଣକୁ ଦର୍ଶାଏ, ଯେ ଅନନ୍ତ ଜୀବନ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ସତ୍ୟ ଈଶ୍ଵର, ଯିଏ ଅନନ୍ତ ଜୀବନ ଦିଅନ୍ତି” ( [[rc://en/ta/man/translate/figs-hendiadys]]ଦେଖନ୍ତୁ) 1JN 5 21 i3rw figs-metaphor τεκνία 1 Children [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( [[rc://en/ta/man/translate/figs-idiom]]ଦେଖନ୍ତୁ)