From 07127d6edf5050129fa0d1a848c7a275a84000a7 Mon Sep 17 00:00:00 2001 From: Gayatri-Digal Date: Thu, 4 Nov 2021 02:17:06 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 3 +++ 1 file changed, 3 insertions(+) diff --git a/en_tn_63-1JN.tsv b/en_tn_63-1JN.tsv index c1d262e..ad8e9fe 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -421,3 +421,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 19 j117 οὐκ εἰσὶν πάντες ἐξ ἡμῶν 1 they are all not from us ଏଠାରେ **ସମସ୍ତ** ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ” 1JN 2 20 j118 grammar-connect-logic-contrast καὶ 1 And ଯୋହନ  ଦଳ  ଛାଡିଥିବା ଲୋକ **ଏବଂ** ଅବଶିଷ୍ଟ ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଇବା ପାଇଁ ସେ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ) 1JN 2 20 j119 translate-unknown ὑμεῖς χρῖσμα ἔχετε ἀπὸ τοῦ Ἁγίου 1 you have an anointing from the Holy One **ଅଭିଷେକ** କରିବା ଶବ୍ଦ ଏକ ଅଭ୍ୟାସକୁ ବୁଝାଏ, ପୁରାତନ ନିୟମରେ ବିଶେଷ କରି ଯିଏ ଈଶ୍ଵରଙ୍କ ସେବା କରିବା ପାଇଁ ପୃଥକ ହେଉଥିଲା  ତାହାକୁ  ତେଲରେ ଅଭିଷେକ କରାଯାଉଥିଲା । ଯଦି ଆପଣଙ୍କର ପାଠକମାନେ ଏହି ଅଭ୍ୟାସ ସହ ଅପରିଚିତ, ତେବେ ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବିଶେଷ ଭାବରେ ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କ  ଉପରେ ତେଲ ଢାଳି ତୁମ୍ଭମାନଙ୍କୁ  ପୃଥକ କରିଛନ୍ତି ଯେପରି ତୁମ୍ଭେମାନେ ତାହାଙ୍କ ସେବା କରିପାର” ( [[rc://en/ta/man/translate/translate-unknown]]ଦେଖନ୍ତୁ) +1JN 2 20 j120 figs-metaphor ὑμεῖς χρῖσμα ἔχετε ἀπὸ τοῦ Ἁγίου 1 you have an anointing from the Holy One ଯୋହନ ପବିତ୍ର ଆତ୍ମାଙ୍କୁ ପ୍ରତିନିଧିତ୍ଵ କରିବା ପାଇଁ  **ଅଭିଷେକ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ବିଶ୍ଵାସୀମାନଙ୍କ ଜୀବନରେ ଯାହାର ଉପସ୍ଥିତି ଦର୍ଶାଏ ଯେ ସେମାନେ ଈଶ୍ଵରଙ୍କ ସେବା କରିବା ପାଇଁ ପୃଥକ ହୋଇ ସଜ୍ଜିତ ହୋଇଅଛନ୍ତି । ଯୋହନ ବିଶେଷ କରି [3:24](https://create.translationcore.com/03/24.md) ଏବଂ [4:13](https://create.translationcore.com/04/13.md) କହନ୍ତି ଯେ ଈଶ୍ଵର ଏହିପରି ଭାବରେ ବିଶ୍ଵାସୀମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ ଆପଣା ଆତ୍ମା ଦେଇଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 2 20 j121 translate-textvariants οἴδατε πάντες 1 you all know **ତୁମ୍ଭେମାନେ** **ସମସ୍ତେ** **ଜାଣ** ବାକ୍ୟାଂଶକୁ ULT ପରି ଅନୁବାଦ କରିବେ କିମ୍ବା ଅନ୍ୟ ସଂସ୍କରଣଗୁଡ଼ିକୁ ଅନୁସରଣ କରି “ତୁମ୍ଭେମାନେ ସବୁ ଜାଣ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀଗୁଡ଼ିକର ଆଲୋଚନା ଦେଖନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ) +1JN 2 20 j122 figs-explicit οἴδατε πάντες 1 you all know ପରବର୍ତ୍ତୀ ପଦରେ ସେ ଯାହା କହିଛନ୍ତି ତାହା ଉପରେ ଆଧାର କରି, ଯୋହନ ହୁଏତ  ଏଠାରେ ସେ ଯେଉଁ ବିଶ୍ଵାସୀମାନେ ଏହି ପତ୍ର ଲେଖୁଛନ୍ତି, ସେ **ସମସ୍ତେ** **ସତ୍ୟ** ଜାଣନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ସତ୍ୟ ଜାଣ” କିମ୍ବା “ଯାହା ସତ୍ୟ ଅଟେ ତାହା ତୁମ୍ଭେ’ମାନେ ସମସ୍ତେ ଜାଣ” ( [[rc://en/ta/man/translate/figs-explicit]]ଦେଖନ୍ତୁ)