Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:10:10 +00:00
parent 34409f60a4
commit 036b54ec0b
1 changed files with 2 additions and 2 deletions

View File

@ -144,8 +144,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 6 jh4r δι’ ὧν 1 through these things ଏଠାରେ, **ଯାହା** ଉଭୟ ଈଶ୍ଵରଙ୍କ ବାକ୍ୟ ଏବଂ ଜଳକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ବାକ୍ୟ ଏବଂ ଜଳ ମାଧ୍ୟମରେ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 3 6 nyb7 figs-activepassive ὁ τότε κόσμος ὕδατι κατακλυσθεὶς ἀπώλετο 1 the world of that time was destroyed, being flooded with water ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ  କିଏ ଏହି କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ଆପଣଙ୍କୁ ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବାକୁ ପଡିପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ଜଗତକୁ ଜଳରେ ପ୍ଳାବିତ କଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 7 b2in figs-activepassive οἱ ... οὐρανοὶ καὶ ἡ γῆ, τῷ αὐτῷ λόγῳ τεθησαυρισμένοι εἰσὶν, πυρὶ 1 the heavens and the earth are reserved for fire by that same command ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ କିଏ କାର୍ଯ୍ୟ କରେ ତାହା ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର, ସେହି ବାକ୍ୟ ଦ୍ୱାରା ବର୍ତ୍ତମାନର ଆକାଶ ଓ ପୃଥିବୀକୁ ଅଗ୍ନି ପାଇଁ ସଞ୍ଚିତ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 7 e673 τῷ αὐτῷ λόγῳ 1 that same command ଏଠାରେ

ବାକ୍ୟ** “ଈଶ୍ଵରଙ୍କ ବାକ୍ୟ” କୁ ବୁଝାଏ

ଯାହା ପିତର [୩

୦୩

୦୫
.md)
ରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଆକାଶ ଓ ପୃଥିବୀ ସୃଷ୍ଟି ହୋଇଥିଲା
ଏବଂ ବନ୍ୟା ଜଗତକୁ ଧ୍ୱଂସ କଲା

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସମାନ ବାକ୍ୟ ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 7 jl5d figs-activepassive τηρούμενοι εἰς ἡμέραν κρίσεως 1 They are reserved for the day of judgment ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ କିଏ କାର୍ଯ୍ୟ କରେ ତାହା ଅନୁବାଦ କରିପାରିବେ

ଏକ ନୂତନ ବାକ୍ୟ ଆରମ୍ଭ କରିବା ମଧ୍ୟ ଏହା ସହାୟକ ହୋଇପାରେ

ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ବିଚାର ଦିନ ପାଇଁ ରଖୁଛନ୍ତି”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 7 e673 τῷ αὐτῷ λόγῳ 1 that same command ଏଠାରେ, **ବାକ୍ୟ** “ଈଶ୍ଵରଙ୍କ ବାକ୍ୟ” କୁ ବୁଝାଏ, ଯାହା ପିତର [୩:୫–୬] (../୦୩/୦୫.md) ରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଆକାଶ ଓ ପୃଥିବୀ ସୃଷ୍ଟି ହୋଇଥିଲା ଏବଂ ବନ୍ୟା ଜଗତକୁ ଧ୍ୱଂସ କଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସମାନ ବାକ୍ୟ ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 7 jl5d figs-activepassive τηρούμενοι εἰς ἡμέραν κρίσεως 1 They are reserved for the day of judgment ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ଏବଂ କିଏ କାର୍ଯ୍ୟ କରେ ତାହା ଅନୁବାଦ କରିପାରିବେ । ଏକ ନୂତନ ବାକ୍ୟ ଆରମ୍ଭ କରିବା ମଧ୍ୟ ଏହା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ବିଚାର ଦିନ ପାଇଁ ରଖୁଛନ୍ତି”
(ଦେଖନ୍ତୁ: [[rc://en/ta/man/translate/figs-activepassive]])
2PE 3 7 y3gg figs-abstractnouns εἰς ἡμέραν κρίσεως καὶ ἀπωλείας τῶν ἀσεβῶν ἀνθρώπων 1 for the day of judgment and the destruction of the ungodly people ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଶବ୍ଦର ବାକ୍ୟାଂଶଗୁଡ଼ିକ ସହିତ ଗୁଣବାଚକ ବିଶେଷ୍ୟ
**ବିଚାର** ଏବଂ **ବିନାଶ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ଯେଉଁ ଦିନ ଈଶ୍ଵର ମାନବଜାତିର ବିଚାର କରିବେ
ଏବଂ ଅଧାର୍ମିକମାନଙ୍କୁ ବିନାଶ କରିବେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 3 8 s5cy μὴ λανθανέτω ὑμᾶς 1 It should not escape your notice ବିକଳ୍ପ ଅନୁବାଦ: “ଏହି ଗୋଟିଏ
ସତ୍ୟକୁ ବୁଝିବାରେ ବିଫଳ ହୁଅ ନାହିଁ” କିମ୍ବା “ଏହି ଗୋଟିଏ ବିଷୟକୁ ଅଣଦେଖା କର ନାହିଁ”
2PE 3 8 enh9 ὅτι μία ἡμέρα παρὰ Κυρίῳ ὡς χίλια ἔτη 1 that one day with the Lord is like a thousand years ଏଠାରେ

ପ୍ରଭୁଙ୍କ ସହ** ଅର୍ଥାତ୍ “ପ୍ରଭୁଙ୍କ ବିଚାରରେ” ଅଟେ

ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଦୃଷ୍ଟିକୋଣରୁ

ଗୋଟିଏ ଦିନ ହଜାରେ ବର୍ଷ ସମାନ ଅଟେ”

Can't render this file because it contains an unexpected character in line 2 and column 9170.