Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 01:59:23 +00:00
parent 894de2f0f1
commit 08bd91e928
1 changed files with 3 additions and 3 deletions

View File

@ -58,13 +58,13 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:9 he6q rc://*/ta/man/translate/figs-metaphor δοκοῦντες στῦλοι εἶναι 1 ଏଠାରେ, **ସ୍ତମ୍ଭ** ଯାକୁବ, କୈଫା ଏବଂ ଯୋହନଙ୍କୁ ବୁଝାଏ, ଯେଉଁମାନେ ଯିରୂଶାଲମରେ ବିଶ୍ଵାସୀଙ୍କ ନେତା ଥିଲେ । ସେହି ସଂସ୍କୃତିରେ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ନେତାମାନେ ବେଳେବେଳେ **ସ୍ତମ୍ଭ** ଭାବରେ ପରିଚିତ ହୋଇଥିଲେ କାରଣ ସେମାନେ ଗୋଷ୍ଠୀକୁ ପ୍ରଦାନ କରିଥିଲେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କ ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
2:9 ie72 rc://*/ta/man/translate/figs-abstractnouns γνόντες τὴν χάριν τὴν δοθεῖσάν μοι 1
2:9 kz2m rc://*/ta/man/translate/figs-activepassive τὴν χάριν τὴν δοθεῖσάν μοι 1
2:9 e5rm rc://*/ta/man/translate/translate-symaction δεξιὰς ἔδωκαν & κοινωνίας 1
2:9 e5rm rc://*/ta/man/translate/translate-symaction δεξιὰς ἔδωκαν & κοινωνίας 1 ଏଠାରେ, **ଦକ୍ଷିଣ ହସ୍ତ ପ୍ରଦାନ କଲେ** ଏକ କାର୍ଯ୍ୟ ଯାହା ଚୁକ୍ତିନାମାକୁ ସୂଚିତ କରେ | ହାତ ମିଳାଇବା ସୂଚାଏ ଯେ ସେମାନେ ପରସ୍ପର ସହ ସହମତ ଥିଲେ ଏବଂ ସମାନ ଲକ୍ଷ୍ୟ ଦିଗରେ ସେବାର ଅଂଶୀଦାର ଭାବରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଥିଲେ। ମୂଳତଃ, ସେମାନେ ସହଭାଗୀ ହେବାକୁ ରାଜି ଥିଲେ ଏବଂ ପରସ୍ପରର ହସ୍ତ ପ୍ରଦାନ କଲେ ଏହା ବୁଝାଏ | ଯଦି ଆପଣଙ୍କର ସଂସ୍କୃତିରେ ସମାନ ଅର୍ଥ ସହ ଏକ ଅଙ୍ଗଭଙ୍ଗୀ ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ଏଠାରେ ବ୍ୟବହାର କରିବାକୁ ଚିନ୍ତା କରିପାରିବେ | ବିକଳ୍ପ ଅନୁବାଦ: “ନିଶ୍ଚିତ ଯେ ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ, ଏବଂ ସେମାନେ ସୁନ୍ନତମାନଙ୍କ ନିକଟକୁ”
2:9 gi7g δεξιὰς 1
2:10 kqq6 rc://*/ta/man/translate/figs-explicit τῶν πτωχῶν & μνημονεύωμεν 1
2:11 c9h4 rc://*/ta/man/translate/figs-metonymy κατὰ πρόσωπον αὐτῷ ἀντέστην 1
2:11 c9h4 rc://*/ta/man/translate/figs-metonymy κατὰ πρόσωπον αὐτῷ ἀντέστην 1 ଏଠାରେ **ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି** ବାକ୍ୟ ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ ଯାହାର ଅର୍ଥ କାହାକୁ ସାମ୍ନା କରିବା ଅଟେ । ଏହା ନିର୍ଦ୍ଦିଷ୍ଟ ଭାବରେ ସୂଚିତ କରିପାରେ: (1) ସିଧାସଳଖ କାହା ସହିତ ମୁହାଁମୁହିଁ ହେବାକୁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତାଙ୍କୁ ସିଧାସଳଖ ମୁହାଁମୁହିଁ” କିମ୍ବା “ମୁଁ ତାଙ୍କୁ ମୁହାଁମୁହିଁ କହିଥିଲି” (2) ସର୍ବସାଧାରଣ ସ୍ଥାନରେ କାହା ସହିତ ମୁହାଁମୁହିଁ ହେବାକୁ । ([2:14](../02/14.md) ରେ “ମୁଁ କୈଫାଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲି” ବାକ୍ୟାଂଶ ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତାଙ୍କୁ ସର୍ବସାଧାରଣରେ ସାମ୍ନା କରିଥିଲି”
2:12 xym6 πρὸ 1
2:12 s18y ὑπέστελλεν 1
2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 କେଫା ଭୟଭିତ ହୋଇଥିବା କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ଭୟଭିତ ହୋଇ ଯାଇଥିଲେ ଯେପରିକି ସେ କିଛି ଭୂଲ କାର୍ଯ୍ୟ କରିଛନ୍ତି ଯେତେବେଲେ ସେ ସୁନ୍ନତ କିରବା ଆବଶ୍ୟକ କହୁଥିବା ଲୋକମାନଙ୍କୁ ବା ସୁନ୍ନତ ବିଷୟରେ ବିଚାର କରୁଥିବା ଲୋକମାନଙ୍କ ବିଷୟରେ କହୁଥିଲେ । ବା “ସେ ଭୟଭିତ ହୋଇଯାଇ ଥିଲେ ଯେ ଏହି ଲୋକମାନଙ୍କୁ ଦେଖି ଯେଉମାନେ ସୁନ୍ନତ ହେବା ବିଷୟରେ କହନ୍ତି ଯେପରି ସେ କିଛି ଭୁଲ କରିବା ସକାଶୁ ଦୋଷୀ ସାବ୍ୟସ୍ତ ହେବେ” (ଦେଖ: [[rc://or/ta/man/translate/figs-explicit]])
2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1
2:12 fy79 τοὺς ἐκ περιτομῆς 1 ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, କିନ୍ତୁ ଯେଉଁମାନେ ଏହା ସର୍ତ୍ତ ରଖିଲେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଯିହୁଦୀ ପ୍ରଥା ଅନୁସାରେ ଜୀବନ ଅତିବାହିତ କଲେ
2:12 a6gv ἀφώριζεν ἑαυτόν 1 ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”
2:14 sg53 οὐκ ὀρθοποδοῦσιν πρὸς τὴν ἀλήθειαν τοῦ εὐαγγελίου 1 ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ”

1 Reference ID Tags SupportReference Quote Occurrence Note
58 2:9 he6q rc://*/ta/man/translate/figs-metaphor δοκοῦντες στῦλοι εἶναι 1 ଏଠାରେ, **ସ୍ତମ୍ଭ** ଯାକୁବ, କୈଫା ଏବଂ ଯୋହନଙ୍କୁ ବୁଝାଏ, ଯେଉଁମାନେ ଯିରୂଶାଲମରେ ବିଶ୍ଵାସୀଙ୍କ ନେତା ଥିଲେ । ସେହି ସଂସ୍କୃତିରେ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ନେତାମାନେ ବେଳେବେଳେ **ସ୍ତମ୍ଭ** ଭାବରେ ପରିଚିତ ହୋଇଥିଲେ କାରଣ ସେମାନେ ଗୋଷ୍ଠୀକୁ ପ୍ରଦାନ କରିଥିଲେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କ ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
59 2:9 ie72 rc://*/ta/man/translate/figs-abstractnouns γνόντες τὴν χάριν τὴν δοθεῖσάν μοι 1
60 2:9 kz2m rc://*/ta/man/translate/figs-activepassive τὴν χάριν τὴν δοθεῖσάν μοι 1
61 2:9 e5rm rc://*/ta/man/translate/translate-symaction δεξιὰς ἔδωκαν & κοινωνίας 1 ଏଠାରେ, **ଦକ୍ଷିଣ ହସ୍ତ ପ୍ରଦାନ କଲେ** ଏକ କାର୍ଯ୍ୟ ଯାହା ଚୁକ୍ତିନାମାକୁ ସୂଚିତ କରେ | ହାତ ମିଳାଇବା ସୂଚାଏ ଯେ ସେମାନେ ପରସ୍ପର ସହ ସହମତ ଥିଲେ ଏବଂ ସମାନ ଲକ୍ଷ୍ୟ ଦିଗରେ ସେବାର ଅଂଶୀଦାର ଭାବରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଥିଲେ। ମୂଳତଃ, ସେମାନେ ସହଭାଗୀ ହେବାକୁ ରାଜି ଥିଲେ ଏବଂ ପରସ୍ପରର ହସ୍ତ ପ୍ରଦାନ କଲେ ଏହା ବୁଝାଏ | ଯଦି ଆପଣଙ୍କର ସଂସ୍କୃତିରେ ସମାନ ଅର୍ଥ ସହ ଏକ ଅଙ୍ଗଭଙ୍ଗୀ ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ଏଠାରେ ବ୍ୟବହାର କରିବାକୁ ଚିନ୍ତା କରିପାରିବେ | ବିକଳ୍ପ ଅନୁବାଦ: “ନିଶ୍ଚିତ ଯେ ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ, ଏବଂ ସେମାନେ ସୁନ୍ନତମାନଙ୍କ ନିକଟକୁ”
62 2:9 gi7g δεξιὰς 1
63 2:10 kqq6 rc://*/ta/man/translate/figs-explicit τῶν πτωχῶν & μνημονεύωμεν 1
64 2:11 c9h4 rc://*/ta/man/translate/figs-metonymy κατὰ πρόσωπον αὐτῷ ἀντέστην 1 ଏଠାରେ **ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି** ବାକ୍ୟ ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ ଯାହାର ଅର୍ଥ କାହାକୁ ସାମ୍ନା କରିବା ଅଟେ । ଏହା ନିର୍ଦ୍ଦିଷ୍ଟ ଭାବରେ ସୂଚିତ କରିପାରେ: (1) ସିଧାସଳଖ କାହା ସହିତ ମୁହାଁମୁହିଁ ହେବାକୁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତାଙ୍କୁ ସିଧାସଳଖ ମୁହାଁମୁହିଁ” କିମ୍ବା “ମୁଁ ତାଙ୍କୁ ମୁହାଁମୁହିଁ କହିଥିଲି” (2) ସର୍ବସାଧାରଣ ସ୍ଥାନରେ କାହା ସହିତ ମୁହାଁମୁହିଁ ହେବାକୁ । ([2:14](../02/14.md) ରେ “ମୁଁ କୈଫାଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲି” ବାକ୍ୟାଂଶ ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତାଙ୍କୁ ସର୍ବସାଧାରଣରେ ସାମ୍ନା କରିଥିଲି”
65 2:12 xym6 πρὸ 1
66 2:12 s18y ὑπέστελλεν 1
67 2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 କେଫା ଭୟଭିତ ହୋଇଥିବା କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ଭୟଭିତ ହୋଇ ଯାଇଥିଲେ ଯେପରିକି ସେ କିଛି ଭୂଲ କାର୍ଯ୍ୟ କରିଛନ୍ତି ଯେତେବେଲେ ସେ ସୁନ୍ନତ କିରବା ଆବଶ୍ୟକ କହୁଥିବା ଲୋକମାନଙ୍କୁ ବା ସୁନ୍ନତ ବିଷୟରେ ବିଚାର କରୁଥିବା ଲୋକମାନଙ୍କ ବିଷୟରେ କହୁଥିଲେ । ବା “ସେ ଭୟଭିତ ହୋଇଯାଇ ଥିଲେ ଯେ ଏହି ଲୋକମାନଙ୍କୁ ଦେଖି ଯେଉମାନେ ସୁନ୍ନତ ହେବା ବିଷୟରେ କହନ୍ତି ଯେପରି ସେ କିଛି ଭୁଲ କରିବା ସକାଶୁ ଦୋଷୀ ସାବ୍ୟସ୍ତ ହେବେ” (ଦେଖ: [[rc://or/ta/man/translate/figs-explicit]])
68 2:12 fy79 τοὺς ἐκ περιτομῆς 1 ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, କିନ୍ତୁ ଯେଉଁମାନେ ଏହା ସର୍ତ୍ତ ରଖିଲେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଯିହୁଦୀ ପ୍ରଥା ଅନୁସାରେ ଜୀବନ ଅତିବାହିତ କଲେ
69 2:12 a6gv ἀφώριζεν ἑαυτόν 1 ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”
70 2:14 sg53 οὐκ ὀρθοποδοῦσιν πρὸς τὴν ἀλήθειαν τοῦ εὐαγγελίου 1 ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ”