Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:14:32 +00:00
parent a5af78cba6
commit 0173eef47d
1 changed files with 2 additions and 0 deletions

View File

@ -568,3 +568,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 6 j257 ὁ γινώσκων τὸν Θεὸν 1 The one who knows God ଯୋହନ  [2:34](https://create.translationcore.com/02/03.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛି”
1JN 4 6 j258 figs-idiom ἀκούει ἡμῶν…οὐκ ἀκούει ἡμῶν 1 listens to us … does not listen to us [4:5](https://create.translationcore.com/04/05.md) ପରି, **ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରେ” କିମ୍ବା “ଦ୍ୱାରା ପ୍ରବର୍ତ୍ତାଇବା ।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଯାହା ଶିକ୍ଷା ଦେଉ ତାହା ବିଶ୍ଵାସ କରେ….ଆମ୍ଭେମାନେ ଯାହା ଶିକ୍ଷାଦେଉ ତାହା ବିଶ୍ଵାସ  କରେ ନାହିଁ … ( [[rc://en/ta/man/translate/figs-idiom]]ଦେଖନ୍ତୁ
1JN 4 6 j259 figs-idiom ὃς οὐκ ἔστιν ἐκ τοῦ Θεοῦ 1 Whoever is not from God ଏହି ପର୍ବରେ **ଈଶ୍ଵରଙ୍କଠାରୁ** ବାକ୍ୟାଂଶର ଅର୍ଥ [4:4](https://create.translationcore.com/04/05.md) ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କର ନୁହେଁ” କିମ୍ବା “ଯେ କେହି ଈଶ୍ଵରଙ୍କ ସହ ସମ୍ପର୍କରେ ବାସ କରେ ନାହିଁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j260 figs-idiom ἐκ τούτου γινώσκομεν 1 From this we know ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ । ଏହାର ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ଅଭିବ୍ୟକ୍ତି ସହ ସମାନ ଅଟେ ଯାହା ଯୋହନ ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣି ପାରିବା” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 arsa writing-pronouns ἐκ τούτου γινώσκομεν 1 Here, **this** refers back to what John has just written in the previous two sentences. We can know if someone is teaching a true message if it agrees with what John and the other apostles teach, and that it is a false message if it does not. John may have intended for **this** to also include what he said in [4:23](https://create.translationcore.com/04/02.md). (See: [[rc://en/ta/man/translate/writing-pronouns]]

Can't render this file because it contains an unexpected character in line 2 and column 3771.