From 05932e087d33a7552f1b0f38e30e86de9560c297 Mon Sep 17 00:00:00 2001 From: Gayatri-Digal Date: Fri, 11 Mar 2022 11:02:02 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_66-JUD.tsv b/en_tn_66-JUD.tsv index 8d7e492..99b9fce 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -58,7 +58,7 @@ JUD 1 20 e3ga 0 Connecting Statement: JUD 1 20 xm93 ὑμεῖς δέ, ἀγαπητοί 1 But you, beloved ଏଠାରେ, **ପ୍ରିୟମାନେ** ଶବ୍ଦ ସେହିମାନଙ୍କୁ ବୁଝାଏ ଯାହାକୁ ଯିହୂଦା ଲେଖୁଛନ୍ତି, ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । [୩](../୦୧/୦୩.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରିବାକୁ ସମର୍ଥ ହେବାକୁ ବୁଝାଏ ଯେପରି ଏହା ଏକ କୋଠା ନିର୍ମାଣର ପ୍ରକ୍ରିୟା ପରି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥିର କରିବାକୁ” କିମ୍ବା “ଏକ କୋଠା ନିର୍ମାଣ କରିବା ପରି ନିଜକୁ ବିଶ୍ୱାସରେ ସ୍ଥାପନ କରିବା’” (ଦେଖନ୍ତୁ: [[rc://or/ta/man/translate/figs-metaphor]]) JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ **ପ୍ରେମ ପାଇବାକୁ** ସକ୍ଷମ ହେବା ପରି କହନ୍ତି ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ
ସ୍ଥାନରେ ରଖି ଏହାକୁ ପ୍ରାପ୍ତ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଗ୍ରହଣ କରିବାକୁ ନିଜକୁ ସକ୍ଷମ କର” (ଦେଖନ୍ତୁ: [[rc://or/ta/man/translate/figs-metaphor]]) -JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ +JUD 1 21 s6w6 προσδεχόμενοι 1 wait for ଏହି ବାକ୍ୟାଂଶଟି ଏହାର ପୂର୍ବବର୍ତ୍ତୀ ବାକ୍ୟାଂଶ ସହ ଉଲ୍ଲେଖିତ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟାକୁ ଅପେକ୍ଷା କରି” କିମ୍ବା “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟା ଆଶା କରିବା ସମୟରେ” JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]]) JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])