diff --git a/en_tn_63-1JN.tsv b/en_tn_63-1JN.tsv index 71c88f2..eed42ac 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -519,3 +519,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 3 19 j209 figs-abstractnouns ἐκ τῆς ἀληθείας ἐσμέν 1 we are from the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ **“ସତ୍ୟ”** ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସତ୍ୟରୁ ଅଟୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ) 1JN 3 19 j210 figs-idiom ἐκ τῆς ἀληθείας ἐσμέν 1 we are from the truth ଆପଣ [3:10](https://create.translationcore.com/03/10.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର” କିମ୍ବା “ଆମ୍ଭେମାନେ  ଈଶ୍ଵରଙ୍କ ସହ ସମ୍ପର୍କରେ ଅଛୁ” । ( [[rc://en/ta/man/translate/figs-idiom]]ଦେଖନ୍ତୁ) 1JN 3 19 j211 writing-pronouns ἔμπροσθεν αὐτοῦ 1 before him ସର୍ବନାମ **ତାଙ୍କୁ** ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ) +1JN 3 19 j212 figs-metaphor ἔμπροσθεν αὐτοῦ 1 before him **ପୂର୍ବରେ** ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଉପସ୍ଥିତିରେ” ଅଟେ। ଏହାର ଅର୍ଥ ଈଶ୍ଵର ବିଶ୍ଵାସୀମାନଙ୍କ ସହ ଉପସ୍ଥିତ ରହିବେ ଯାହାକୁ ଆଶ୍ୱାସନା ଆବଶ୍ୟକ ହୁଏ ଏବଂ ସେହି ବିଶ୍ଵାସୀମାନଙ୍କୁ ଆଶ୍ୱାସନା ପାଇବାରେ ସାହାଯ୍ୟ କରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାହାଯ୍ୟରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)