From 04f6fe02beda2129bb939e5f8a58d2f069693837 Mon Sep 17 00:00:00 2001 From: Gayatri-Digal Date: Sat, 30 Sep 2023 16:51:55 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 6 +++++- 1 file changed, 5 insertions(+), 1 deletion(-) diff --git a/tn_GAL.tsv b/tn_GAL.tsv index 892bd25..5d8491c 100644 --- a/tn_GAL.tsv +++ b/tn_GAL.tsv @@ -594,4 +594,8 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର 3:14 gt7z rc://*/ta/man/translate/grammar-connect-logic-goal ἵνα 2 ଏଠାରେ, **ତେଣୁ** ବାକ୍ୟାଂଶ ଯାହା ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରେ । **ଅଣଯିହୂଦୀମାନଙ୍କ ପ୍ରତି** ବର୍ତ୍ତୁଥିବା **ଅବ୍ରହାମଙ୍କ ଆଶୀର୍ବାଦ** ପାଇଁ ପାଉଲ ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି, ଯେପରି **ବିଶ୍ୱାସ ଦ୍ୱାରା** ଆତ୍ମାଙ୍କ ପ୍ରତିଜ୍ଞା ଗ୍ରହଣ କରାଯାଇପାରିବ । ଏକ ଉଦ୍ଦେଶ୍ୟ ବାକ୍ୟାଂଶ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳରେ” 3:14 g87i διὰ 1 ବିକଳ୍ପ ଅନୁବାଦ: “ଦ୍ବାରା” 3:14 agv5 rc://*/ta/man/translate/figs-explicit διὰ τῆς πίστεως 1 ଏଠାରେ, **ବିଶ୍ୱାସର** ଉଦ୍ଦେଶ୍ୟ ଖ୍ରୀଷ୍ଟ ଅଟନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । **ବିଶ୍ଵାସ ମାଧ୍ୟମରେ** ବାକ୍ୟାଂଶ [2:16](../02/16.md) ରେ ମଧ୍ୟ ଉଲ୍ଲେଖ ଅଛି, ଯେଉଁଠାରେ ଯୀଶୁ ଖ୍ରୀଷ୍ଟ “ବିଶ୍ୱାସ ମାଧ୍ୟମରେ” ବାକ୍ୟର ଉଦ୍ଦେଶ୍ୟ ଭାବରେ ରହିଛନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା” କିମ୍ବା “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ” -3:14 qsai rc://*/ta/man/translate/figs-abstractnouns πίστεως 1 +3:14 qsai rc://*/ta/man/translate/figs-abstractnouns πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ବିଶ୍ୱାସ” ଭଳି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ବିଶ୍ୱାସ” +3:14 ezpz rc://*/ta/man/translate/figs-abstractnouns τὴν ἐπαγγελίαν τοῦ Πνεύματος 1 ଯଦି ଆପଣଙ୍କର ଭାଷା **ପ୍ରତିଜ୍ଞା** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପ୍ରତିଜ୍ଞା” ପରି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । +3:14 vce3 rc://*/ta/man/translate/figs-possession ἐπαγγελίαν τοῦ Πνεύματος 1 ଏଠାରେ **ପ୍ରତିଜ୍ଞା*** କ’ଣ ତାହା ସ୍ପଷ୍ଟ କରିବା ପାଇଁ ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରି ସୂଚାଇ ଦେଉଛନ୍ତି ଯେ ସେ ଏଠାରେ ଯେଉଁ **ପ୍ରତିଜ୍ଞା** କରୁଛନ୍ତି ତାହା ଆସୁଥିବା ପବିତ୍ର ଆତ୍ମା ସମ୍ବନ୍ଧୀୟ ପ୍ରତିଜ୍ଞା ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ସମ୍ବନ୍ଧରେ ପ୍ରତିଜ୍ଞା” +3:15 bfjq rc://*/ta/man/translate/figs-gendernotations κατὰ ἄνθρωπον 1 ଯଦିଓ **ପୁରୁଷ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅନ୍ତର୍ଭୁକ୍ତ କରେ ଏବଂ ସାଧାରଣ ଭାବରେ ସମସ୍ତ ମନୁଷ୍ୟକୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝିବେ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମାନବ ଅଭ୍ୟାସ ଅନୁସାରେ ” କିମ୍ବା “ମନୁଷ୍ୟ ଅଭ୍ୟାସରୁ ଏକ ଅନୁରୂପ ମାନକ ବ୍ୟବହାର କରି” +3:15 si56 ὅμως 1 ବିକଳ୍ପ ଅନୁବାଦ: "ତଥାପି"