Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:59:17 +00:00
parent 8fa497e481
commit 0256862b4a
1 changed files with 3 additions and 3 deletions

View File

@ -108,9 +108,9 @@ RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day bef
RUT 2 12 x5ct יְשַׁלֵּ֥ם יְהוָ֖ה פָּעֳלֵ֑⁠ךְ 1 May Yahweh reward your work **ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ** **ପୁରସ୍କାର ଦେଉନ୍ତୁ**
RUT 2 12 s2vm פָּעֳלֵ֑⁠ךְ 1 your work ଏହା 11 ପଦରେ ବୋୟଜ ବର୍ଣ୍ଣନା କରିଥିବା ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭର ଉତ୍ତମ ବ୍ୟବହାର।"
RUT 2 12 gnn5 figs-parallelism וּ⁠תְהִ֨י מַשְׂכֻּרְתֵּ֜⁠ךְ שְׁלֵמָ֗ה מֵ⁠עִ֤ם יְהוָה֙ 1 may your full wages come from Yahweh ଏହା ପୂର୍ବ ବାକ୍ୟ ପରି ଏକ ଛନ୍ଦୋମୟ ଅଭିବ୍ୟକ୍ତି ଅଟେ। ବିକଳ୍ପ ଅନୁବାଦ: “ସଦାପ୍ରଭୁ ତୁମ୍ଭର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ପୁରା କରନ୍ତୁ।” (ଦେଖନ୍ତୁ: [[rc://en/ta/man/translate/figs-parallelism]])
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ।” (See: [[rc://en/ta/man/translate/figs-metaphor]])
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ। ବିକଳ୍ପ ଅନୁବାଦ: “ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ।” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 13 abc6 figs-idiom אֶמְצָא־חֵ֨ן 1 May I find favor ଏଠାରେ **ଅନୁଗ୍ରହ ପାଇବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ଗ୍ରହଣ କରାଯିବା କିମ୍ବା ସେ ସନ୍ତୁଷ୍ଟ ଅଟନ୍ତି । ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ଗ୍ରହଣ କର" କିମ୍ବା "ତୁମ୍ଭେ ମୋଠାରେ ସନ୍ତୁଷ୍ଟ ହେବାକୁ ହୁଅ" [[rc://en/ta/man/translate/figs-idiom]])ଦେଖନ୍ତୁ
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ଏବଂ ମୋତେ ଗ୍ରହଣ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ। ବିକଳ୍ପ ଅନୁବାଦ: “ଏବଂ ମୋତେ ଗ୍ରହଣ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 2 13 abc4 אֲדֹנִ⁠י֙ 1 my lord ବୋୟଜ ରୂତଙ୍କ ସ୍ଵାମୀ ନୁହଁନ୍ତି, କିନ୍ତୁ ସେ ସେହି କ୍ଷେତ୍ରର ମାଲିକ ଅଟନ୍ତି ଯେଉଁଠାରେ ରୂତ ଶସ୍ୟ ସଂଗ୍ରହ କରନ୍ତି । ସେ ଜଣେ ଯିହୁଦୀ ଏବଂ ନଗରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସେଥିପାଇଁ ରୂତ ତାଙ୍କୁ ନିଜର **ପ୍ରଭୁ** ବୋଲି ଡାକି, ନିଜକୁ ଦାସୀ ବୋଲି କହି ସମ୍ମାନିତ କରନ୍ତି । ବିକଳ୍ପ ଅନୁବାଦ: " ମହାଶୟ" କିମ୍ବା "ପ୍ରଭୁ" ।
RUT 2 13 zc5n וְ⁠אָנֹכִי֙ לֹ֣א אֶֽהְיֶ֔ה כְּ⁠אַחַ֖ת שִׁפְחֹתֶֽי⁠ךָ 1 But as for me, I am not even like one of your female servants ରୂତ ଆଶ୍ଚର୍ଯ୍ୟତା ଏବଂ କୃତଜ୍ଞତା ପ୍ରକାଶ କରନ୍ତି କାରଣ ବୋୟଜ ତାଙ୍କୁ ତାଙ୍କର ଜଣେ ଦାସୀ ଭାବରେ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରକୃତରେ ସେ ଦାସୀ ନ ଥିଲେ।
RUT 2 14 yht2 לְ⁠עֵ֣ת הָ⁠אֹ֗כֶל 1 At the time of the meal ଏହା ମଧ୍ୟାହ୍ନ ଭୋଜନକୁ  ସୂଚିତ କରେ ।
@ -234,7 +234,7 @@ RUT 4 9 lwx9 figs-synecdoche מִ⁠יַּ֖ד נָעֳמִֽי 1 from the hand
RUT 4 9 img5 כָּל־אֲשֶׁ֣ר לֶֽ⁠אֱלִימֶ֔לֶךְ וְ⁠אֵ֛ת כָּל־אֲשֶׁ֥ר לְ⁠כִלְי֖וֹן וּ⁠מַחְל֑וֹן 1 everything that belonged to Elimelek and everything that belonged to Kilion and Mahlon ଏହା ନୟମୀଙ୍କର ମୃତ ସ୍ୱାମୀ ଏବଂ ପୁତ୍ରମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତିକୁ ସୂଚାଏ ।
RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Statement: ଏହି ସମ୍ପୃକ୍ତ ବାକ୍ୟାଂଶ ସୂଚିତ କରେ ଯେ ଫାଟକରେ ବସିଥିବା ଲୋକମାନେ ବୋୟଜ ନୟମୀଙ୍କ (4: 9) ପାଇଁ ଏଲିମେଲକଙ୍କ ପରିବାର ଜମି କ୍ରୟ କରିବା ଏବଂ ବୋୟଜ ରୂତଙ୍କୁ ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିବା ବିଷୟର ସାକ୍ଷୀ ଅଟନ୍ତି । (4:10) [[rc://en/ta/man/translate/grammar-connect-words-phrases]]) ଦେଖନ୍ତୁ)
RUT 4 10 nm32 לְ⁠הָקִ֤ים שֵׁם־הַ⁠מֵּת֙ עַל־נַ֣חֲלָת֔⁠וֹ 1 to raise up the name of the dead man over his inheritance 4:5 ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ମୁଁ ତାଙ୍କୁ ଏକ ପୁତ୍ର ଦେଇପାରିବି ଯିଏ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବ"
RUT 4 10 gg1m figs-metaphor וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת מֵ⁠עִ֥ם אֶחָ֖י⁠ו 1 so that the name of the dead man will not be cut off from among his brothers and from the gate of his place ଭୁଲିଯିବା ଶବ୍ଦକୁ ପୂର୍ବରୁ ଜୀବିତ ଥିବା ଲୋକମାନଙ୍କ ନାମ ତାଲିକାରୁ କାଟି ଦିଆଯିବା ଅର୍ଥରେ ବ୍ୟବହାର ହୋଇଅଛି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତାଙ୍କୁ ତାଙ୍କ ଭାଇମାନଙ୍କ ବଂଶଧର ଏବଂ ଏହି ସହରର ଲୋକମାନେ ଭୁଲିବେ ନାହିଁ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 4 10 gg1m figs-metaphor וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת מֵ⁠עִ֥ם אֶחָ֖י⁠ו 1 so that the name of the dead man will not be cut off from among his brothers and from the gate of his place ଭୁଲିଯିବା ଶବ୍ଦକୁ ପୂର୍ବରୁ ଜୀବିତ ଥିବା ଲୋକମାନଙ୍କ ନାମ ତାଲିକାରୁ କାଟି ଦିଆଯିବା ଅର୍ଥରେ ବ୍ୟବହାର ହୋଇଅଛି। ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତାଙ୍କୁ ତାଙ୍କ ଭାଇମାନଙ୍କ ବଂଶଧର ଏବଂ ଏହି ସହରର ଲୋକମାନେ ଭୁଲିବେ ନାହିଁ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 4 10 ab61 figs-doublenegatives וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת 1 so that the name of the dead man will not be cut off  ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯାହାଫଳରେ ତାଙ୍କ ନାମ ରକ୍ଷା କରାଯିବ” (ଦେଖନ୍ତୁ: [[rc://en/ta/man/translate/figs-doublenegatives]])
RUT 4 10 xpu5 figs-metonymy וּ⁠מִ⁠שַּׁ֣עַר מְקוֹמ֑⁠וֹ 1 and from the gate of his place ନଗରର ଫାଟକରେ ପ୍ରାଚୀନଗଣ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟଗୁଡ଼ିକର ନିର୍ଣ୍ଣୟ କରୁଥିଲେ, ଯେପରିକି ଜମିର ମାଲିକ କିଏ ସେ ବିଷୟରେ ନିଷ୍ପତ୍ତି ନେଉଥିଲେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ସହରର ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ମଧ୍ୟରେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 4 10 ab45 עֵדִ֥ים אַתֶּ֖ם הַ⁠יּֽוֹם 1 Today you are witnesses! **ଆଜି ତୁମ୍ଭେମାନେ ଏହିସବୁ ଦେଖିଛ ଏବଂ ଶୁଣିଛ_,_ ଏବଂ ଆସନ୍ତାକାଲି ସେଗୁଡ଼ିକ ବିଷୟରେ ସାକ୍ଷୀ ହେବ**

Can't render this file because it contains an unexpected character in line 36 and column 916.