Edit 'translate/figs-exmetaphor/01.md' using 'tc-create-app'

This commit is contained in:
Gayatri-Digal 2021-12-19 05:05:13 +00:00
parent dd88e3b745
commit 9fd79afd50
1 changed files with 50 additions and 32 deletions

View File

@ -1,47 +1,57 @@
ଏକ **ପରିବର୍ଦ୍ଧିତ  ରୂପକ**, ଏକ ସ୍ପଷ୍ଟ ରୂପକ ଅଟେ ଯାହା ଏକ ସମୟରେ ଏକାଧିକ ପ୍ରତିଛବି ଏବଂ ଏକାଧିକ ଧାରଣା ବ୍ୟବହାର କରେ। ଏହା ଏକ **<u>ସରଳ ରୂପକର</u>** ବିପରୀତ ଅଟେ ଯାହା କେବଳ ଗୋଟିଏ ପ୍ରତିଛବି ଏବଂ ଗୋଟିଏ ଧାରଣାକୁ ବ୍ୟବହାର କରେ। ଏକ ପରିବର୍ଦ୍ଧିତ  ରୂପକ ଏବଂ ଏକ <u>ଜଟିଳ ରୂପକ</u> ମଧ୍ୟରେ ପାର୍ଥକ୍ୟ ଏହା ଯେ ଏକ ପରିବର୍ଦ୍ଧିତ  ରୂପକକୁ ଲେଖକ / ବକ୍ତା ସ୍ପଷ୍ଟ ଭାବରେ ଦର୍ଶାନ୍ତି, କିନ୍ତୁ ଏକ ଜଟିଳ ରୂପକକୁ ଏହିପରି ଦର୍ଶାନ୍ତି ନାହିଁ ।
**ଏକ ପରିବର୍ଦ୍ଧିତ  ରୂପକର ବ୍ୟାଖ୍ୟା**
### ଏକ ପରିବର୍ଦ୍ଧିତ  ରୂପକର ବ୍ୟାଖ୍ୟା
ଏକ ରୂପକ ବ୍ୟବହାର କଲାବେଳେ, ଜଣେ ଲେଖକ / ବକ୍ତା ଏକ ଭୌତିକ ପ୍ରତିଛବି ବ୍ୟବହାର କରି ପରବର୍ତ୍ତୀ ଏକ ବିଷୟ ବିଷୟରେ ଏକ ତତ୍ତ୍ୱମୂଳକ ଧାରଣା ପ୍ରକାଶ କରିବାକୁ  ବ୍ୟବହାର କରନ୍ତି ଯେଉଁଥିରେ ବିଷୟ ଏବଂ ପ୍ରତିଛବି ମଧ୍ୟରେ ଗୋଟିଏ ତୁଳନାତ୍ମକ ବିନ୍ଦୁ ଥାଏ। ଏକ ପରିବର୍ଦ୍ଧିତ  ରୂପକରେ, ଲେଖକ / ବକ୍ତା ସ୍ପଷ୍ଟ ଭାବରେ ବିଷୟକୁ ବର୍ଣ୍ଣନା କରନ୍ତି, ଏବଂ ଅନେକ ଚିତ୍ର ବର୍ଣ୍ଣନା କରି, ଅନେକ ଧାରଣାଗୁଡ଼ିକୁ ପ୍ରକାଶ କରନ୍ତି।
ଯିଶାଇୟ 5: 1b-7 ରେ, ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଈଶ୍ଵରଙ୍କ ପ୍ରତି ଇସ୍ରାଏଲ ଦେଶର ଅବିଶ୍ୱାସ ଏବଂ ସେମାନଙ୍କ ଲୋକମାନଙ୍କ ସହିତ ହୋଇଥିବା ଚୁକ୍ତି ପାଇଁ ଇସ୍ରାଏଲ ଦେଶ (**ବିଷୟ**) ସହିତ ଈଶ୍ଵରଙ୍କ ନିରାଶା (**ଧାରଣା**) କୁ ଏକ ଦ୍ରାକ୍ଷାକ୍ଷେତ୍ରର (**ପ୍ରତିଛବି**) ବ୍ୟବହାର କରି ପ୍ରକାଶ କରନ୍ତି। କୃଷକମାନେ ସେମାନଙ୍କର ଉଦ୍ୟାନର ଯତ୍ନ ନିଅନ୍ତି, ଏବଂ ଯଦି ଏକ ଦ୍ରାକ୍ଷାକ୍ଷେତ୍ର ଖରାପ ଫଳ ଉତ୍ପନ କରେ ତେବେ କୃଷକ ନିରାଶ ହୁଏ। ଯଦି ଏକ ଦ୍ରାକ୍ଷାକ୍ଷେତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ କେବଳ ଖରାପ ଫଳ ଉତ୍ପନ କରେ, ତେବେ କୃଷକ ଶେଷରେ ଏହାର ଯତ୍ନ ନେବା ବନ୍ଦ କରିଦେବ। ଆମେ ଏହାକୁ ଏକ ପରିବର୍ଦ୍ଧିତ  ରୂପକ ବୋଲି କହିଥାଉ କାରଣ ଭବିଷ୍ୟ‌ଦ୍‌ବକ୍ତା ଏକ ଦ୍ରାକ୍ଷାକ୍ଷେତ୍ର ସହିତ ଜଡିତ ଏକାଧିକ ଚିତ୍ର ଏବଂ ଈଶ୍ଵରଙ୍କ ନିରାଶାର ଏକାଧିକ ଦୃଷ୍ଟିକଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।
1b ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ **ଦ୍ରାକ୍ଷାକ୍ଷେତ୍ର** ଥିଲା;  2 ପୁଣି, ସେ ତାହା **ଖୋଳି ପ୍ରସ୍ତରସବୁ ବାହାର କଲେ** ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ **ରୋପଣ କଲେ** ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ **ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ**,  ଆଉ **ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ****,**\*\* **_*ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା*_** 3 ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର।  4 ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି?  5 ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ; 6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ;  ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।  7 ଯେହେତୁ **ଇସ୍ରାଏଲ ବଂଶ ସୈନ୍ୟାଧିପତି ଯିହୋବାଙ୍କର ଦ୍ରାକ୍ଷାକ୍ଷେତ୍ର**  ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; **ସେ ନ୍ୟାୟ ଅପେକ୍ଷା କଲେ**, **ମାତ୍ର ଦେଖ**, ଉପଦ୍ରବ, **ଧାର୍ମିକତା ଅପେକ୍ଷା କଲେ**,\*\*\*\* ମାତ୍ର ଦେଖ, କ୍ରନ୍ଦନ।\* (ଯିଶା. 5:1b-7 ULT)
>1b ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ **ଦ୍ରାକ୍ଷାକ୍ଷେତ୍ର** ଥିଲା;  2 ପୁଣି, ସେ ତାହା **ଖୋଳି ପ୍ରସ୍ତରସବୁ ବାହାର କଲେ** ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ **ରୋପଣ କଲେ** ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ **ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ**,  ଆଉ **ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ**,**\*\* **_*ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା*_** 3 ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର।  4 ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି?  5 ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ; 6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ;  ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।  7 ଯେହେତୁ **ଇସ୍ରାଏଲ ବଂଶ ସୈନ୍ୟାଧିପତି ଯିହୋବାଙ୍କର ଦ୍ରାକ୍ଷାକ୍ଷେତ୍ର**  ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; **ସେ ନ୍ୟାୟ ଅପେକ୍ଷା କଲେ**, **ମାତ୍ର ଦେଖ**, ଉପଦ୍ରବ, **ଧାର୍ମିକତା ଅପେକ୍ଷା କଲେ**,\*\*\*\* ମାତ୍ର ଦେଖ, କ୍ରନ୍ଦନ।\* (ଯିଶା. 5:1b-7 ULT)
###  **ବାଇବଲରୁ ଅନ୍ୟାନ୍ୟ ଉଦାହରଣଗୁଡ଼ିକ**
### ବାଇବଲରୁ ଅନ୍ୟାନ୍ୟ ଉଦାହରଣଗୁଡ଼ିକ
 ଗୀତସଂହିତା 23 ରେ, ଗୀତିକାର ଜଣେ ମେଷପାଳକର ଭୌତିକ **ପ୍ରତିଛବି** ବ୍ୟବହାର କରନ୍ତି ଯାହା ଈଶ୍ଵର (**ବିଷୟ**) ତାହାଙ୍କ ଲୋକମାନଙ୍କ ପାଇଁ ସ୍ନେହାଶୀଳ ଏବଂ ଯତ୍ନଶୀଳ (**ଧାରଣା**) ବୋଲି ପ୍ରକାଶ କରେ। ମେଷପାଳକମାନେ ମେଷପଲ ପାଇଁ ଯାହା କରନ୍ତି (ସେମାନଙ୍କୁ ତୃଣମୟ ଭୂମି ଏବଂ ଜଳକୁ ନେଇଯାଆନ୍ତି, ସେମାନଙ୍କୁ ସୁରକ୍ଷିତ ରଖନ୍ତି) ର ଏକାଧିକ ଦୃଷ୍ଟିକଣ ପ୍ରଦାନ କରନ୍ତି। ଈଶ୍ଵର କିପରି ତାଙ୍କର ଯତ୍ନ ନିଅନ୍ତି (ତାଙ୍କୁ ଜୀବନ, ଧାର୍ମିକତା, ସାନ୍ତ୍ୱନା ଇତ୍ୟାଦି ପ୍ରଦାନ କରନ୍ତି) ସେହି ବିଷୟରେ ମଧ୍ୟ ଗୀତିକାର ଏକାଧିକ ଦୃଷ୍ଟିକଣକୁ ବର୍ଣ୍ଣନା କରିଛନ୍ତି। ମେଷପାଳକମାନେ ମେଷପଲର ଆବଶ୍ୟକତାକୁ ଧ୍ୟାନରେ ରଖନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତି, ସେମାନଙ୍କୁ ଉଦ୍ଧାର କରନ୍ତି, ମାର୍ଗଦର୍ଶନ କରନ୍ତି ଏବଂ ସୁରକ୍ଷା ଦିଅନ୍ତି। ଈଶ୍ଵର ତାଙ୍କ ଲୋକମାନଙ୍କ ପାଇଁ ଯାହା କରନ୍ତି ତାହା ଏହି କାର୍ଯ୍ୟଗୁଡ଼ିକ ପରି ଅଟେ।
ଗୀତସଂହିତା 23 ରେ, ଗୀତିକାର ଜଣେ ମେଷପାଳକର ଭୌତିକ **ପ୍ରତିଛବି** ବ୍ୟବହାର କରନ୍ତି ଯାହା ଈଶ୍ଵର (**ବିଷୟ**) ତାହାଙ୍କ ଲୋକମାନଙ୍କ ପାଇଁ ସ୍ନେହାଶୀଳ ଏବଂ ଯତ୍ନଶୀଳ (**ଧାରଣା**) ବୋଲି ପ୍ରକାଶ କରେ। ମେଷପାଳକମାନେ ମେଷପଲ ପାଇଁ ଯାହା କରନ୍ତି (ସେମାନଙ୍କୁ ତୃଣମୟ ଭୂମି ଏବଂ ଜଳକୁ ନେଇଯାଆନ୍ତି, ସେମାନଙ୍କୁ ସୁରକ୍ଷିତ ରଖନ୍ତି) ର ଏକାଧିକ ଦୃଷ୍ଟିକଣ ପ୍ରଦାନ କରନ୍ତି। ଈଶ୍ଵର କିପରି ତାଙ୍କର ଯତ୍ନ ନିଅନ୍ତି (ତାଙ୍କୁ ଜୀବନ, ଧାର୍ମିକତା, ସାନ୍ତ୍ୱନା ଇତ୍ୟାଦି ପ୍ରଦାନ କରନ୍ତି) ସେହି ବିଷୟରେ ମଧ୍ୟ ଗୀତିକାର ଏକାଧିକ ଦୃଷ୍ଟିକଣକୁ ବର୍ଣ୍ଣନା କରିଛନ୍ତି। ମେଷପାଳକମାନେ ମେଷପଲର ଆବଶ୍ୟକତାକୁ ଧ୍ୟାନରେ ରଖନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତି, ସେମାନଙ୍କୁ ଉଦ୍ଧାର କରନ୍ତି, ମାର୍ଗଦର୍ଶନ କରନ୍ତି ଏବଂ ସୁରକ୍ଷା ଦିଅନ୍ତି। ଈଶ୍ଵର ତାଙ୍କ ଲୋକମାନଙ୍କ ପାଇଁ ଯାହା କରନ୍ତି ତାହା ଏହି କାର୍ଯ୍ୟଗୁଡ଼ିକ ପରି ଅଟେ।
1 ଯିହୋବା ମୋହର ପ୍ରତିପାଳକ ଅଟନ୍ତି; ମୋହର ଅଭାବ ହେବ ନାହିଁ।                                              2 ସେ କୋମଳ ତୃଣମୟ ସ୍ଥାନରେ **ମୋତେ ଶୟନ କରାନ୍ତି**;                                                            ସେ ସ୍ଥିର ଜଳ ପାଖେ ପାଖେ ମୋତେ **କଢ଼ାଇ ନିଅନ୍ତି**।                                                                 3 ସେ ମୋʼ ପ୍ରାଣକୁ **ଫେରାଇ କରନ୍ତି**,                                                                                    ସେ ଆପଣା ନାମ ସକାଶୁ ଧର୍ମ ପଥରେ **ମୋତେ କଢ଼ାଇ ନିଅନ୍ତି।**                                                       4 ଏଣୁ ମୁଁ ମୃତ୍ୟୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ,                                                                                                         ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।  (ଗୀତସଂହିତା 23:1-4 ULT)
> 1 ଯିହୋବା ମୋହର ପ୍ରତିପାଳକ ଅଟନ୍ତି; ମୋହର ଅଭାବ ହେବ ନାହିଁ।                                              
> 2 ସେ କୋମଳ ତୃଣମୟ ସ୍ଥାନରେ **ମୋତେ ଶୟନ କରାନ୍ତି**;                                                            
> ସେ ସ୍ଥିର ଜଳ ପାଖେ ପାଖେ ମୋତେ **କଢ଼ାଇ ନିଅନ୍ତି**।                                                                 
> 3 ସେ ମୋʼ ପ୍ରାଣକୁ **ଫେରାଇ କରନ୍ତି**,                                                                                    
> ସେ ଆପଣା ନାମ ସକାଶୁ ଧର୍ମ ପଥରେ **ମୋତେ କଢ଼ାଇ ନିଅନ୍ତି।**                                                       
> 4 ଏଣୁ ମୁଁ ମୃତ୍ୟୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; 
> କାରଣ ତୁମ୍ଭେ ମୋହର ସହବର୍ତ୍ତୀ,                                                                                                         > > ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।  (ଗୀତସଂହିତା 23:1-4 ULT)
**କାରଣ ଏହା ଏକ ଅନୁବାଦ ସମସ୍ୟା**
#### କାରଣ ଏହା ଏକ ଅନୁବାଦ ସମସ୍ୟା**
* ଉକ୍ତ ଚିତ୍ରଣଗୁଡ଼ିକ ଅନ୍ୟ ବିଷୟଗୁଡ଼ିକୁ ପ୍ରତିନିଧିତ୍ଵ କରେ ବୋଲି ହୁଏତ ଲୋକମାନେ ହୃଦୟଙ୍ଗମ କରି ନ ପାରନ୍ତି ।
* ଉପମା ରୂପେ ବ୍ୟବହାର କରାଯାଇଥିବା ଚିତ୍ରଣଗୁଡ଼ିକ ବିଷୟରେ ଲୋକମାନେ ସୁପରିଚିତ ଥାଇ ନ ପାରନ୍ତି ।
* ପରିବର୍ଦ୍ଧିତ ରୂପକ ଶବ୍ଦଗୁଡ଼ିକ ଅନେକ ସମୟରେ ଗଭୀର ଅର୍ଥକୁ ପ୍ରକାଶ କରେ, ଯାହାକି ରୂପକ ଶବ୍ଦ ଦ୍ଵାରା ଉତ୍ପାଦିତ ସମସ୍ତ ଅର୍ଥକୁ ପ୍ରକାଶ କରିବା ଅନୁବାଦକମାନଙ୍କ ନିମନ୍ତେ ସମ୍ଭବ ହୋଇ ନ ପାରେ ।
* ଉକ୍ତ ଚିତ୍ରଣଗୁଡ଼ିକ ଅନ୍ୟ ବିଷୟଗୁଡ଼ିକୁ ପ୍ରତିନିଧିତ୍ଵ କରେ ବୋଲି ହୁଏତ ଲୋକମାନେ ହୃଦୟଙ୍ଗମ କରି ନ ପାରନ୍ତି ।
* ଉପମା ରୂପେ ବ୍ୟବହାର କରାଯାଇଥିବା ଚିତ୍ରଣଗୁଡ଼ିକ ବିଷୟରେ ଲୋକମାନେ ସୁପରିଚିତ ଥାଇ ନ ପାରନ୍ତି ।
* ପରିବର୍ଦ୍ଧିତ ରୂପକ ଶବ୍ଦଗୁଡ଼ିକ ଅନେକ ସମୟରେ ଗଭୀର ଅର୍ଥକୁ ପ୍ରକାଶ କରେ, ଯାହାକି ରୂପକ ଶବ୍ଦ ଦ୍ଵାରା ଉତ୍ପାଦିତ ସମସ୍ତ ଅର୍ଥକୁ ପ୍ରକାଶ କରିବା ଅନୁବାଦକମାନଙ୍କ ନିମନ୍ତେ ସମ୍ଭବ ହୋଇ ନ ପାରେ ।
###  **ଅନୁବାଦ ସିଦ୍ଧାନ୍ତଗୁଡ଼ିକ**
### ଅନୁବାଦ ସିଦ୍ଧାନ୍ତଗୁଡ଼ିକ
* ପରିବର୍ଦ୍ଧିତ ରୂପକ ଶବ୍ଦର ଅର୍ଥ ଯେପରି ମୂଳ ଶ୍ରୋତାମାନଙ୍କ ନିମନ୍ତେ ସ୍ପଷ୍ଟ ଥିଲା, ତଦ୍ରୁପ ଏହାର ଅର୍ଥକୁ ଅନୁବାଦିତ ଶ୍ରୋତାମାନଙ୍କ ନିମନ୍ତେ ମଧ୍ୟ ସ୍ପଷ୍ଟ କରନ୍ତୁ ।
* ଉକ୍ତ ଅର୍ଥ ଯେପରି ମୂଳ ଶ୍ରୋତାମାନଙ୍କ ନିମନ୍ତେ ସ୍ପଷ୍ଟ ଥିଲା, ସେହି ଅର୍ଥକୁ ଅନୁବାଦିତ ଶ୍ରୋତାମାନଙ୍କ ନିମନ୍ତେ ତା’ଠାରୁ ଅଧିକ ସ୍ପଷ୍ଟ କରନ୍ତୁ ନାହିଁ ।
* ଯେବେ କେହି ପରିବର୍ଦ୍ଧିତ ରୂପକ ଶବ୍ଦ ବ୍ୟବହାର କରନ୍ତି, ସେତେବେଳେ ଏହି ଚିତ୍ରଣଗୁଡ଼ିକ ତାହାଙ୍କ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ।
* ଯଦି ଅନୁବାଦିତ ଶ୍ରୋତାମାନେ କେତେକ ଉପମାଗୁଡ଼ିକ ସହ ସୁପରିଚିତ ନୁହଁନ୍ତି, ତେବେ ଆପଣ ସେମାନଙ୍କୁ ଏହି ଉପମା ବୁଝିବାରେ ସାହାଯ୍ୟ କରିବା ପାଇଁ କେତେକ ଉପାୟ ଖୋଜି ବାହାର କରିବା ଆବଶ୍ୟକ ।
* ପରିବର୍ଦ୍ଧିତ ରୂପକ ଶବ୍ଦର ଅର୍ଥ ଯେପରି ମୂଳ ଶ୍ରୋତାମାନଙ୍କ ନିମନ୍ତେ ସ୍ପଷ୍ଟ ଥିଲା, ତଦ୍ରୁପ ଏହାର ଅର୍ଥକୁ ଅନୁବାଦିତ ଶ୍ରୋତାମାନଙ୍କ ନିମନ୍ତେ ମଧ୍ୟ ସ୍ପଷ୍ଟ କରନ୍ତୁ ।
* ଉକ୍ତ ଅର୍ଥ ଯେପରି ମୂଳ ଶ୍ରୋତାମାନଙ୍କ ନିମନ୍ତେ ସ୍ପଷ୍ଟ ଥିଲା, ସେହି ଅର୍ଥକୁ ଅନୁବାଦିତ ଶ୍ରୋତାମାନଙ୍କ ନିମନ୍ତେ ତା’ଠାରୁ ଅଧିକ ସ୍ପଷ୍ଟ କରନ୍ତୁ ନାହିଁ ।
* ଯେବେ କେହି ପରିବର୍ଦ୍ଧିତ ରୂପକ ଶବ୍ଦ ବ୍ୟବହାର କରନ୍ତି, ସେତେବେଳେ ଏହି ଚିତ୍ରଣଗୁଡ଼ିକ ତାହାଙ୍କ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ।
* ଯଦି ଅନୁବାଦିତ ଶ୍ରୋତାମାନେ କେତେକ ଉପମାଗୁଡ଼ିକ ସହ ସୁପରିଚିତ ନୁହଁନ୍ତି, ତେବେ ଆପଣ ସେମାନଙ୍କୁ ଏହି ଉପମା ବୁଝିବାରେ ସାହାଯ୍ୟ କରିବା ପାଇଁ କେତେକ ଉପାୟ ଖୋଜି ବାହାର କରିବା ଆବଶ୍ୟକ ।
**ଅନୁବାଦ କୌଶଳଗୁଡ଼ିକ**
### ଅନୁବାଦ କୌଶଳଗୁଡ଼ିକ
ମୂଳ ପାଠକମାନେ ଯେପରି ଏହି ରୂପକଗୁଡ଼ିକର ଅର୍ଥକୁ ବୁଝିଥିଲେ, ଠିକ୍ ସେହିପରି ଯଦି ଆପଣଙ୍କ ପାଠକମାନେ ବୁଝିପାରିବେ, ତେବେ ସମାନ ପରିବର୍ଦ୍ଧିତ ରୂପକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ । ଯଦି ବୁଝି ନ ପାରନ୍ତି, ତେବେ ଏଠାରେ ସେଗୁଡ଼ିକୁ ଅନୁବାଦ କରିବା ନିମନ୍ତେ କେତେକ କୌଶଳଗୁଡ଼ିକ ପ୍ରଦାନ କରାଯାଇଛି:
(1) ଯଦି ଆପଣଙ୍କ ପାଠକମାନେ ଏହି ଉପମାଗୁଡ଼ିକ ଆକ୍ଷରିକ ଭାବେ ବୁଝିବେ, ତେବେ “ଭଳି” ବା “ରୂପେ” ଭଳି ତୁଳନାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହି ଉପମାଗୁଡ଼ିକୁ ଅନୁବାଦ କରନ୍ତୁ ।  ପ୍ରଥମ ବା ଦ୍ଵିତୀୟ ବାକ୍ୟରେ ଏହିପରି ଉଲ୍ଲେଖ କରିବା ଯଥେଷ୍ଟ ହୋଇପାରେ । (2) ଯଦି ଆପଣଙ୍କ ପାଠକମାନେ ଚିତ୍ରଣଗୁଡ଼ିକୁ ବୁଝି ନ ପାରନ୍ତି, ତେବେ ସେଗୁଡ଼ିକୁ ସେମାନେ ଯେପରି ବୁଝିପାରିବେ ଅନୁବାଦ କରନ୍ତୁ । (3) ତଥାପି ଯଦି ଆପଣଙ୍କ ପାଠକମାନେ ବୁଝି ନ ପାରନ୍ତି, ତେବେ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ।
(1) ଯଦି ଆପଣଙ୍କ ପାଠକମାନେ ଏହି ଉପମାଗୁଡ଼ିକ ଆକ୍ଷରିକ ଭାବେ ବୁଝିବେ, ତେବେ “ଭଳି” ବା “ରୂପେ” ଭଳି ତୁଳନାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହି ଉପମାଗୁଡ଼ିକୁ ଅନୁବାଦ କରନ୍ତୁ ।  ପ୍ରଥମ ବା ଦ୍ଵିତୀୟ ବାକ୍ୟରେ ଏହିପରି ଉଲ୍ଲେଖ କରିବା ଯଥେଷ୍ଟ ହୋଇପାରେ ।
(2) ଯଦି ଆପଣଙ୍କ ପାଠକମାନେ ଚିତ୍ରଣଗୁଡ଼ିକୁ ବୁଝି ନ ପାରନ୍ତି, ତେବେ ସେଗୁଡ଼ିକୁ ସେମାନେ ଯେପରି ବୁଝିପାରିବେ ଅନୁବାଦ କରନ୍ତୁ । (3) ତଥାପି ଯଦି ଆପଣଙ୍କ ପାଠକମାନେ ବୁଝି ନ ପାରନ୍ତି, ତେବେ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ।
**ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ**
### ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ
(1) ଯଦି ଆପଣଙ୍କ ପାଠକମାନେ ଏହି ଉପମାଗୁଡ଼ିକ ଆକ୍ଷରିକ ଭାବେ ବୁଝିବେ, ତେବେ “ଭଳି” ବା “ରୂପେ” ଭଳି ତୁଳନାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହି ଉପମାଗୁଡ଼ିକୁ ଅନୁବାଦ କରନ୍ତୁ ।  ପ୍ରଥମ ବା ଦ୍ଵିତୀୟ ବାକ୍ୟରେ ଏହିପରି ଉଲ୍ଲେଖ କରିବା ଯଥେଷ୍ଟ ହୋଇପାରେ । ଗୀତସଂହିତା 23:1-1 କୁ ଉଦାହରଣ ସ୍ଵରୂପେ ଦେଖନ୍ତୁ:
ଯିହୋବା **ମୋହର ପ୍ରତିପାଳକ** ଅଟନ୍ତି; ମୋହର ଅଭାବ ହେବ ନାହିଁ। ସେ କୋମଳ ତୃଣମୟ ସ୍ଥାନରେ **ମୋତେ** ଶୟନ କରାନ୍ତି; **ସେ** ସ୍ଥିର ଜଳ ପାଖେ ପାଖେ ମୋତେ **କଢ଼ାଇ ନିଅନ୍ତି**। (ULT) 
> ଯିହୋବା **ମୋହର ପ୍ରତିପାଳକ** ଅଟନ୍ତି; ମୋହର ଅଭାବ ହେବ ନାହିଁ। 
> ସେ କୋମଳ ତୃଣମୟ ସ୍ଥାନରେ **ମୋତେ** ଶୟନ କରାନ୍ତି;
> **ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି**। (ULT) 
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରିବ: 
“ଯିହୋବା ମୋହର ଏକ ମେଷପାଳକ **ଭଳି** ଅଟନ୍ତି, ଏଣୁ ମୋହର କୌଣସି ଅଭାବ ହେବ ନାହିଁ । ମେଷପାଳକ **ଯେଭଳି** ତାହାର ମେଷମାନଙ୍କୁ ତୃଣମୟ ସ୍ଥାନରେ ଶୟନ କରାନ୍ତି ଓ ସେମାନଙ୍କୁ ସ୍ଥିର ଜଳ ପାଖେ ପାଖେ କଢାଇ ନିଅନ୍ତି, ସେହି ଭଳି ଯିହୋବା ମୋତେ ଶାନ୍ତିରେ ବିଶ୍ରାମ ନେବାରେ ସାହାଯ୍ୟ କରନ୍ତି ।
> “ଯିହୋବା ମୋହର ଏକ ମେଷପାଳକ **ଭଳି** ଅଟନ୍ତି, ଏଣୁ ମୋହର କୌଣସି ଅଭାବ ହେବ ନାହିଁ । 
> ମେଷପାଳକ **ଯେଭଳି** ତାହାର ମେଷମାନଙ୍କୁ ତୃଣମୟ ସ୍ଥାନରେ ଶୟନ କରାନ୍ତି ଓ ସେମାନଙ୍କୁ ସ୍ଥିର ଜଳ ପାଖେ ପାଖେ କଢାଇ ନିଅନ୍ତି, ସେହି ଭଳି ଯିହୋବା ମୋତେ ଶାନ୍ତିରେ ବିଶ୍ରାମ ନେବାରେ ସାହାଯ୍ୟ କରନ୍ତି ।
(2) ଯଦି ଆପଣଙ୍କ ପାଠକମାନେ ଚିତ୍ରଣଗୁଡ଼ିକୁ ବୁଝି ନ ପାରନ୍ତି, ତେବେ ସେଗୁଡ଼ିକୁ ସେମାନେ ଯେପରି ବୁଝିପାରିବେ ଅନୁବାଦ କରନ୍ତୁ ।
@ -49,25 +59,33 @@
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରିବ:
“ଅତି ଉର୍ବରା ଏକ ପର୍ବତରେ ମୋ’ ପ୍ରିୟତମଙ୍କର ଗୋଟିଏ **ଦ୍ରାକ୍ଷାକ୍ଷେତ୍ର ବଗିଚା** ଥିଲା ।
ସେ **ଭୂମିକୁ ଖୋଳି** ପ୍ରସ୍ତରସବୁ ବାହାର କଲେ, ଓ **ଅତ୍ୟୁତ୍ତମ ଦ୍ରାକ୍ଷାଲତା** ତହିଁରେ ରୋପଣ କଲେ ।
ସେ ତହିଁର ମଧ୍ୟସ୍ଥାନରେ ଗୋଟିଏ **ଉଚ୍ଚ ଗୃହ** ନିର୍ମାଣ କଲେ, ଆହୁରି ମଧ୍ୟ **ଦ୍ରାକ୍ଷାଫଳକୁ ପେଶୀ ତହିଁରୁ ଦ୍ରାକ୍ଷାରସ ବାହାର କରିବା ପାଇଁ ଦ୍ରାକ୍ଷାକୁଣ୍ଡ** ଖୋଳିଲେ ।
ଦ୍ରାକ୍ଷଫଳ ଫଳିବ ବୋଲି ସେ ଅପେକ୍ଷାରେ ରହିଲେ, ମାତ୍ର ଏହା **ଏପରି ବନ୍ୟ ଦ୍ରାକ୍ଷାଫଳ** ଫଳିଲା ଯାହା **ଦ୍ରାକ୍ଷାରସ ପ୍ରସ୍ତୁତ କରିବା ନିମନ୍ତେ ଉତ୍ତମ ନ ଥିଲା**।”
> “ଅତି ଉର୍ବରା ଏକ ପର୍ବତରେ ମୋ’ ପ୍ରିୟତମଙ୍କର ଗୋଟିଏ **ଦ୍ରାକ୍ଷାକ୍ଷେତ୍ର ବଗିଚା** ଥିଲା ।
> ସେ **ଭୂମିକୁ ଖୋଳି** ପ୍ରସ୍ତରସବୁ ବାହାର କଲେ, ଓ **ଅତ୍ୟୁତ୍ତମ ଦ୍ରାକ୍ଷାଲତା** ତହିଁରେ ରୋପଣ କଲେ ।
> ସେ ତହିଁର ମଧ୍ୟସ୍ଥାନରେ ଗୋଟିଏ **ଉଚ୍ଚ ଗୃହ** ନିର୍ମାଣ କଲେ, ଆହୁରି ମଧ୍ୟ **ଦ୍ରାକ୍ଷାଫଳକୁ ପେଶୀ ତହିଁରୁ ଦ୍ରାକ୍ଷାରସ ବାହାର କରିବା ପାଇଁ ଦ୍ରାକ୍ଷାକୁଣ୍ଡ** ଖୋଳିଲେ ।
> ଦ୍ରାକ୍ଷଫଳ ଫଳିବ ବୋଲି ସେ ଅପେକ୍ଷାରେ ରହିଲେ, ମାତ୍ର ଏହା **ଏପରି ବନ୍ୟ ଦ୍ରାକ୍ଷାଫଳ** ଫଳିଲା ଯାହା **ଦ୍ରାକ୍ଷାରସ ପ୍ରସ୍ତୁତ କରିବା ନିମନ୍ତେ ଉତ୍ତମ ନ ଥିଲା**।”
(3) ତଥାପି ଯଦି ଆପଣଙ୍କ ପାଠକମାନେ ବୁଝି ନ ପାରନ୍ତି, ତେବେ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ।
ଯିହୋବା **ମୋହର ପ୍ରତିପାଳକ**; ମୋହର ଅଭାବ ହେବ ନାହିଁ ।(ଗୀତସଂହିତା 23:1 ULT)
“ମେଷପାଳକ ଯେଭଳି ଆପଣା ମେଷମାନଙ୍କର ଯତ୍ନ ନିଅନ୍ତି, ସେହିଭଳି ଯିହୋବା **ମୋହର ଯତ୍ନ** ନିଅନ୍ତି, ଏଣୁ ମୋହର କୌଣସି ଅଭାବ ହେବ ନାହିଁ ।” 
ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ଯିହୋବାଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା;  ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ। (ଯିଶାଇୟ 5:7 ULT)
> ଯିହୋବା **ମୋହର ପ୍ରତିପାଳକ**; ମୋହର ଅଭାବ ହେବ ନାହିଁ ।(ଗୀତସଂହିତା 23:1 ULT)
>
> “ମେଷପାଳକ ଯେଭଳି ଆପଣା ମେଷମାନଙ୍କର ଯତ୍ନ ନିଅନ୍ତି, ସେହିଭଳି ଯିହୋବା **ମୋହର ଯତ୍ନ** ନିଅନ୍ତି,
> ଏଣୁ ମୋହର କୌଣସି ଅଭାବ ହେବ ନାହିଁ ।” 
>
>ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ଯିହୋବାଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା;  
> ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; 
> ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ। (ଯିଶାଇୟ 5:7 ULT)
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରିବ:
ଯେହେତୁ ଇସ୍ରାଏଲ ସୈନ୍ୟାଧିପତି ଯିହୋବାଙ୍କର ଦ୍ରାକ୍ଷାକ୍ଷେତ୍ର ଇସ୍ରାଏଲକୁ **ପ୍ରତିନିଧିତ୍ଵ** କରେ,
ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା **ଭଳି ଅଟନ୍ତି**;
ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର, ସେଠାରେ ଉପଦ୍ରବ ଥିଲା; ଧାର୍ମିକତା ଅପେକ୍ଷା କଲେ, ମାତ୍ର, ସେଠାରେ କ୍ରନ୍ଦନ।
>> ଯେହେତୁ ଇସ୍ରାଏଲ ସୈନ୍ୟାଧିପତି ଯିହୋବାଙ୍କର ଦ୍ରାକ୍ଷାକ୍ଷେତ୍ର ଇସ୍ରାଏଲକୁ **ପ୍ରତିନିଧିତ୍ଵ** କରେ,
>> ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା **ଭଳି ଅଟନ୍ତି**;
>> ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର, ସେଠାରେ ଉପଦ୍ରବ ଥିଲା; 
>> ଧାର୍ମିକତା ଅପେକ୍ଷା କଲେ, ମାତ୍ର, ସେଠାରେ କ୍ରନ୍ଦନ।
କିମ୍ବା ଏହିପରି:
**ଯେପରି ଜଣେ କୃଷକ ଖରାପ ଫଳ ଉତ୍ପନ କରୁଥିବା ଏକ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେବା ବନ୍ଦ କରିଦିଏ,** **ଯିହୋବା** ଇସ୍ରାଏଲ ଓ ଯିହୁଦାର **ସୁରକ୍ଷା ବନ୍ଦ କରିବେ**, **କାରଣ ସେମାନେ ଉତ୍ତମ କର୍ମ କରନ୍ତି ନାହିଁ।** ସେ ନ୍ୟାୟକୁ ଅପେକ୍ଷା କରିଥିଲେ, ବରଂ ସେଠାରେ ହତ୍ୟାକାଣ୍ଡ ଘଟିଥିଲା; ଧାର୍ମିକତା ପାଇଁ, କିନ୍ତୁ ଏହା ପରିବର୍ତ୍ତେ, ସେଠାରେ ସାହାଯ୍ୟ ପାଇଁ କ୍ରନ୍ଦନ।
>> **ଯେପରି ଜଣେ କୃଷକ ଖରାପ ଫଳ ଉତ୍ପନ କରୁଥିବା ଏକ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେବା ବନ୍ଦ କରିଦିଏ,
>> **ଯିହୋବା** ଇସ୍ରାଏଲ ଓ ଯିହୁଦାର **ସୁରକ୍ଷା ବନ୍ଦ କରିବେ**, 
>> **କାରଣ ସେମାନେ ଉତ୍ତମ କର୍ମ କରନ୍ତି ନାହିଁ।** ସେ ନ୍ୟାୟକୁ ଅପେକ୍ଷା କରିଥିଲେ,
>> ବରଂ ସେଠାରେ ହତ୍ୟାକାଣ୍ଡ ଘଟିଥିଲା; 
>> ଧାର୍ମିକତା ପାଇଁ, କିନ୍ତୁ ଏହା ପରିବର୍ତ୍ତେ, ସେଠାରେ ସାହାଯ୍ୟ ପାଇଁ କ୍ରନ୍ଦନ।