From 031453d0f062306f4d25135777ffcf2f6f75921e Mon Sep 17 00:00:00 2001 From: Gayatri-Digal Date: Fri, 11 Mar 2022 11:35:58 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 1 + 1 file changed, 1 insertion(+) diff --git a/en_tn_66-JUD.tsv b/en_tn_66-JUD.tsv index 1fa4e46..9b70699 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -70,3 +70,4 @@ JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐ JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏଠାରେ, **ଆମ୍ଭମାନଙ୍କ ତ୍ରାଣକର୍ତ୍ତା** ଈଶ୍ଵରଙ୍କୁ ବୁଝାାଏ । ଏହା ଯୀଶୁଙ୍କୁ ବୁଝାଏ ନାହିଁ । ଏହି ବାକ୍ୟଟି ପିତା ଈଶ୍ଵର ତଥା ପୁତ୍ରକୁ ମଧ୍ୟ ତ୍ରାଣକର୍ତ୍ତା ଭାବରେ ଗୁରୁତ୍ୱ ଆରୋପ କରିଥାଏ  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏକମାତ୍ର ଈଶ୍ଵରଙ୍କୁ, ଯିଏ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଅଟନ୍ତି” JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]]) +JUD 1 1 p5yl figs-123person τοῖς…κλητοῖς 1 ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ଯାହାକୁ ପତ୍ର ଲେଖୁଛନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମନେ ଯିଏ ଆହୂତ” (ଦେଖନ୍ତୁ: [[rc://en/ta/man/translate/figs-123person]])