Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 09:43:20 +00:00
parent d0847c577a
commit 06451d67cf
1 changed files with 21 additions and 21 deletions

View File

@ -153,27 +153,27 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 8 p9ks guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ଯୀଶୁ, ଈଶ୍ଵରଙ୍କ ପୁତ୍ର” କିମ୍ବା “ଈଶ୍ଵରଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 3 9 q2pp 0 Connecting Statement:
1JN 3 9 ftw3 figs-activepassive πᾶς ὁ γεγεννημένος ἐκ τοῦ Θεοῦ 1 Whoever has been born from God [2:29](https://create.translationcore.com/02/29.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହାର ପିତା ଈଶ୍ଵର … କାରଣ ଈଶ୍ଵର  ତାହାଙ୍କ  ପିତା ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 3 9 ps9v figs-metaphor τοῦ Θεοῦ 1 God's seed ଏହା ପବିତ୍ର ଆତ୍ମାଙ୍କ ବିଷୟରେ କହେ, ଯାହାଙ୍କୁ ଈଶ୍ବର ବିଶ୍ବାସୀମାନଙ୍କୁ ଦିଅନ୍ତି ଏବଂ ଯେ ସେମାନଙ୍କୁ ପାପକୁ ପ୍ରତିରୋଧ କରିବା ନିମନ୍ତେ କ୍ଷମତା ଦିଅନ୍ତି ଏବଂ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ଯେପରି ସେ ଏକ ଶାରୀରିକ ବିଜ ଥିଲେ ଯାହା ଜଗତରେ ରୋପିତ ହୋଇଛି ଏବଂ ବୃଦ୍ଧି ହେଉଛି । ଏହା କେତେକ ସମୟରେ ନୂତନ ସ୍ବଭାବକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ପବିତ୍ର ଆତ୍ମା” (ଦେଖ: [[rc://en/ta/man/translate/figs-metaphor]])
1JN 3 9 fp7x figs-activepassive ἐκ τοῦ Θεοῦ ... γεγέννηται 1 he has been born of God ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ନୂତନ ଆତ୍ମିକ ଜୀବନ ପ୍ରଦାନ କରିଛନ୍ତି” କିମ୍ବା “ସେ ଈଶ୍ବରଙ୍କ ସନ୍ତାନ ଅଟନ୍ତି” (ଦେଖ: [[rc://en/ta/man/translate/figs-activepassive]])
1JN 3 10 w33l figs-activepassive ἐν τούτῳ φανερά ἐστιν τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου 1 In this the children of God and children of the devil are revealed ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନେ ବୋଲି ଜାଣି ପାରିବା” (ଦେଖ: [[rc://en/ta/man/translate/figs-activepassive]])
1JN 3 10 ctk6 figs-doublenegatives 0 Whoever does not do what is righteous is not from God, neither is the one who does not love his brother “ଈଶ୍ବରଙ୍କଠାରୁ” ଶବ୍ଦ ବାକ୍ୟର ଦ୍ବିତୀୟ ଭାଗରୁ ବୁଝାଯାଉଛି । ଏହାକୁ ସକାରାତ୍ମକ ରୂପରେ କୁହାଯାଇପାରିବ. ଅନ୍ୟ ଏକ ଅନୁବାଦରେ: “ଯେକେହି ଧାର୍ମିକତା କର୍ମ କରେନାହିଁ ସେ ଈଶ୍ବରଙ୍କଠାରୁ ନୁହେଁ; ଯେକେହି ଆପଣା ଭାଇକୁ ପ୍ରେମ କରେ ନାହିଁ ସେ ମଧ୍ୟ ଈଶ୍ବରଙ୍କଠାରୁ ନୁହେଁ” କିମ୍ବା “ଯେଉଁମାନେ ଧାର୍ମିକ କାର୍ଯ୍ୟ କରନ୍ତି ସେମାନେ ଈଶ୍ବରଙ୍କଠାରୁ, ଏବଂ ଯେଉଁମାନେ ସେମାନଙ୍କର ଭାଇମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ବରଙ୍କଠାରୁ ଅଟନ୍ତି” (ଦେଖ: [[rc://en/ta/man/translate/figs-doublenegatives]] ଏବଂ [[rc://en/ta/man/translate/figs-ellipsis]])
1JN 3 10 v1bx τὸν ἀδελφὸν αὐτοῦ 1 his brother ଏଠାରେ “ଭ୍ରାତା” ଅର୍ଥ ସହ-ଖ୍ରୀଷ୍ଟ ବିଶ୍ବାସୀମାନେ ।
1JN 3 11 ved4 0 General Information: କୟିନ ଏବଂ ହେବଲ ଆଦମ ଏବଂ ହବାଙ୍କର ପ୍ରଥମ ପୁତ୍ର ଥିଲେ, ପ୍ରଥମ ପୁରୁଷ ଏବଂ ମହିଳା ।
1JN 3 11 u7il 0 Connecting Statement: ଏଠାରେ ଯୋହନ ବିଶ୍ବାସୀମାନଙ୍କୁ ସେମାନଙ୍କୁ ସେମାନଙ୍କ ଜୀବନଯାପନ ପ୍ରଣାଳୀ ଦ୍ବାରା ପରସ୍ପର ଚିହ୍ନି ପାରିବେ ଶିକ୍ଷା ଦିଅନ୍ତି ।
1JN 3 12 frz9 0 We should not be like Cain କୟିନ ଯେପରି କରିଥିଲେ ସେହିପରି ଆମ୍ଭମାନେ କରିବା ଉଚିତ୍ ନୁହେଁ
1JN 3 12 w83v τὸν ἀδελφὸν 1 brother ଏହା କୟିନଙ୍କ ସାନ ଭାଇ ହେବଲଙ୍କୁ ସୂଚିତ କରେ ।
1JN 3 12 b1xh figs-rquestion τίνος ἔσφαξεν αὐτόν? ὅτι 1 Why did he kill him? Because ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି । ଏହା ଏକ ବକ୍ତବ୍ୟ ସ୍ବରୂପ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ତାହାକୁ ବଧ କଲେ” (ଦେଖ: [[rc://en/ta/man/translate/figs-rquestion]])
1JN 3 12 mq7x figs-ellipsis 0 his works were evil and his brother's righteous “କାର୍ଯ୍ୟଗୁଡିକ ଥିଲା” ଏହି ଶଦ୍ଦସମୁହ ବାକ୍ୟାଂଶର ଦ୍ବିତୀୟ ଭାଗରୁ ବୁଝା ଯାଉଛି । ଅନ୍ୟ ଏକ ଅନୁବାଦରେ: “କୟିନଙ୍କର କାର୍ଯ୍ୟ ଗୁଡିକ ମନ୍ଦ ଥିଲା ଏବଂ ତାହାଙ୍କ ଭାଇର କାର୍ଯ୍ୟ ଗୁଡିକ ଧାର୍ମିକ ଥିଲା” କିମ୍ବା “କୟିନ ମନ୍ଦ କାର୍ଯ୍ୟ କଲା ଏବଂ ତାହାର ଭାଇ ଯାହା ଠିକ ତାହା କଲା” (ଦେଖ: [[rc://en/ta/man/translate/figs-ellipsis]])
1JN 3 13 wc1m 0 my brothers "ମୋର ସହ ବିଶ୍ବାସୀମାନେ । ଯୋହନଙ୍କ ପାଠକମାନେ ଉଭୟ ପୁରୁଷ ଏବଂ ମହିଳା ଥିଲେ ।
1JN 3 13 lq9f figs-metonymy εἰ μισεῖ ὑμᾶς ὁ κόσμος 1 if the world hates you ଏଠାରେ “ଜଗତ” ଶବ୍ଦ ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ । ଅନ୍ୟ ଏକ ଅନୁବାଦରେ: “ଯଦି ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ ସେମାନଙ୍କୁ ତୁମ୍ଭମାନେ ଘୃଣା କରନ୍ତି ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 3 14 fs1x figs-metaphor μεταβεβήκαμεν ἐκ τοῦ θανάτου εἰς τὴν ζωήν 1 we have passed out of death into life ଜୀବିତ ଅବସ୍ଥା ଏବଂ ମୃତ ଅବସ୍ଥାରେ ଥିବା ବିଷୟକୁ ଏପରି କୁହାଯାଇଛି ଯେପରି ସେମାନେ ଭୌତିକ ସ୍ଥାନରେ ଥିଲେ ଯେଉଠାରୁ ଜଣେ ବ୍ୟକ୍ତି ପରିତ୍ୟାଗ କରି ଅନ୍ୟ ସ୍ଥାନକୁ ଯାଇ ପାରିବ । ଭାବନାତ୍ମକ ବିଶେଷଗୁଡିକ “ଜୀବନ” ଏବଂ “ମୃତ୍ୟୁ”କୁ କ୍ରିୟା ବାକ୍ୟରେ ଅନୁବାଦ କରାଯାଇପାରିବ: “ଆମ୍ଭେମାନେ ଆଉ ଆତ୍ମିକଭାବେ ମୃତ ନୋହୁଁ କିନ୍ତୁ ଆତ୍ମିକ ଭାବେ ଜୀବିତ ଅଟୁ” (ଦେଖ: [[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-abstractnouns]])
1JN 3 14 ybc4 figs-metonymy τὴν ζωήν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଶାରୀରିକ ଜୀବନ ଅପେକ୍ଷା ଅଧିକତର ଜୀବନକୁ ସୂଚିତ କରେ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକଭାବେ ଜୀବିତ ହେବା ଅର୍ଥକୁ ସୂଚିତ କରେ । ଦେଖ [୧ ଯୋହନ ୧:୧] (../୦୧ /୦୧.md)ରେ ତୁମେ କିପରି ଅନୁବାଦ କରିଅଛ. (ଦେଖ: [[rc://en/ta/man/translate/figs-metonymy]])
1JN 3 14 qa7l μένει ἐν τῷ θανάτῳ 1 remains in death ତଥାପି ଆତ୍ମିକ ଭାବେ ମୃତ ଅଟନ୍ତି"
1JN 3 15 mqu2 figs-metaphor πᾶς ὁ μισῶν τὸν ἀδελφὸν αὐτοῦ, ἀνθρωποκτόνος ἐστίν 1 Anyone who hates his brother is a murderer ଯୋହନ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହନ୍ତି ଯେ ଅନ୍ୟ ବିଶ୍ବାସୀମାନଙ୍କୁ ଘୃଣା କରେ ଯେପରି ସେ ଜଣେ ହତ୍ୟାକାରୀ ଥିଲା । ଯେହେତୁ ଲୋକମାନେ ହତ୍ୟା କରନ୍ତି କାରଣ ସେମାନେ ଅନ୍ୟମାନଙ୍କୁ ଘୃଣା କରନ୍ତି । ଈଶ୍ବର ଯେକୌଣସି ବ୍ୟକ୍ତିକୁ ଦୋଶୀ ହେବା ନିମନ୍ତେ ଘୃଣା କରନ୍ତି ଯେଉମାନେ ଜଣେ ବ୍ୟକ୍ତିକୁ ହତ୍ୟା କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଅନ୍ୟ ବିଶ୍ବାସୀକୁ ଘୃଣା କରେ ସେ ହତ୍ୟା କରିଥିବା ବ୍ୟକ୍ତି ସଦୃଶ ଦୋଷୀ ହୁଏ” (ଦେଖ: [[rc://en/ta/man/translate/figs-metaphor]])
1JN 3 15 s3aw figs-personification πᾶς ... ἀνθρωποκτόνος ... οὐκ ἔχει ζωὴν αἰώνιον ἐν αὐτῷ μένουσαν 1 no murderer has eternal life residing in him "ଅନନ୍ତ ଜୀବନ ଏପରି ଏକ ବିଷୟ ଯାହା ଈର୍ଶ୍ବର ବିଶ୍ବାସୀମାନଙ୍କ ମୃତୁ ପରେ ଦିଅନ୍ତି, କିନ୍ତୁ ଏହା ମଧ୍ୟ ଏହି ଜୀବନରେ ସେମାନଙ୍କୁ ପାପରୁ ଟ୍ୟାଗ କରିବା ନିମନ୍ତେ ସେମାନଙ୍କ ସାହାଯ୍ୟକାରୀ ଈଶ୍ବର ଦତ୍ତ ଏକ ଶକ୍ତି ଅଟେ ଯାହା ତାହାଙ୍କୁ ସନ୍ତୁଷ୍ଟ କରେ । ଏଠାରେ ଅନନ୍ତ ଜୀବନର ବିଷୟରେ ଏପରି କୁହାଯାଇଛି ଯେପରି ଜଣେ ବ୍ୟକ୍ତି ଯେ ଯାହା ଅନ୍ୟ କାହାଠାରେ ବାସ କରିପାରେ । ଅନ୍ୟ ଏକ ଅନୁବାଦରେ: “ଜଣେ ହତ୍ୟାକାରୀ ନିକଟରେ ଆତ୍ମିକ ଜୀବନର ଶକ୍ତି ନଥାଏ” (ଦେଖ: [[rc://en/ta/man/translate/figs-personification]])
1JN 3 16 a2cq figs-idiom 0 Christ laid down his life for us ଏହି ଅଭିବ୍ୟକ୍ତର ଅର୍ଥ “ଖ୍ରୀଷ୍ଟ ଇଚ୍ଛାପୁର୍ବକ ଆମ୍ଭମାନଙ୍କ ନିମନ୍ତେ ଆପଣା ଜୀବନ ଦେଲ” କିମ୍ବା “ଖ୍ରୀଷ୍ଟ ଇଚ୍ଛାପୁର୍ବକ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁବରଣ କଲେ” (ଦେଖ: [[rc://en/ta/man/translate/figs-idiom]])
1JN 3 17 nlj7 0 the world's goods ଜାଗତିକ ସମ୍ପଦ ଯଥା ଅର୍ଥ, ଖାଦ୍ୟ, କିମ୍ବା ବସ୍ତ୍ର
1JN 3 17 b6lh θεωρῇ τὸν ἀδελφὸν αὐτοῦ χρείαν ἔχοντα 1 sees his brother in need ଜଣେ ଅନୁତପ୍ତ ବିଶ୍ବାସୀ ସାହାଯ୍ୟ ଆବଶ୍ୟକ କରେ ।"
1JN 3 9 ps9v figs-metaphor τοῦ Θεοῦ 1 God's seed ଯୋହନ  ଆଳଙ୍କାରିକ ଭାବରେ **ବୀଜ** ଶବ୍ଦ ବ୍ୟବହାର କରନ୍ତି  । ଏହାର ଅର୍ଥ ହୋଇପାରେ: (1) ଏହା ଯେଉଁ **ବୀଜରୁ** ଉଦ୍ଭିଦ ଉତ୍ପନ୍ନ ହୁଏ ତାହା ସୂଚାଏ । ବିକଳ୍ପ ଅନୁବାଦ: “ନୂତନ ଜୀବନ ଯାହା ଈଶ୍ଵର ସେହି ବ୍ୟକ୍ତିକୁ ପ୍ରଦାନ କରିଛନ୍ତି, ତାହା ବୃଦ୍ଧି ହୁଏ” (2 ) ଏହା ଏକ ପିତାଙ୍କ   ବୈଶିଷ୍ଟ୍ୟକୁ ବୁଝାଏ ଯାହା ନେଇ ଏକ ଶିଶୁ ଜନ୍ମ ହୁଏ ଏବଂ ଅଧିକରୁ ଅଧିକ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ  ପିତା ଅଟନ୍ତି ବୋଲି ତାହାର ଗୁଣ ପ୍ରକାଶ କରେ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 9 fp7x figs-activepassive ἐκ τοῦ Θεοῦ ... γεγέννηται 1 he has been born of God
1JN 3 10 w33l figs-activepassive ἐν τούτῳ φανερά ἐστιν τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου 1 In this the children of God and children of the devil are revealed ଏଥିରେ ଶବ୍ଦର ଅର୍ଥ ହେଉଛି “ଏଥିରେ ଆମ୍ଭେମାନେ ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହ ସମାନ ଯାହା **ଯୋହନ** ଏହି ପତ୍ରରେ ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରିପାରିବା । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 10 ctk6 figs-doublenegatives 0 Whoever does not do what is righteous is not from God, neither is the one who does not love his brother ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକକୁ ଏକ ସକାରାତ୍ମକ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପାପ କରନ୍ତି, ସେମାନେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଅଟନ୍ତି” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 3 10 v1bx τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 11 ved4 0 General Information:
1JN 3 11 u7il 0 Connecting Statement:
1JN 3 12 frz9 0 We should not be like Cain ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକୁ ପୂର୍ବ ପଦରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଆମ୍ଭେମାନେ କୟିନଙ୍କ ପରି ହେବା ଉଚିତ୍ ନୁହେଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 12 w83v τὸν ἀδελφὸν 1 brother ଯୋହନଙ୍କ ପାଠକମାନେ କୟିନ ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଏବଂ ହବାଙ୍କର ପୁତ୍ର ଥିଲେ ବୋଲି ତାହାଙ୍କ ପାଠକଗଣ ଜାଣିପାରିବେ ବୋଲି ଅନୁମାନ କରନ୍ତି । ଯେପରି ଆଦି ପୁସ୍ତକ ଦର୍ଶାଏ , କୟିନ ଆପଣା ସାନ ଭାଇ ଆବେଲ ପ୍ରତି ଈର୍ଷା କରି ତାକୁ ବଧ କଲା। ଯଦି ଆପଣଙ୍କର ପାଠକମାନେ ଏହା ଜାଣି ନଥିବେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଏବଂ ହବାଙ୍କ ପୁତ୍ର କୟିନ… ଆପଣା  ସାନ ଭାଇ ଆବେଲକୁ ଈର୍ଷା କରୀ ବଧ କଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 12 b1xh figs-rquestion τίνος ἔσφαξεν αὐτόν? ὅτι 1 Why did he kill him? Because ଯୋହନ ପ୍ରଶ୍ନଗୁଡ଼ିକୁ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ  ଶବ୍ଦଗୁଡ଼ିକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେ ତାହାକୁ ବଧ କଲା କାରଣ” ( [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 3 12 mq7x figs-ellipsis 0 his works were evil and his brother's righteous ଯୋହନ “ଥିଲେ” ଶବ୍ଦ ଉଲ୍ଲେଖ କରନ୍ତି ନାହିଁ, ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦକୁ ସ୍ପଷ୍ଟତା ପାଇଁ ବ୍ୟବହାର କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ତାହାର ଭାଇର କର୍ମ ଧାର୍ମିକ ଥିଲା” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 13 wc1m 0 my brothers [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 13 lq9f figs-metonymy εἰ μισεῖ ὑμᾶς ὁ κόσμος 1 if the world hates you ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵରଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରନ୍ତି ନାହିଁ ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଯଦି ଅଧାର୍ମିକ ଲୋକମାନେ ତୁମ୍ଭମାନଙ୍କୁ  ଘୃଣା କରନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 14 fs1x figs-metaphor μεταβεβήκαμεν ἐκ τοῦ θανάτου εἰς τὴν ζωήν 1 we have passed out of death into life ଯୋହନ  ମୃତ ଏବଂ ଜୀବନ୍ତ ଅବସ୍ଥାକୁ ଶାରୀରିକ ସ୍ଥାନ ଭାବେ ଆଳଙ୍କାରିକ ଭାବରେ କହନ୍ତି  ଯେପରି ସେମାନେ ଗତି କରିପାରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଉ ମରି ନାହୁଁ ବରଂ ଜୀବିତ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 ybc4 figs-metonymy τὴν ζωήν 1 life ଯେହେତୁ ଯୋହନ  ଏବଂ ତାହାଙ୍କ  ପାଠକମାନେ ବାସ୍ତବରେ ମୃତ ନଥିଲେ, ସେ ଆତ୍ମିକ  **ମୃତ୍ୟୁ** ଏବଂ ଆତ୍ମିକ  **ଜୀବନ** ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଆଉ ଆତ୍ମିକ  ଭାବରେ ମୃତ ନୁହଁ ବରଂ ଆତ୍ମିକ ଭାବରେ ଜୀବନ୍ତ ଅଟୁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 qa7l μένει ἐν τῷ θανάτῳ 1 remains in death 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହାର ଅର୍ଥ ଗୋଟିଏ ସ୍ଥାନରେ ରହିବାକୁ ବୁଝାଏ । **ମୃତ୍ୟୁ** ଅବସ୍ଥାକୁ ଯୋହନ ପୁଣିଥରେ ଆଳଙ୍କାରିକ ଭାବରେ ସ୍ଥାନ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତଥାପି ଆତ୍ମିକ ଭାବରେ ମୃତ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 15 mqu2 figs-metaphor πᾶς ὁ μισῶν τὸν ἀδελφὸν αὐτοῦ, ἀνθρωποκτόνος ἐστίν 1 Anyone who hates his brother is a murderer ଯୋହନ ହତ୍ୟାକାରୀ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରି ମାଥିଉ [5:21-22](https://create.translationcore.com/05/21.md)ରେ ଉଲ୍ଲେଖ ଥିବା ଯୀଶୁଙ୍କ ଶିକ୍ଷାକୁ ପ୍ରତିପାଦିତ କରନ୍ତି । ଯେହେତୁ ଲୋକମାନେ ଅନ୍ୟ ଲୋକମାନଙ୍କୁ  ଘୃଣା କରନ୍ତି ତେଣୁ ହତ୍ୟା କରନ୍ତି,  ଯିଏ ଘୃଣା କରେ ସେ ପ୍ରକୃତରେ ଅନ୍ୟ ଜଣକୁ ବଧ କରେ ବୋଲି ଯୋହନ କହନ୍ତି । ଏହି ରୂପକକୁ ଏକ ସରଳ ବାକ୍ୟାଂଶରେ ଅନୁବାଦ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟ ଜଣେ ବିଶ୍ଵାସୀଙ୍କୁ ଘୃଣା କରେ, ସେ ଜଣେ ହତ୍ୟାକାରୀ ସଦୃଶ ଅଟେ” See: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 15 s3aw figs-personification πᾶς ... ἀνθρωποκτόνος ... οὐκ ἔχει ζωὴν αἰώνιον ἐν αὐτῷ μένουσαν 1 no murderer has eternal life residing in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଯୋହନ ଏହି ଶବ୍ଦକୁ ଆକ୍ଷରିକ ଭାବରେ **ଅନନ୍ତ ଜୀବନକୁ** “ବାସ କରିବା” ଅର୍ଥରେ ବ୍ୟବହାର କରୁଥିବା ପରି ମନେହୁଏ ଯାହାକୁ ସେ ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ରହିପାରେ ବୋଲି ଚିତ୍ରଣ କରନ୍ତି। ବିକଳ୍ପ ଅନୁବାଦ: “ଅନନ୍ତ ଜୀବନ ପାଇ ନାହିଁ” ( [[rc://en/ta/man/translate/figs-personification]]ଦେଖନ୍ତୁ)
1JN 3 16 a2cq figs-idiom 0 Christ laid down his life for us ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ଆପଣା ପ୍ରାଣ ଦାନକଲେ” କିମ୍ବା “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ମୃତ୍ୟୁଭୋଗ କଲେ” । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 17 nlj7 0 the world's goods ଏହି ପତ୍ରରେ ଯୋହନ  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ସୃଷ୍ଟ ଜଗତକୁ, ଏବଂ ବସ୍ତୁ ସମ୍ବନ୍ଧୀୟ ବିଷୟ ଯେପରିକି ଏହି ପ୍ରସଙ୍ଗରେ ଅର୍ଥ, ଖାଦ୍ୟ ଏବଂ ପୋଷାକକୁ ବୁଝାଏ । ବିକଳ୍ପ ଅନୁବାଦ: “ସମ୍ପତ୍ତି ଆଧିକାର” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 17 b6lh θεωρῇ τὸν ἀδελφὸν αὐτοῦ χρείαν ἔχοντα 1 sees his brother in need ବିକଳ୍ପ ଅନୁବାଦ: “ଯାହାକୁ ସାହାଯ୍ୟ ଆବଶ୍ୟକ ଅଛି”
1JN 3 17 zql1 figs-metonymy 0 shuts up his heart of compassion from him ଏଠାରେ “ହୃଦୟ” ଶଦ୍ଦ “ବିଚାର” ଏବଂ “ଭାବନା” ନିମନ୍ତେ ଲକ୍ଷଣ ସୂଚକ ଅଟେ । ଏଠାରେ “କରୁଣାରେ ତାହାଙ୍କ ହୃଦୟକୁ ବନ୍ଦ କରିଦିଅନ୍ତି” କାହାକୁ କେବେହେଁ ଦୟା ନଦେଖାଇବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କରୁଣା ଦେଖାଅ ନାହିଁ” କିମ୍ବା “ସ୍ବଇଚ୍ଛାରେ ତାହାକୁ ସାହାଯ୍ୟ କର ନାହିଁ” (ଦେଖ: [[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]])
1JN 3 17 l8u4 figs-rquestion πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 how does the love of God remain in him? ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ନାହିଁ” (ଦେଖ: [[rc://en/ta/man/translate/figs-rquestion]])
1JN 3 18 g6uh figs-metaphor 0 My dear children ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ପ୍ରତି ଆପଣା ପ୍ରେମ ଦେଖାଇବାକୁ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ :୧] (..//୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମେ ମୋର ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3772.