diff --git a/en_tn_43-LUK.tsv b/en_tn_43-LUK.tsv index 00c254b..2e2e8a2 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -2999,20 +2999,20 @@ LUK 23 50 cbj7 writing-background 0 General Information:


ଲୂ LUK 23 50 ud7p writing-participants καὶ ἰδοὺ, ἀνὴρ 1 Now there was a man


କାହାଣୀରେ ଏକ ନୂତନ
ଚରିତ୍ରର ପରିଚୟ ପ୍ରଦାନ କରିବା ପାଇଁ ପାଇଁ ଲୂକ ଏହି ବାକ୍ୟାଂଶ ବ୍ୟବହାର କରନ୍ତି ।  ଯଦି ଆପଣଙ୍କ ଭାଷାରେ
ଏପରି କରିବାର ଉପାୟ ଅଛି, ଆପଣ ଏହାକୁ ଆପଣଙ୍କ
ଅନୁବାଦରେ ଏଠାରେ ବ୍ୟବହାର କରିପାରିବ ।  ଏହାକୁ ଏକରୁ ଅଧିକ ବାକ୍ୟ କରିବା ସହାୟକ ହୋଇପାରେ ।  ବିକଳ୍ପ ଅନୁବାଦ:
“ଯୋଷେଫ ନାମକ ଜଣେ ବ୍ୟକ୍ତି ଥିଲେ ଯିଏ ସାନହେଦ୍ରୀନର ସଦସ୍ୟ ଥିଲେ ।  ସେ ଜଣେ ଉତ୍ତମ ଏବଂ ଧାର୍ମିକ ବ୍ୟକ୍ତି ଥିଲେ” (ଦେଖନ୍ତୁ:
@)


LUK 23 50 wx2z βουλευτὴς 1 a council member


**ମହାସଭା** ସାନହେଡ୍ରିନ
ଅର୍ଥାତ  ଯିହୁଦୀ ଶାସକ ପରିଷଦକୁ ବୁଝାଏ, ଯାହାର ନାମ ଲୂକ [୨୨:୬୬] (../ 22 / 66.md) ରେ ପ୍ରଦାନ କରିଥିଲେ
 ।  ଆପଣ ସେହି ନାମକୁ
ଏଠାରେ ବ୍ୟବହାର କରିପାରିବେ ।  ଯଦି ଅଛି, ତେବେ ଆପଣ ଏହାକୁ
କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ: @)


LUK 23 51 ddr1 figs-explicit οὗτος οὐκ ἦν συνκατατεθειμένος τῇ βουλῇ καὶ τῇ πράξει αὐτῶν 1 He did not agree with the council and their action


ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହାର ଅର୍ଥକୁ
ଆପଣ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।  ବିକଳ୍ପ  ଅନୁବାଦ: “ଯୀଶୁଙ୍କୁ ନିନ୍ଦା କରିବା ହେତୁ ସାନହେଡ୍ରିନର
ନିଷ୍ପତ୍ତି ନିମନ୍ତେ ” (ଦେଖନ୍ତୁ: @)


-LUK 23 51 rba6 translate-names ἀπὸ Ἁριμαθαίας 1 He was from Arimathea ଏଠାରେ “ଯିହୂଦୀୟ ସହର” ଅର୍ଥ ଏହା ଯିହୂଦାରେ ଅବସ୍ଥିତ ଥିଲା I ବିକଳ୍ପ ଅନୁବାଦ: “ହାରାମଥୀୟା ନାମକ ସହର ଯାହା ଯିହୂଦାରେ ଅବସ୍ଥିତ ଥିଲା” (ଦେଖ: [[rc://or/ta/man/translate/translate-names]]) -LUK 23 52 tk6r οὗτος, προσελθὼν τῷ Πειλάτῳ, ᾐτήσατο τὸ σῶμα τοῦ Ἰησοῦ 1 He approached Pilate, asking for the body of Jesus ଏହି ବ୍ୟକ୍ତି ପିଲାତ ନିକଟକୁ ଗଲେ ଏବଂ ସମାଧିସ୍ଥ କରିବା ନିମନ୍ତେ ଯୀଶୁଙ୍କ ଶରୀର ମାଗିଲେ I -LUK 23 53 ec9d καθελὼν 1 he took it down ଯୋଷେଫ କ୍ରୁଶ ଉପରୁ ଯୀଶୁଙ୍କ ଶରୀର ଆଣିଲେ -LUK 23 53 f5bq ἐνετύλιξεν αὐτὸ σινδόνι 1 wrapped it in a linen cloth "ଏକ ସୂକ୍ଷ୍ମବସ୍ତ୍ରରେ ଶରୀରକୁ ଗୁଡାଇଲେ I ସେହି ସମୟରେ ଏହା ସ୍ବାଭାବିକ ସମାଧିକ୍ରିୟାର ପ୍ରଥା ଥିଲା I -LUK 23 53 yy3n figs-activepassive λαξευτῷ 1 that was cut in the rock ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ କେହି ଜଣେ ଏକ ପର୍ବତର ପ୍ରସ୍ତର ମଧ୍ୟରେ କାଟିଥିଲେ” (ଦେଖ: [[rc://or/ta/man/translate/figs-activepassive]]) -LUK 23 53 m5wu οὗ οὐκ ἦν οὐδεὶς οὔπω κείμενος 1 in which no one had yet been laid ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି କେବେ ଆଗରୁ ସେହି ସମାଧିରେ କୌଣସି ଶରୀର ରଖି ନ ଥିଲେ”" -LUK 23 54 tia9 ἡμέρα ... παρασκευῆς 1 the Day of the Preparation ଯେଉଁ ଦିନ ଲୋକମାନେ ଯିହୂଦୀୟ ବିଶ୍ରାମ ଦିନ ନିମନ୍ତେ ପ୍ରସ୍ତୁତ ହୁଅନ୍ତି ଯାହାକୁ ବିଶ୍ରାମବାର କହନ୍ତି -LUK 23 54 b4i1 figs-metaphor Σάββατον ἐπέφωσκεν 1 the Sabbath was about to begin ଯିହୂଦୀମାନଙ୍କ ନିମନ୍ତେ ଦିବସଟି ସୂର୍ଯାସ୍ତଠାରୁ ଆରମ୍ଭ ହୁଏ I ବିକଳ୍ପ ଅନୁବାଦ: “ଶୀଘ୍ର ସୂର୍ଯ୍ୟାସ୍ତ ହେବାକୁ ଯାଉଛି, ଯାହା ବିଶ୍ରାମବାରର ଆରମ୍ଭ” (ଦେଖ: [[rc://or/ta/man/translate/figs-metaphor]]) -LUK 23 55 pu3i αἵτινες ἦσαν συνεληλυθυῖαι ἐκ τῆς Γαλιλαίας αὐτῷ 1 who had come with Jesus out of Galilee ଯେଉଁମାନେ ଯୀଶୁଙ୍କ ସହିତ ଗାଲିଲୀ ଅଞ୍ଚଳରୁ ଯାତ୍ରା କରିଥିଲେ -LUK 23 55 nhd9 figs-activepassive κατακολουθήσασαι ... ἐθεάσαντο τὸ μνημεῖον καὶ ὡς ἐτέθη τὸ σῶμα αὐτοῦ 1 followed and saw the tomb and how his body was laid ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫଙ୍କ ଓ ତାଙ୍କ ସହିତରେ ଥିବା ଲୋକମାନଙ୍କ ପଛେ ପଛେ ଚାଲିଲେ; ସେହି ସ୍ତ୍ରୀଲୋକମାନେ ସମାଧିକୁ ଦେଖିଲେ ଏବଂ କିପରି ଭାବରେ ଲୋକମାନେ ଯୀଶୁଙ୍କ ଶରୀରକୁ ସମାଧି ଭିତରେ ରଖିଲେ ତାହା ଦେଖିଲେ” (ଦେଖ: [[rc://or/ta/man/translate/figs-activepassive]]) -LUK 23 56 sm68 ὑποστρέψασαι 1 They returned ସ୍ତ୍ରୀଲୋକମାନେ ଗୃହମାନଙ୍କୁ ଗଲେ ଯେଉଁଠାରେ ସେହି ସ୍ତ୍ରୀଲୋକମାନେ ରହୁଥଲେ -LUK 23 56 mj6q figs-explicit ἡτοίμασαν ἀρώματα καὶ μύρα 1 prepared spices and ointments ଯେହେତୁ ଯୀଶୁଙ୍କ ମୃତ୍ୟୁ ହେବା ଦିନ ତାଙ୍କର ଶରୀରରେ ସୁଗନ୍ଧିଦ୍ରବ୍ୟ ଏବଂ ତୈଳ ଲଗାଇ ତାଙ୍କୁ ସମ୍ମାନିତ କରିବା ନିମନ୍ତେ ସେମାନଙ୍କ ପାଖରେ ଆଦୌ ସମୟ ନ ଥିଲା, ସେମାନେ ସପ୍ତାହର ପ୍ରଥମ ଦିନର ପ୍ରଭାତରେ ତାହା କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶରୀରରେ ଲଗାଇବା ନିମନ୍ତେ ସୁଗନ୍ଧିଦ୍ରବ୍ୟ ଏବଂ ତୈଳ ପ୍ରସ୍ତୁତ କଲେ” (ଦେଖ: [[rc://or/ta/man/translate/figs-explicit]]) -LUK 23 56 uzk9 ἡσύχασαν 1 they rested ସ୍ତ୍ରୀଲୋକମାନେ କିଛି କାମ କଲେ ନାହିଁ -LUK 23 56 tk6s κατὰ τὴν ἐντολήν 1 according to the commandment "ଯିହୂଦୀୟ ବ୍ୟବସ୍ଥା ଅନୁସାରେ ବା “ଯିହୂଦୀୟ ବ୍ୟବସ୍ଥା ଯେପରି ଆବଶ୍ୟକ କରିଥାଏ I” ବ୍ୟବସ୍ଥା ଅନୁସାରେ ତାଙ୍କ ଶରୀରକୁ ବିଶ୍ରାମବାରରେ ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କ ପାଇଁ ଅନୁମତି ନ ଥିଲା I +LUK 23 51 rba6 translate-names ἀπὸ Ἁριμαθαίας 1 He was from Arimathea


ଯେହେତୁ ଯୋଷେଫ
ସାନହେଡ୍ରିନର ଜଣେ ସଦସ୍ୟ ଥିଲେ, ସେ ସମ୍ଭବତଃ ଯିରୂଶାଲମରେ
ରହିବାକୁ ଆସିଥିଲେ, ତେଣୁ ଲୂକଙ୍କର
ଅର୍ଥରେ ସେ ମୂଳତଃ **ହାରାମାଥୀୟାରୁ ଆସିଥିଲେ**
।  ଯୋଷେଫ ଏହି ଅବସରରେ
ହାରାମାଥୀୟାରୁ ଯିରୂଶାଲମକୁ ଆସି
ନ ଥିଲେ। ବିକଳ୍ପ ଅନୁବାଦ: “ଯିଏ ମୂଳତଃ ଯିହୁଦାର ଏକ ନଗର
ହାରାମାଥୀୟାର ଥିଲେ” (ଦେଖନ୍ତୁ: @)


+LUK 23 52 tk6r οὗτος, προσελθὼν τῷ Πειλάτῳ, ᾐτήσατο τὸ σῶμα τοῦ Ἰησοῦ 1 He approached Pilate, asking for the body of Jesus


**ଏହା** ସଂପୂର୍ଣ୍ଣ ଭାବରେ ଯୋଶେଫକୁ ବୁଝାଏ ।  ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ ତେବେ ଆପଣ UST ଭଳି ତାଙ୍କ ନାମ ବ୍ୟବହାର କରି ଯୋଷେଫ କିମ୍ବା  “ଏହି ବ୍ୟକ୍ତି” ଯିଏ ପୀଲାତଙ୍କ ନିକଟକୁ ଯାଇଥିଲେ
ବୋଲି ଉଲ୍ଲେଖ କରିପାରିବେ ।  (ଦେଖନ୍ତୁ: @)


+LUK 23 53 ec9d καθελὼν 1 he took it down


ଏଠାରେ ପୂର୍ବ ବାକ୍ୟର
ବର୍ଣ୍ଣନା କରାଯାଇଥିବା ଫଳାଫଳଗୁଡ଼ିକର ପରିଚୟ ପ୍ରଦାନ କରିବା ପାଇଁ ପାଇଁ ଲୂକ  **ଏବଂ** ଶବ୍ଦକୁ ବ୍ୟବହାର କରନ୍ତି ।  ଯେବେ ପୀଲାତ ଯୀଶୁଙ୍କ
ଶରୀରକୁ କ୍ରୁଶରୁ ଓହ୍ଲାଇ କବର ଦେବା ପାଇଁ ଯୋଷେଫଙ୍କୁ ଅନୁମତି ଦେଲେ, ଯୋଷେଫ ତାହା କଲେ। ବିକଳ୍ପ ଅନୁବାଦ: “ତେଣୁ” (ଦେଖନ୍ତୁ: @)


+LUK 23 53 f5bq ἐνετύλιξεν αὐτὸ σινδόνι 1 wrapped it in a linen cloth


ଏହି ସଂସ୍କୃତିରେ
ଏହା ସମାଧି ଦେବାର ପ୍ରଥା ଥିଲା ।  ଯଦି ଆପଣଙ୍କର ପାଠକମାନେ ଏପରି ପ୍ରଥା ସହ ଅପରିଚିତ, ତେବେ ଆପଣ ଏହାକୁ ଅଧିକ ନିର୍ଦ୍ଦିଷ୍ଟ ଭାବରେ ବର୍ଣ୍ଣନା କରିପାରିବେ, କିମ୍ବା ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ:
“ଏବଂ ସେ ଏହାକୁ ଏକ ସୂକ୍ଷ୍ମ
ବସ୍ତ୍ରରେ ସମାଧି କପଡ଼ାରେ ଗୁଡ଼ାଇଲେ” କିମ୍ବା “ଏବଂ ସେ ଏହାକୁ ସମାଧି ପାଇଁ
ପ୍ରସ୍ତୁତ କଲେ” (ଦେଖନ୍ତୁ: @)


+LUK 23 53 yy3n figs-activepassive λαξευτῷ 1 that was cut in the rock


ଏହାର ଅର୍ଥ ବିଶେଷ
ଭାବରେ ଏକ ସମାଧି ସ୍ଥାନ ଅଟେ ଯାହା ପଥରରୁ କାଟି କିମ୍ବା ଛେଦନ କରାଯାଇଥିଲା, UST  ଅନୁଯାୟୀ ଏହା ଏକ
ଶିଖର ମୁହଁରେ ଅଟେ ।  ଆପଣ ଏହାକୁ ଅଧିକ
ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରିପାରିବେ କିମ୍ବା ଯଦି ଆପଣଙ୍କ
ଅଞ୍ଚଳରେ  ପାଠକମାନେ ଏହାର ଅର୍ଥ ବୁଝିପାରନ୍ତି
ନାହିଁ ତେବେ ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଏକ କବର ଯାହା ପଥରରେ ନିର୍ମିତ ଥିଲା”
କିମ୍ବା “ଏକ ସ୍ୱତନ୍ତ୍ର ସମାଧି ସ୍ଥାନ” (ଦେଖନ୍ତୁ: @)


+LUK 23 53 m5wu οὗ οὐκ ἦν οὐδεὶς οὔπω κείμενος 1 in which no one had yet been laid


ଏଠାରେ ଲୂକ  ଗୁରୁତ୍ୱ ଦେବା ପାଇଁ ଗ୍ରୀକ୍ ଭାଷାରେ ଏକ ତ୍ରିନକାରାତ୍ମକ
ବ୍ୟବହାର କରନ୍ତି, “ଯେଉଁଠାରେ ଏପର୍ଯ୍ୟନ୍ତ
କାହାକୁ ସମାଧି ଦିଆଯାଇନ ଥିଲା” ପ୍ରଥମ ଥର ପାଇଁ
ବ୍ୟବହୃତ ହେଉଥିବା ଏକ କବରରେ ଯୋଷେଫ ଯୀଶୁଙ୍କୁ ଦେଖାଉଥିବା ସମ୍ମାନ ଉପରେ ଏହା ଜୋର ଦେଇଥାଏ ।  ଯଦି ଆପଣଙ୍କର ଭାଷା
ଗୁରୁତ୍ୱ ପାଇଁ ଏକାଧିକ ନକାରାତ୍ମକ ବ୍ୟବହାର କରେ, ତେବେ ସେହି ନିର୍ମାଣକୁ
ଏଠାରେ ବ୍ୟବହାର କରିବା ଉପଯୁକ୍ତ ହେବ ।  ଆପଣ ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ କରିପାରିବେ, ଏବଂ ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ମଧ୍ୟ ସହାୟକ ହୋଇପାରେ ।  ବିକଳ୍ପ ଅନୁବାଦ:
“କୌଣସି ଶରୀରକୁ ସେହି ସମାଧିରେ ରଖାଯାଇ ନଥିଲା” (ଦେଖନ୍ତୁ: @)


+LUK 23 54 tia9 ἡμέρα ... παρασκευῆς 1 the Day of the Preparation


ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ
ଭାବରେ ଅନୁବାଦ କରି ପାରିବେ ଯେ ଏହା ଏହି **ଦିନ** ପାଇଁ ** ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥିଲା
।  ବିକଳ୍ପ ଅନୁବାଦ:
“ଯେଉଁ ଦିନ ଲୋକମାନେ ବିଶ୍ରାମବାର, ଯିହୁଦୀମାନଙ୍କର ବିଶ୍ରାମ ଦିନ ପାଇଁ ପ୍ରସ୍ତୁତି କରିଥିଲେ, ଯେହେତୁ ସେମାନେ ସେତେବେଳେ କୌଣସି କାର୍ଯ୍ୟ କରିପାରିନଥିଲେ” (ଦେଖନ୍ତୁ:
@)


+LUK 23 54 b4i1 figs-metaphor Σάββατον ἐπέφωσκεν 1 the Sabbath was about to begin


ଯିହୁଦୀମାନଙ୍କ
ପାଇଁ ଦିନ ସୂର୍ଯ୍ୟାସ୍ତରୁ ଆରମ୍ଭ ହୁଏ ।  କିନ୍ତୁ ଲୂକ  ଏହି ଦିନର ** ସୂର୍ଯ୍ୟାସ୍ତରୁ** ​ ସାଙ୍କେତିକ ଭାବରେ
 କହନ୍ତି, ଏହାର ଅର୍ଥ ଏହା ଆରମ୍ଭ ହେବାକୁ ଯାଉଛି, ଯଦିଓ ଏହା ସୂର୍ଯ୍ୟୋଦୟ ଅପେକ୍ଷା ସୂର୍ଯ୍ୟାସ୍ତ ସମୟରେ ଘଟିବ ।  ବିକଳ୍ପ  ଅନୁବାଦ: “ଏହା ପ୍ରାୟ ସୂର୍ଯ୍ୟାସ୍ତ ହୋଇଯାଇଥିଲା, ଯେବେ ବିଶ୍ରାମବାର ଆରମ୍ଭ ହେବ” (ଦେଖନ୍ତୁ: @)


+LUK 23 55 pu3i αἵτινες ἦσαν συνεληλυθυῖαι ἐκ τῆς Γαλιλαίας αὐτῷ 1 who had come with Jesus out of Galilee


ଏଠାରେ **ବାହାରକୁ
ଆସିଥିଲେ​** ବାକ୍ୟାଂଶ ଏକ ରୂଢ଼ି ଅଟେ  ଯାହାର ଅର୍ଥ
ଏକ ସ୍ଥାନରୁ ଯାତ୍ରା କରିବାକୁ ବୁଝାଏ ।  ବିକଳ୍ପ ଅନୁବାଦ: “ଯିଏ ଯୀଶୁଙ୍କ ସହ ଗାଲିଲୀ ପ୍ରଦେଶରୁ
ଯାତ୍ରା କରିଥିଲେ” (ଦେଖନ୍ତୁ: @)


+LUK 23 55 nhd9 figs-activepassive κατακολουθήσασαι ... ἐθεάσαντο τὸ μνημεῖον καὶ ὡς ἐτέθη τὸ σῶμα αὐτοῦ 1 followed and saw the tomb and how his body was laid


ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ
କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ, ଏବଂ କିଏ କାର୍ଯ୍ୟ
କରେ ତାହା ଆପଣ ଉଲ୍ଲେଖ କରିପାରିବେ ।  ବିକଳ୍ପ ଅନୁବାଦ: “ଯୋଷେଫ କିପରି ଯୀଶୁଙ୍କ ଶରୀରକୁ ସେଠାରେ
ରଖିଲେ” (ଦେଖନ୍ତୁ: @)


+LUK 23 56 sm68 ὑποστρέψασαι 1 They returned


ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ କହିପାରିବେ
ଯେ ସ୍ତ୍ରୀଲୋକମାନେ କେଉଁଠାକୁ ଫେରିଲେ ।  ବିକଳ୍ପ ଅନୁବାଦ: “ସେମାନେ ସେହି ସ୍ଥାନକୁ ଫେରିଲେ
ଯେଉଁ ସ୍ଥାନରେ ସେମାନେ ଯିରୂଶାଲମରେ ବାସ କରୁଥିଲେ” (ଦେଖନ୍ତୁ: @)


+LUK 23 56 mj6q figs-explicit ἡτοίμασαν ἀρώματα καὶ μύρα 1 prepared spices and ointments


ସେହି ସମୟର ସମାଧି
ରୀତିନୀତି ଅନୁଯାୟୀ, ସ୍ତ୍ରୀଲୋକମାନେ
ଏହି **ସୁଗନ୍ଧିଦ୍ରବ୍ୟ
ଓ ତୈଳ** ପ୍ରସ୍ତୁତ କରି ଯୀଶୁଙ୍କ ଶରୀରକୁ ସମ୍ମାନ ଦେବା ଏବଂ କ୍ଷୟର ଗନ୍ଧକୁ ପ୍ରତିରୋଧ କରିବା
ପାଇଁ ପ୍ରସ୍ତୁତ କଲେ ।  ବିକଳ୍ପ ଅନୁବାଦ:
“ସେମାନେ ଯୀଶୁଙ୍କ ଶରୀରରେ ଲୋଗାଇବା ପାଇଁ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ” (ଦେଖନ୍ତୁ: @)


+LUK 23 56 uzk9 ἡσύχασαν 1 they rested


ବିକଳ୍ପ ଅନୁବାଦ:
“ସ୍ତ୍ରୀଲୋକମାନେ କୌଣସି କର୍ମ କଲେ ନାହିଁ”


+LUK 23 56 tk6s κατὰ τὴν ἐντολήν 1 according to the commandment


ବିକଳ୍ପ ଅନୁବାଦ:
“ଯେପରି ମୋଶା ବ୍ୟବସ୍ଥାରେ ଆଜ୍ଞା ଦେଇଥିଲେ”


LUK 24 intro r5qx 0 # ଲୂକ 24 ସାଧାରଣ ଟିପ୍ପଣୀଗୁଡିକ
## ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

### ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ ([ଲୂକ 24:1](../../ଲୂକ୍/24/01.ମଝି)) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରମାନେ ସେମାନଙ୍କର ମୃତମାନଙ୍କୁ ରଖୁଥିଲେ I ଏହା ପ୍ରକୃତରେ ଏକ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ଜିନିଷ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ଶରୀରକୁ ରଖାଯାଇଥାଏ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦିଅନ୍ତି ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

### ସ୍ତ୍ରୀଲୋକମାନଙ୍କର ବିଶ୍ୱାସ

ଲୂକଙ୍କର ମୂଳ ପାଠକମାନେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନଙ୍କ ଅପେକ୍ଷା କମ୍ ମହତ୍ତ୍ଵପୂର୍ଣ୍ଣ ଭାବୁଥାଇ ପାରନ୍ତି, କିନ୍ତୁ ଲୂକ ଯତ୍ନ ପୂର୍ବକ ଦର୍ଶାନ୍ତି ଯେ କେତେକ ସ୍ତ୍ରୀଲୋକମାନେ ଯୀଶୁଙ୍କୁ ଖୁବ୍ ବେଶୀ ପ୍ରେମ କରୁଥିଲେ ଏବଂ ଦ୍ବାଦଶ ଶିଷ୍ୟମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବିଶ୍ୱାସ ରହିଥିଲା I

### ଲୂକ ଚାହାନ୍ତି ତାଙ୍କର ପାଠକମାନେ ବୁଝନ୍ତୁ ଯେ ଯୀଶୁ ଶାରୀରିକ ଭାବରେ ପୁଣି ଥରେ ଜୀବିତ ହୋଇ ଆସିଲେ ([ଲୂକ 24: 38-43] (./38.ମଝି)) I

## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

###“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ 24:7] (../ଲୂକ/24/7.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦିଏ ନାହିଁ, ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: [[rc://or/tw/dict/bible/kt/sonofman]] ଏବଂ [[rc://or/ta/man/translate/figs-123person]])

### “ତୃତୀୟ ଦିବସରେ”

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ ଯେ ସେ “ତୃତୀୟ ଦିବସରେ” ପୁଣିଥରେ ଜୀବିତ ହେବେ ([ଲୂକ 18:33] (../../ଲୂକ୍/18/33.ମଝି)) I ସେ ଶୁକ୍ରବାର ଦିନ ଅପରାହ୍ନରେ (ସୂର୍ଯ୍ୟାସ୍ତ ପୂର୍ବରୁ) ମୃତ୍ୟୁବରଣ କଲେ ଏବଂ ରବିବାରରେ ପୁଣି ଥରେ ଜୀବିତ ହୋଇ ଉଠିଲେ, ତେଣୁ ସେ “ତୃତୀୟ ଦିବସରେ” ପୁନର୍ବାର ଜୀବିତ ହୋଇ ଉଠିଲେ କାରଣ ଯିହୂଦୀମାନଙ୍କ ଅନୁସାରେ ଦିବସ ସୂର୍ଯ୍ୟାସ୍ତ ସମୟରେ ଆରମ୍ଭ ଓ ସମାପ୍ତ ହୁଏ, ପୁଣି ସେହି ଦିନର ଯେକୌଣସି ଅଂଶକୁ ସେମାନେ ଦିନ ବୋଲି ଗଣନା କରୁଥିଲେ I ଶୁକ୍ରବାର ପ୍ରଥମ ଦିନ ଥିଲା, ଶନିବାର ଦ୍ୱିତୀୟ ଦିନ ଏବଂ ରବିବାର ତୃତୀୟ ଦିନ ଥିଲା I

### ଉଜ୍ୱଳ ବସ୍ତ୍ର ପରିହିତ ଦୁଇଜଣ ଲୋକ

ମାଥିଉ, ମାର୍କ, ଲୂକ ଓ ଯୋହନ ସମସ୍ତେ ଯୀଶୁଙ୍କ ସମାଧି ନିକଟରେ ଶୁଭ୍ର ବସ୍ତ୍ର ପରିହିତ ଦୂତମାନଙ୍କ ସହିତ ସ୍ତ୍ରୀଲୋକମାନଙ୍କ ବିଷୟରେ ଲେଖିଛନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ପୁରୁଷମାନେ ବୋଲି ସମ୍ବୋଧନ କରିଛନ୍ତି, କିନ୍ତୁ ତାହା କେବଳ ଏହି କାରଣରୁ ଯେ ଦୂତମାନେ ମଣିଷ ରୂପରେ ଥିଲେ I ଦୁଇଜଣ ଲେଖକ ଦୁଇଜଣ ଦୂତମାନଙ୍କ ବିଷୟରେ ଲେଖିଛନ୍ତି, କିନ୍ତୁ ଅନ୍ୟ ଦୁଇଜଣ ଲେଖକ କେବଳ ସେମାନଙ୍କ ମଧ୍ୟରୁ ଜଣକ ବିଷୟରେ ଲେଖିଛନ୍ତି I ଅନୁଚ୍ଛେଦଗୁଡ଼ିକ ଠିକ ସମାନ କଥା କହୁଛନ୍ତି ବୋଲି ଦେଖାଇବାକୁ ଚେଷ୍ଟା ନ କରି ପ୍ରତ୍ୟେକ ଅନୁଚ୍ଛେଦକୁ ULT ରେ ଯେପରି ଦିଆଯାଇଛି ସେହିପରି ଅନୁବାଦ କରିବା ସର୍ବୋତ୍କୃଷ୍ଟ ହେବ I (ଦେଖ: [ମାଥିଉ 28:1- 2] (../../ମାଥିଉ/28/01.ମଝି) ଏବଂ [ମାର୍କ 16:5](../../ମାର୍କ /16/05.ମଝି) ଏବଂ [ଲୂକ 24: 4](../../ଲୂକ /24/04.ମଝି) ଏବଂ [ଯୋହନ 20:12] (../../ଯୋହନ /20/12.ମଝି))
LUK 24 1 b46u 0 General Information: ସ୍ତ୍ରୀଲୋକମାନେ ([ଲୂକ 23:55](../23/55.ମଝି)) ଯୀଶୁଙ୍କ ସମାଧି ନିକଟକୁ ଆସିଲେ ଯେପରି ତାଙ୍କ ଶରୀରରେ ତୈଳ ମଖାଇ ଦେଇ ପାରନ୍ତି I LUK 24 1 r62f translate-ordinal τῇ δὲ μιᾷ τῶν σαββάτων, ὄρθρου βαθέως 1 Now at early dawn on the first day of the week ରବିବାର ଦିନ ପ୍ରତ୍ୟୁଷ ପୂର୍ବରୁ (ଦେଖ: [[rc://or/ta/man/translate/translate-ordinal]])