Edit 'translate/figs-declarative/01.md' using 'tc-create-app'

This commit is contained in:
Gayatri-Digal 2021-06-23 14:35:29 +00:00
parent 947a2e5882
commit ee1ff6156e
1 changed files with 14 additions and 15 deletions

View File

@ -47,31 +47,30 @@
(1) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ବ୍ୟବହାର କରନ୍ତୁ।
> ସେ ପୁତ୍ର ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। (ମାଥିଉ 1:21 ULT)।
> ସେ ପୁତ୍ର ସନ୍ତାନକୁ ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। (ମାଥିଉ 1:21 ULT)।
“ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ” ବାକ୍ୟାଂଶଟି ଏକ ପରାମର୍ଶ ଅଟେ। ଏହା ଏକ ପ୍ରକାର ସାଧାରଣ ପରାମର୍ଶ ବାକ୍ୟକୁ ବ୍ୟବହାର କରି ଅନୁବାଦ କରାଯାଇପାରିବ।
>> ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ **ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।
> > ସେ ଏକ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ **ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।
(2) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ଯୋଗ କରନ୍ତୁ।
>> ହେ ପ୍ରଭୁ, **ଦୟାକରି ମୋତେ ସୁସ୍ଥ କରନ୍ତୁ**, କାରଣ ମୁଁ ଜାଣେ ଆପଣ ସୁସ୍ଥ କରିବାକୁ ସକ୍ଷମ ଅଟନ୍ତିଯଦି ଆପଣ ଇଚ୍ଛା କରନ୍ତି। (ମାଥିଉ 8:2 ULT) ।
> > ହେ ପ୍ରଭୁ, **ଦୟାକରି ମୋତେ ସୁସ୍ଥ କରନ୍ତୁ**, କାରଣ ମୁଁ ଜାଣେ ଆପଣ ମୋତେ ସୁସ୍ଥ କରିବାକୁ ସକ୍ଷମ ଅଟନ୍ତି ଯଦି ଆପଣ ଇଚ୍ଛା କରନ୍ତି। (ମାଥିଉ 8:2 ULT) ।
“ମୁଁ ଜାଣେ ଆପଣ କରିପାରନ୍ତି” ଏହା ବିନତି କରିବା କାର୍ଯ୍ୟର ସମ୍ପାଦନ କରେ। ଆହୁରି ମଧ୍ୟ ବକ୍ତବ୍ୟରେ, ଏକ ନିବେଦନ/ଅନୁରୋଧକୁ ଯୋଗ କରାଯାଇପାରିବ।
> > ହେ ପ୍ରଭୁ, **ମୁଁ ଜାଣେ ଆପଣ ମୋତେ ସୁସ୍ଥ କରି ପାରନ୍ତି**,।ଯଦି ଆପଣ ଇଚ୍ଛା କରନ୍ତି, ଦୟାକରି ସେପରି କରନ୍ତୁ**।**
> >
> > ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ଦୟାକରି ମୋତେ ସୁସ୍ଥ କରି ପାରନ୍ତି**।** ମୁଁ ଜାଣେ ଆପଣ ଏହା କରି ପାରିବେ**।**
> > ହେ ପ୍ରଭୁ, **ମୁଁ ଜାଣେ ଆପଣ ମୋତେ ସୁସ୍ଥ କରି ପାରନ୍ତି**,। ଯଦି ଆପଣ ଇଚ୍ଛା କରନ୍ତି, ଦୟାକରି ସେପରି କରନ୍ତୁ**।**
> >
> > ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ଦୟାକରି ମୋତେ ସୁସ୍ଥ କରନ୍ତୁ **।** ମୁଁ ଜାଣେ ଆପଣ ଏହା କରି ପାରିବେ**।**
(3) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ କ୍ରିୟାପଦ ରୂପରେଖାକୁ ବ୍ୟବହାର କରନ୍ତୁ।
> ସେ ପୁତ୍ର ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।** (ମାଥିଉ 1:21 ULT)
>
> > ସେ ପୁତ୍ର ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ବୋଲି ଡାକିବା ଉଚିତ**, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।
>
> ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିବେ, ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ**, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।\*\* (ମାଥିଉ 1:21 ULT)
>
> > ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିବେ,  ଆଉ **ତୁମ୍ଭେ ତାହାଙ୍କ ନାମ ଯୀଶୁ ବୋଲି ଡାକିବା ଉଚିତ**, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।
>
> ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା । (ମାର୍କ 2:5 ULT)
>
>>ବତ୍ସ, ମୁଁ ତୁମ୍ଭର ପାପସବୁ କ୍ଷମା କଲି।
> >
> > ବତ୍ସ, ପରମେଶ୍ଵର ତୁମ୍ଭର ପାପସବୁ କ୍ଷମା କରିଛନ୍ତି।
>
> > ବତ୍ସ, ମୁଁ ତୁମ୍ଭର ପାପସବୁ କ୍ଷମା କଲି।
> >
> > ବତ୍ସ, ପରମେଶ୍ଵର ତୁମ୍ଭର ପାପସବୁ କ୍ଷମା କରିଛନ୍ତି।