diff --git a/en_tn_63-1JN.tsv b/en_tn_63-1JN.tsv
index f24edf2..e6e2d05 100644
--- a/en_tn_63-1JN.tsv
+++ b/en_tn_63-1JN.tsv
@@ -187,7 +187,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 23 irb3 figs-abstractnouns 0 This is his commandment: that we should believe ... just as he gave us this commandment **ଏହି ପଦରେ ତାହାଙ୍କ** ସର୍ବନାମଗୁଡ଼ିକ ଈଶ୍ଵରଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଏହା ଈଶ୍ଵର ଆଜ୍ଞା ଦେଇଛନ୍ତି… ଯେପରି ଈଶ୍ଵର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 23 feq7 guidelines-sonofgodprinciples τοῦ Υἱοῦ 1 Son ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 3 24 we1m figs-metaphor 0 remains in him, and God remains in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥପୂର୍ଣ୍ଣ ବୋଲି ମନେହୁଏ । ଆପଣ ସେଠାରେ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ସ୍ଥାପନ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
-1JN 4 intro l3qa 0 ## 1 ଯୋହନ 4 ସାଧାରଣ ଟିପ୍ପଣୀଗୁଡ଼ିକ
## ଗଠନ ଏବଂ ଆକାର
1. ଯୀଶୁ ମନୁଷ୍ୟ ଥିଲେ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (4:1-6)
2. ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)
## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ
### “ଆତ୍ମା” ଏବଂ “ଆତ୍ମା”
ଯୋହନ ଏହି ଅଧ୍ୟାୟରେ “ଆତ୍ମା” ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି ।
ବେଳେବେଳେ “ଆତ୍ମା” ଶବ୍ଦ ଏକ ଅଲୌକିକ ବିଷୟକୁ ବୁଝାଏ ।
ବେଳେବେଳେ “ଆତ୍ମା” ଶବ୍ଦଟି କେତେକ ଚରିତ୍ରକୁ ବୁଝାଏ । “ଭଣ୍ଡଖ୍ରୀଷ୍ଟର ଆତ୍ମା”, “ସତ୍ୟର ଆତ୍ମା” ଏବଂ “ତ୍ରୁଟିର ଆତ୍ମା” ଅଭିବ୍ୟକ୍ତିଗୁଡ଼ିକ ସେହିପରି ଅଟେ ।
## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
**ଈଶ୍ଵରଙ୍କୁ ପ୍ରେମ କରିବା**
ଯଦି ଲୋକମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି , ତେବେ ସେମାନେ ଏହାକୁ ସେମାନଙ୍କର ଜୀବନରେ ଏବଂ ଅନ୍ୟ ଲୋକଙ୍କ ପ୍ରତି ବ୍ୟବହାରେ ପ୍ରକାଶ କରିବା ଉଚିତ୍ । ଏହା କରିବା ଆମ୍ଭମାନଙ୍କୁ ନିଶ୍ଚିତ କରିପାରେ ଯେ ଈଶ୍ଵର ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆମ୍ଭେମାନେ ତାହାଙ୍କର ଅଟୁ । କିନ୍ତୁ ଅନ୍ୟମାନଙ୍କୁ ପ୍ରେମକରିବା ଆମ୍ଭମାନଙ୍କର ଉଦ୍ଧାର କରେ ନାହିଁ । ଏହା ଆପଣଙ୍କ ଅନୁବାଦରେ ସ୍ପଷ୍ଟ କରନ୍ତୁ । ଯୋହନ 4:7 ରେ କହନ୍ତି ଯେ “ପ୍ରେମ କରୁଥିବା ପ୍ରତ୍ୟେକ ଲୋକ ଈଶ୍ଵରଙ୍କଠାରୁ ଜାତ ଏବଂ ଈଶ୍ଵରଙ୍କୁ ଜାଣନ୍ତି।” ଯେପରି ଟିପ୍ପଣୀଗୁଡ଼ିକ ବ୍ୟାଖ୍ୟା କରେ, ଏହାର ଅର୍ଥ ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି, ଏବଂ ପ୍ରେମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସଂପର୍କରେ ଅଛି । ଯେପରି ଯୋହନ 4:10 ରେ କହନ୍ତି ସେହିପରି ଯୀଶୁଙ୍କର କ୍ରୁଶରେ ବାଲିଦାନ ହେତୁ ସେମାନେ ଈଶ୍ଵରଙ୍କର ଅଟନ୍ତି ବୋଲି ଏହି ପ୍ରେମ ଏକ ସଙ୍କେତ ଅଟେ। ସେମାନେ ଅନ୍ୟମାନଙ୍କୁ ପ୍ରେମ କରୁଥିଲେ ସେଥିପାଇଁ ନୁହେଁ ବରଂ ଯୀଶୁଙ୍କ ବଲିଦାନ ଦ୍ୱାରା ସେମାନେ ଉଦ୍ଧାର ହୋଇଥିଲେ । ( [[rc://en/tw/dict/bible/kt/save]]ଦେଖନ୍ତୁ)
## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ
[4:3](https://create.translationcore.com/04/03.md) ରେ, ସଠିକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ଯୀଶୁଙ୍କୁ ସ୍ୱୀକାର କର” ବୋଲି ଉଲ୍ଲେଖ କରେ । ULT ମଧ୍ୟ ଏହିପରି ଅନୁବାଦ କରେ । ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯୀଶୁ ଖ୍ରୀଷ୍ଟ ଶରୀରରେ ଆସିଥିଲେ ବୋଲି ସ୍ୱୀକାର କର।” ବୋଲି ଉଲ୍ଲେଖ କରେ (ଏହି ପାଣ୍ଡୁଲିପିଗୁଡ଼ିକରେ “ଯୀଶୁ ଖ୍ରୀଷ୍ଟ” ପରିବର୍ତ୍ତେ “ଯୀଶୁ” କିମ୍ବା “ପ୍ରଭୁ ଯୀଶୁ” ଉଲ୍ଲେଖ ଅଛି ) ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ଅଛି, ତେବେ ସେହି ସଂସ୍କରଣର ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ଅନୁସରଣ କରନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
+1JN 4 intro l3qa 0 ## 1 ଯୋହନ 4 ସାଧାରଣ ଟିପ୍ପଣୀଗୁଡ଼ିକ
## ଗଠନ ଏବଂ ଆକାର
1. ଯୀଶୁ ମନୁଷ୍ୟ ଥିଲେ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (4:1-6)
2. ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)
## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ
### “ଆତ୍ମା” ଏବଂ “ଆତ୍ମା”
ଯୋହନ ଏହି ଅଧ୍ୟାୟରେ “ଆତ୍ମା” ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ବେଳେବେଳେ “ଆତ୍ମା” ଶବ୍ଦ ଏକ ଅଲୌକିକ ବିଷୟକୁ ବୁଝାଏ ।ବେଳେବେଳେ “ଆତ୍ମା” ଶବ୍ଦଟି କେତେକ ଚରିତ୍ରକୁ ବୁଝାଏ । “ଭଣ୍ଡଖ୍ରୀଷ୍ଟର ଆତ୍ମା”, “ସତ୍ୟର ଆତ୍ମା” ଏବଂ “ତ୍ରୁଟିର ଆତ୍ମା” ଅଭିବ୍ୟକ୍ତିଗୁଡ଼ିକ ସେହିପରି ଅଟେ ।
## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ
**ଈଶ୍ଵରଙ୍କୁ ପ୍ରେମ କରିବା**
ଯଦି ଲୋକମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି , ତେବେ ସେମାନେ ଏହାକୁ ସେମାନଙ୍କର ଜୀବନରେ ଏବଂ ଅନ୍ୟ ଲୋକଙ୍କ ପ୍ରତି ବ୍ୟବହାରେ ପ୍ରକାଶ କରିବା ଉଚିତ୍ । ଏହା କରିବା ଆମ୍ଭମାନଙ୍କୁ ନିଶ୍ଚିତ କରିପାରେ ଯେ ଈଶ୍ଵର ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆମ୍ଭେମାନେ ତାହାଙ୍କର ଅଟୁ । କିନ୍ତୁ ଅନ୍ୟମାନଙ୍କୁ ପ୍ରେମକରିବା ଆମ୍ଭମାନଙ୍କର ଉଦ୍ଧାର କରେ ନାହିଁ । ଏହା ଆପଣଙ୍କ ଅନୁବାଦରେ ସ୍ପଷ୍ଟ କରନ୍ତୁ । ଯୋହନ 4:7 ରେ କହନ୍ତି ଯେ “ପ୍ରେମ କରୁଥିବା ପ୍ରତ୍ୟେକ ଲୋକ ଈଶ୍ଵରଙ୍କଠାରୁ ଜାତ ଏବଂ ଈଶ୍ଵରଙ୍କୁ ଜାଣନ୍ତି।” ଯେପରି ଟିପ୍ପଣୀଗୁଡ଼ିକ ବ୍ୟାଖ୍ୟା କରେ, ଏହାର ଅର୍ଥ ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି, ଏବଂ ପ୍ରେମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସଂପର୍କରେ ଅଛି । ଯେପରି ଯୋହନ 4:10 ରେ କହନ୍ତି ସେହିପରି ଯୀଶୁଙ୍କର କ୍ରୁଶରେ ବାଲିଦାନ ହେତୁ ସେମାନେ ଈଶ୍ଵରଙ୍କର ଅଟନ୍ତି ବୋଲି ଏହି ପ୍ରେମ ଏକ ସଙ୍କେତ ଅଟେ। ସେମାନେ ଅନ୍ୟମାନଙ୍କୁ ପ୍ରେମ କରୁଥିଲେ ସେଥିପାଇଁ ନୁହେଁ ବରଂ ଯୀଶୁଙ୍କ ବଲିଦାନ ଦ୍ୱାରା ସେମାନେ ଉଦ୍ଧାର ହୋଇଥିଲେ । ( [[rc://en/tw/dict/bible/kt/save]]ଦେଖନ୍ତୁ)
## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ
[4:3](https://create.translationcore.com/04/03.md) ରେ, ସଠିକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ଯୀଶୁଙ୍କୁ ସ୍ୱୀକାର କର” ବୋଲି ଉଲ୍ଲେଖ କରେ । ULT ମଧ୍ୟ ଏହିପରି ଅନୁବାଦ କରେ । ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯୀଶୁ ଖ୍ରୀଷ୍ଟ ଶରୀରରେ ଆସିଥିଲେ ବୋଲି ସ୍ୱୀକାର କର।” ବୋଲି ଉଲ୍ଲେଖ କରେ (ଏହି ପାଣ୍ଡୁଲିପିଗୁଡ଼ିକରେ “ଯୀଶୁ ଖ୍ରୀଷ୍ଟ” ପରିବର୍ତ୍ତେ “ଯୀଶୁ” କିମ୍ବା “ପ୍ରଭୁ ଯୀଶୁ” ଉଲ୍ଲେଖ ଅଛି ) ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ଅଛି, ତେବେ ସେହି ସଂସ୍କରଣର ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ଅନୁସରଣ କରନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 4 1 c9jb 0 General Information:
1JN 4 1 h1lv ἀγαπητοί, μὴ ... πιστεύετε 1 Beloved, do not believe [2:7](https://create.translationcore.com/02/07.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 4 1 zm7f figs-metonymy μὴ παντὶ πνεύματι πιστεύετε 1 do not believe every spirit ଯୋହନ **ଆତ୍ମା** ଶବ୍ଦକୁ ଯୋଗ କରି ଜଣେ ଭବିଷ୍ୟଦ୍ବକ୍ତାଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯାହା ଜଣେ ଭବିଷ୍ୟଦ୍ବକ୍ତାଙ୍କୁ କହିବାକୁ ପ୍ରେରଣା ଦେବ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟଦ୍ବକ୍ତାମାନଙ୍କୁ ବିଶ୍ୱାସ କର ନାହିଁ; ଏହା ପରିବର୍ତ୍ତେ ଭବିଷ୍ୟଦ୍ବକ୍ତାମାନେ କ'ଣ କୁହନ୍ତି ତାହା ଭଲ ଭାବରେ ପରୀକ୍ଷା କରି ଦେଖ। ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)