Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 17:26:19 +00:00
parent 1d579028c3
commit 07db4f9837
1 changed files with 6 additions and 6 deletions

View File

@ -236,12 +236,12 @@ EPH 4 31 v576 figs-metaphor πᾶσα πικρία, καὶ θυμὸς, καὶ
EPH 4 31 t1gj θυμὸς 1 rage ଏଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଯାହା ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ତିକ୍ତ, ଏବଂ ଅତ୍ୟଧିକ କ୍ରୋଧିତ, ଏବଂ କ୍ରୋଧିତ ହେବା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 32 ygw4 γίνεσθε … χρηστοί 1 Be kind
EPH 4 32 w7tk εὔσπλαγχνοι 1 tenderhearted ବିକଳ୍ପ ଅନୁବାଦ: “ଅନ୍ୟମାନଙ୍କ ପ୍ରତି ସଦୟ ଏବଂ କୋମଳ ହୃଦୟ ହୁଅ”
EPH 5 intro tdd2 0 # ଏଫିସୀୟ ୫ ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nକେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୪ ପଦରରେ ଏହିପରି ଉଲ୍ଲେଖ କରେ Iଏହି ଅଧ୍ୟାୟର ବିଶେଷ ଧାରଣା।\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ଖ୍ରୀଷ୍ଟଙ୍କ ରାଜ୍ୟର ଉତ୍ତରାଧିକାର\n\n### କେତେକ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଯେଉଁମାନେ ଏହିସବୁ 5:5 ରେ ଉଲ୍ଲେଖିତ କରିଚାଲନ୍ତି, ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ। କିନ୍ତୁ ଈଶ୍ଵର ଏହି ପଦରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ପାପ କ୍ଷମା କରିବେ। ବ୍ୟଭିଚାରୀ, ଅଶୁଦ୍ଧାଚାରୀ ବା ଲୋଭୀ ଲୋକମାନେ ସୁଦ୍ଧା ଅନନ୍ତ ଜୀବନ ପ୍ରାପ୍ତ କରିବେ, ଯଦି ସେମାନେ ମନ ପରିବର୍ତ୍ତନକରି ଯୀଶୁଙ୍କଠାରେ ବିଶ୍ଵାସ କରିବେ। ଈଶ୍ଵର ହିଁ ଏହା ନିଷ୍ପତ୍ତି କରିବେ। (ଦେଖନ୍ତୁ: [[rc://en/tw/dict/bible/kt/forgive]], [[rc://en/tw/dict/bible/kt/eternity]] ଏବଂ [[rc://en/tw/dict/bible/kt/life]] ଏବଂ [[rc://en/tw/dict/bible/kt/inherit]])\n\n## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ\n\n### ସ୍ତ୍ରୀମାନେ, ଆପଣା ଆପଣା ସ୍ଵାମୀମାନଙ୍କର ବଶୀଭୂତା ହୁଅ\n\nଏହି ଶାସ୍ତ୍ରଂଶକୁ ଏହାର ଐତିହାସିକ ଏବଂ ସାଂସ୍କୃତିକ ପରିପ୍ରେକ୍ଷୀରେ ବୁଝିବା ନିମନ୍ତେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମୋତ ପ୍ରକାଶ କରନ୍ତି I କେତେକ ଜ୍ଞାନୀ ବ୍ୟକ୍ତି ବିଶ୍ଵାସ କରନ୍ତି ଯେ ପୁରୁଷ ଏବଂ ସ୍ତ୍ରୀମାନେ ସମସ୍ତ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି। ଅନ୍ୟ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଈଶ୍ଵର ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଏବଂ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ। ଅନୁବାଦକଗଣ ନିଜ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ ନକରିବାକୁ ଯତ୍ନବାନ୍ ହେବା ଉଚିତ। ଅନୁବାଦକମାନେ ସାବଧାନ ହେବା ଉଚିତ୍ ଯେ ସେମାନେ ଏହି ବିଷୟକୁ କିପରି ବ୍ୟାଖ୍ୟା କରନ୍ତି ତାହା କିପରି ପ୍ରଭାବିତ କରେ।
EPH 5 1 wus5 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ଵରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ I
EPH 5 1 jx2q γίνεσθε οὖν μιμηταὶ τοῦ Θεοῦ 1 Therefore be imitators of God **ଅନୁକାରୀ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଏବଂ ଏହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ:"ଅତଏବ ଈଶ୍ଵରଙ୍କ ଅନୁକାରୀ ହୁଅ” କିମ୍ବା “ ତେଣୁ ଈଶ୍ଵର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ”
EPH 5 1 zen5 figs-simile ὡς τέκνα ἀγαπητά 1 as dearly loved children ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ଵର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ଏବଂ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” ([[rc://en/ta/man/translate/figs-simile]]ଦେଖନ୍ତୁ)
EPH 5 2 ta41 figs-metaphor περιπατεῖτε ἐν ἀγάπῃ 1 walk in love ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ **ଆଚରଣ କରିବା** ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 2 bak1 προσφορὰν καὶ θυσίαν τῷ Θεῷ εἰς ὀσμὴν εὐωδίας 1 a fragrant offering and sacrifice to God ଏହି ରୂପକ ଖ୍ରୀଷ୍ଟଙ୍କୁ ତୁଳନା କରେ ଯିଏ ଆମର ପାପ ପାଇଁ କ୍ରୁଶରେ ମୃତ୍ୟୁବରଣ କରିଥିଲେ, ପାପ ପାଇଁ ପୁରାତନ ନିୟମ **ବଳିଦାନ** ସହିତ, ଯାହା ଅଗ୍ନିରେ ଭଜା ହୋଇ ଏକ ସୁଗନ୍ଧିତ ଗନ୍ଧ ଦିଆଯାଇଥିଲା I ବିକଳ୍ପ ଅନୁବାଦ: "ଈଶ୍ଵଙ୍କ ପାଇଁ ଏକ ସୁଗନ୍ଧିତ ନୈବେଦ୍ୟ ଏବଂ ବଳିଦାନ ପରି" କିମ୍ବା "ଈଶ୍ଵରଙ୍କ ପାଇଁ ଏକ ନୈବେଦ୍ୟ ଏବଂ ବଳିଦାନ ଯାହା ଈଶ୍ଵରଙ୍କୁ ବହୁତ ସନ୍ତୁଷ୍ଟ କରେ" USTଦେଖନ୍ତୁ [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 5 intro tdd2 0 # ଏଫିସୀୟ ୫ ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nକେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୪ ପଦରରେ ଏହିପରି ଉଲ୍ଲେଖ କରେ Iଏହି ଅଧ୍ୟାୟର ବିଶେଷ ଧାରଣା।\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ଖ୍ରୀଷ୍ଟଙ୍କ ରାଜ୍ୟର ଉତ୍ତରାଧିକାର\n\n### କେତେକ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଯେଉଁମାନେ ଏହିସବୁ 5:5 ରେ ଉଲ୍ଲେଖିତ କରିଚାଲନ୍ତି, ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ। କିନ୍ତୁ ଈଶ୍ଵର ଏହି ପଦରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ପାପ କ୍ଷମା କରିବେ। ବ୍ୟଭିଚାରୀ, ଅଶୁଦ୍ଧାଚାରୀ ବା ଲୋଭୀ ଲୋକମାନେ ସୁଦ୍ଧା ଅନନ୍ତ ଜୀବନ ପ୍ରାପ୍ତ କରିବେ, ଯଦି ସେମାନେ ମନ ପରିବର୍ତ୍ତନକରି ଯୀଶୁଙ୍କଠାରେ ବିଶ୍ଵାସ କରିବେ। ଈଶ୍ଵର ହିଁ ଏହା ନିଷ୍ପତ୍ତି କରିବେ। (ଦେଖନ୍ତୁ: [[rc://en/tw/dict/bible/kt/forgive]], [[rc://en/tw/dict/bible/kt/eternity]] ଏବଂ [[rc://en/tw/dict/bible/kt/life]] ଏବଂ [[rc://en/tw/dict/bible/kt/inherit]])\n\n## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ\n\n### ସ୍ତ୍ରୀମାନେ, ଆପଣା ଆପଣା ସ୍ଵାମୀମାନଙ୍କର ବଶୀଭୂତା ହୁଅ\n\nଏହି ଶାସ୍ତ୍ରଂଶକୁ ଏହାର ଐତିହାସିକ ଏବଂ ସାଂସ୍କୃତିକ ପରିପ୍ରେକ୍ଷୀରେ ବୁଝିବା ନିମନ୍ତେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମୋତ ପ୍ରକାଶ କରନ୍ତି I କେତେକ ଜ୍ଞାନୀ ବ୍ୟକ୍ତି ବିଶ୍ଵାସ କରନ୍ତି ଯେ ପୁରୁଷ ଏବଂ ସ୍ତ୍ରୀମାନେ ସମସ୍ତ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି। ଅନ୍ୟ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଈଶ୍ଵର ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଏବଂ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ। ଅନୁବାଦକମାନେ ସେମାନେ ଏହି ବିଷୟକୁ କିପରି ବ୍ୟାଖ୍ୟା କରନ୍ତି ତାହା କିପରି ପ୍ରଭାବିତ କରେ ସେ ବିଷୟରେ ସାବଧାନ ହେବା ଉଚିତ
EPH 5 1 wus5 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ଵରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ
EPH 5 1 jx2q γίνεσθε οὖν μιμηταὶ τοῦ Θεοῦ 1 Therefore be imitators of God **ଅନୁକାରୀ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଏବଂ ଏହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ:ଅତଏବ ଈଶ୍ଵରଙ୍କ ଅନୁକାରୀ ହୁଅ” କିମ୍ବା “ତେଣୁ ଈଶ୍ଵର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ
EPH 5 1 zen5 figs-simile ὡς τέκνα ἀγαπητά 1 as dearly loved children ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ଵର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ଏବଂ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-simile]])
EPH 5 2 ta41 figs-metaphor περιπατεῖτε ἐν ἀγάπῃ 1 walk in love ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ **ଆଚରଣ କରିବା** ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 2 bak1 προσφορὰν καὶ θυσίαν τῷ Θεῷ εἰς ὀσμὴν εὐωδίας 1 a fragrant offering and sacrifice to God ଏହି ରୂପକ ଖ୍ରୀଷ୍ଟଙ୍କୁ ତୁଳନା କରେ ଯିଏ ଆମର ପାପ ପାଇଁ କ୍ରୁଶରେ ମୃତ୍ୟୁବରଣ କରିଥିଲେ, ପାପ ପାଇଁ ପୁରାତନ ନିୟମ **ବଳିଦାନ** ସହିତ, ଯାହା ଅଗ୍ନିରେ ଭଜା ହୋଇ ଏକ ସୁଗନ୍ଧିତ ଗନ୍ଧ ଦିଆଯାଇଥିଲା I ବିକଳ୍ପ ଅନୁବାଦ: "ଈଶ୍ଵଙ୍କ ପାଇଁ ଏକ ସୁଗନ୍ଧିତ ନୈବେଦ୍ୟ ଏବଂ ବଳିଦାନ ପରି" କିମ୍ବା "ଈଶ୍ଵରଙ୍କ ପାଇଁ ଏକ ନୈବେଦ୍ୟ ଏବଂ ବଳିଦାନ ଯାହା ଈଶ୍ଵରଙ୍କୁ ବହୁତ ସନ୍ତୁଷ୍ଟ କରେ" ଦେଖନ୍ତୁ UST। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 3 le5f πορνεία δὲ, καὶ ἀκαθαρσία πᾶσα, ἢ πλεονεξία, μηδὲ ὀνομαζέσθω ἐν ὑμῖν 1 But there must not be even a suggestion among you of sexual immorality or any kind of impurity or of greed ଏହାକୁ ଏକ କର୍ତ୍ତୁବାଚ୍ୟ ବାକ୍ୟରେ ପ୍ରକାଶ କରାଯାଇପାରେ: ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ଵାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 5 3 xat9 ἀκαθαρσία πᾶσα 1 any kind of impurity କୌଣସି ନୈତିକ ଅଶୁଚିତା
EPH 5 4 utm5 ἀλλὰ μᾶλλον εὐχαριστία 1 Instead there should be thanksgiving **ଧନ୍ୟବାଦ ଅର୍ପଣ** ଶବ୍ଦଟି ଏକ ମୈଖିକ ବିଶେଷ୍ୟ ଅଟେ ଏବଂ କ୍ରିୟା ସହିତ ଅନୁବାଦ କରାଯାଇପାରେ: “ଏହା ପରିବର୍ତ୍ତେ ତୁମ୍ଭେମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ”

Can't render this file because it contains an unexpected character in line 2 and column 4525.