Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:11:50 +00:00
parent 70771ca56a
commit 0439c19928
1 changed files with 1 additions and 1 deletions

View File

@ -311,7 +311,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 4 j015 figs-activepassive ἵνα ἡ χαρὰ ἡμῶν ᾖ πεπληρωμένη 1 so that our joy may be fulfilled ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ କର୍ତ୍ତୁବଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହାଫଳରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଖୁସି ହୋଇପାରିବା । ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 1 5 j017 writing-pronouns ἀπ’ αὐτοῦ 1 from him **ତାହାଙ୍କୁ** ସର୍ବନାମ  ଏହି ପଦରେ ଯୀଶୁଙ୍କୁ ସୂଚାଏ, ଯେହେତୁ ଯୋହନ ସେହି ବାର୍ତ୍ତା ବିଷୟରେ କହନ୍ତି  ଯାହା ସେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କଠାରୁ ଶୁଣିଛନ୍ତି । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 5 j018 figs-parallelism ὁ Θεὸς φῶς ἐστιν, καὶ σκοτία ἐν αὐτῷ, οὐκ ἔστιν οὐδεμία 1 God is light, and darkness is not in him at all ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ  ହୁଏତ ଗୁରୁତ୍ଵ ଦେବାପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଆଲୋକ ଅଟନ୍ତି” କିମ୍ବା, ଯଦି ଆପଣ  ଏହି ରୂପାନ୍ତରଗୁଡ଼ିକୁ ଆଳଙ୍କାରିକ ଭାବରେ (ପରବର୍ତ୍ତୀ ଦୁଇଟି ଟିପ୍ପଣୀ ଦେଖନ୍ତୁ), “ଈଶ୍ଵର  ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି” ବୋଲି ଉପସ୍ଥାପନ କରିପାରିବେ । ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 1 5 hdrv checking/headings 0 If you are using section headings, you could put one here before verse 5. Suggested heading: “Sin Prevents Fellowship with God” (See: [[rc://en/ta/man/checking/headings]])
1JN 1 5 hdrv checking/headings 0 ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ ପଦ 5 ପୂର୍ବରୁ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ବିଭାଗ ନାମ: "ପାପ ଈଶ୍ଵରଙ୍କ ସହ ସହଭାଗିତାକୁ ପ୍ରତିରୋଧ କରେ" ( [[rc://en/ta/man/checking/headings]]ଦେଖନ୍ତୁ)
1JN 1 5 j019 figs-doublenegatives σκοτία ἐν αὐτῷ, οὐκ ἔστιν οὐδεμία 1 darkness is not in him at all ଯୋହନ  ଗୁରୁତ୍ୱ ଦେବା ପାଇଁ ଗ୍ରୀକ୍ ଭାଷାରେ ଏକ ଦ୍ୱିନକରାତ୍ମକ ଶବ୍ଦକୁ ବ୍ୟବହାର କରନ୍ତି  । ଏହାକୁ ଇଂରାଜୀରେ “ତାହାଙ୍କଠାରେ ଅନ୍ଧକାର ଆଦୌ ନାହିଁ” ବୋଲି ଅନୁବାଦ କରାଯାଇପାରେ । ଗ୍ରୀକ୍ ଭାଷାରେ ଦ୍ୱିତୀୟ ନକାରାତ୍ମକ ଏକ ସକରାତ୍ମକ ଅର୍ଥ ସୃଷ୍ଟି କରିବାକୁ ପ୍ରଥମ ନକାରାତ୍ମକ ଶବ୍ଦକୁ ରଦ୍ଦ କରେ ନାହିଁ । ଇଂରାଜୀରେ ଏହାର ଅର୍ଥ ଭୁଲ ହୋଇପାରେ, ତେଣୁ  ULT କେବଳ ଗୋଟିଏ ନକାରାତ୍ମକ ଶବ୍ଦକୁ ବ୍ୟବହାର କରେ ଏବଂ “ଅନ୍ଧକାର ତାହାଙ୍କଠାରେ ଆଦୌ ନାହିଁ” ବୋଲି ଅନୁବାଦ କରେ । କିନ୍ତୁ ଯଦି ଆପଣଙ୍କ  ଭାଷା ଗୁରୁତ୍ୱ ଦେବା ପାଇଁ ଦ୍ୱିନକରାତ୍ମକ ଶବ୍ଦ ବ୍ୟବହାର କରେ ଯାହା ପରସ୍ପରକୁ ରଦ୍ଦ କରେ ନାହିଁ, ସେହି ଅନୁବାଦକୁ ଆପଣଙ୍କ  ଅନୁବାଦରେ ବ୍ୟବହାର କରନ୍ତୁ। ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 1 5 j020 writing-pronouns ἐν αὐτῷ 1 in him ଏହି ପଦର ଦ୍ୱିତୀୟ ଉଦାହରଣରେ, **ତାଙ୍କୁ** ସର୍ବନାମ ଈଶ୍ଵରଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 6 j021 figs-hypo ἐὰν εἴπωμεν ὅτι κοινωνίαν ἔχομεν μετ’ αὐτοῦ, καὶ ἐν τῷ σκότει περιπατῶμεν, ψευδόμεθα καὶ οὐ ποιοῦμεν τὴν ἀλήθειαν 1 If we say that we have fellowship with him and walk in darkness, we are lying and are not doing the truth ଯୋହନ  ତାହାଙ୍କ  ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କାର୍ଯ୍ୟ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଜାଣିବାରେ ସାହାଯ୍ୟ କରିବାକୁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯଦି’ ଆମ୍ଭେମାନେ କହୁ ତାହାଙ୍କ  ସହ ଆମ୍ଭମାନଙ୍କର ସହଭାଗିତା ଅଛି, କିନ୍ତୁ ଆମ୍ଭେମାନେ ଅନ୍ଧକାରରେ ଚାଲୁ । ତେବେ ଆମ୍ଭେମାନେ  ମିଛ କହୁ ଏବଂ ସତ୍ୟରେ ଚାଲୁ ନାହୁଁ ” ( [[rc://en/ta/man/translate/figs-hypo]]ଦେଖନ୍ତୁ)

Can't render this file because it is too large.