Edit 'translate/translate-bweight/01.md' using 'tc-create-app'

This commit is contained in:
Gayatri-Digal 2021-11-02 03:52:53 +00:00
parent 9f84d316f9
commit 83042a7d15
1 changed files with 31 additions and 43 deletions

View File

@ -1,73 +1,61 @@
**ବର୍ଣ୍ଣନା**
### ବର୍ଣ୍ଣନା
ନିମ୍ନଲିଖିତ ଶବ୍ଦଗୁଡ଼ିକ ବାଇବେଲରେ ଓଜନ ପାଇଁ ସାଧାରଣ ଭାବରେ ବ୍ୟବହୃତ ହୋଇଅଛି । “ଶେକେଲ” ଶବ୍ଦର ଅର୍ଥ “ଓଜନ” ଅଟେ ଏବଂ ଶେକେଲ ଭାବେ ଅନେକ ଓଜନଗୁଡ଼ିକୁ ବର୍ଣ୍ଣନା କରାଯାଇଛି । ସେଗୁଡିକ ମଧ୍ୟରୁ କେତେକ ଓଜନ ଟଙ୍କା ପାଇଁ ବ୍ୟବହାର କରାଯାଏ । ନିମ୍ନଲିଖିତ ସାରଣୀରେ ଗାଣିତିକ ମୂଲ୍ୟ ବାଇବେଲରେ ମୂଲ୍ୟ ସହ ସମାନ ନୁହେଁ । ସମୟ ସମୟରେ ଓ ସ୍ଥାନକୁ ସ୍ଥାନ ବାଇବେଲର ମୂଲ୍ୟ ମୂଳ ମୂଲ୍ୟଠାରୁ ଭିନ୍ନ ହୁଏ । ନିମ୍ନଲିଖିତ ପରିମାଣ  ଏହାର ପାଖାପାଖି ମୂଲ୍ୟଦେବାକୁ ପ୍ରୟାସ କରେ ।
ନିମ୍ନ ଲିଖିତ ବାଇବଲ ସାଧାରଣ ଓଜନ ଏକକ
| ମୂଳ ମୂଲ୍ୟ | ଶେକଲ| ଗ୍ରାମ| କିଲୋଗ୍ରାମ||--------------------|----------|---------|------------||ଶେକେଲ। ଏକ ଶେକେଲ|11 ଗ୍ରାମ| -|| ବେଖଃ | 1/2 ଶେକଲ|| 5.7 ଗ୍ରାମ | -|| ପିମ୍| 2/3 ଶେକଲ| 7.6 ଗ୍ରାମ| -|| ଗେରଃ| 1/20 ଶେକଲ| 0.57 ଗ୍ରାମ| -|| ମିନାଲ| 50 ଶେକଲ| 550 ଗ୍ରାମ| 1/2 କି.ଗ୍ରା. || ଗୁଣ| 3,000 ଶେକଲ| -| 34 କି.ଗ୍ରା. |
“ଶେକେଲ୍” ଅର୍ଥ “ଓଜନ” ଏବଂ ଶେକେଲ୍ ଅନୁସାରେ ଅନେକ ଓଜନ ଗୁଡିକ ବର୍ଣ୍ଣନା କରାଯାଇଛି ସେଗୁଡିକ ମଧ୍ୟରୁ କିଛି ଓଜନ ଟଙ୍କା ପାଇଁ ବ୍ୟବହାର କରାଯାଏ ତଳେ ଦିଆଯାଇଥିବା ସାରଣୀରେ ଗାଣିତିକ ମୁଲ୍ୟ ବାଇବଲରେ ମୁଲ୍ୟ ସହିତ ସମାନ ନୁହେଁ ସମୟ ସମୟରେ ଓ ସ୍ଥାନକୁ ସ୍ଥାନ ବାଇବଲ ମୁଲ୍ୟ ପ୍ରକୃତ ମୁଲ୍ୟ ଠାରୁ ପ୍ରଭେଦ ଆସେ ନିମ୍ନରେ ସମତୁଲ୍ୟ ହେଉଛି ପରିମାଣ ଦେବାର ଏକ ପ୍ରୟାସ
**ଅନୁବାଦ ସିଦ୍ଧାନ୍ତ**
| ପ୍ରକୃତ ମୁଲ୍ୟ | ସେକେଲସ୍ | ଗ୍ରାମ | କିଲୋଗ୍ରାମ |
|--------------------|----------|---------|------------|
|ସେକେଲ | ଏକ ସେକେଲ |୧୧ ଗ୍ରାମ | - |
| bekah | 1/2 shekel | 5.7 grams | - |
| pim | 2/3 shekel | 7.6 grams | - |
| gerah | 1/20 shekel | 0.57 grams | - |
| mina | 50 shekels | 550 grams | 1/2 kilogram |
| talent | 3,000 shekels | - | 34 kilograms |
1\. ବାଇବେଲର ଲୋକମାନେ ମିଟର, ଲିଟର, ଓ କିଲୋଗ୍ରାମ ପରି ଆଧୁନିକ ମାପ ବ୍ୟବହାର କରୁନଥିଲେ । ମୂଳ ମାପ ବ୍ୟବହାର ପାଠକମାନଙ୍କୁ ଜାଣିବାରେ ସାହାଯ୍ୟ କରିପାରିବ ଯେ ବାଇବଲ ପ୍ରକୃତରେ ବହୁ ପୂର୍ବରୁ ଲେଖାଯାଇଥିଲା ଯେଉଁ ସମୟରେ ଲୋକମାନେ ସେହି ମାପଗୁଡ଼ିକ ବ୍ୟବହାର କରିଥିଲେ ।
2\. ଆଧୁନିକ ମାପ ବ୍ୟବହାର କରିବା ପାଠକମାନଙ୍କୁ ପାଠକୁ ସହଜରେ ବୁଝିବାକୁ ସାହାଯ୍ୟ କରିବ ।
#### ଅନୁବାଦ ନିୟମ
3\. ଆପଣ ଯେଉଁ ମାପଗୁଡ଼ିକୁ ବ୍ୟବହାର କରନ୍ତି ସେଗୁଡ଼ିକ ବିଷୟରେ ପାଠରେ କିମ୍ବା ପାଦଟୀକାରେ ଉଲ୍ଲେଖ କରନ୍ତୁ ।
୧. ବାଇବଲର ଲୋକମାନେ ଆଧୁନିକ ମୁଲ୍ୟ ବ୍ୟବହାର କରୁନଥିଲେ ଯଥା ମିଟର, ଲିଟର, ଓ କିଲୋଗ୍ରାମ ପ୍ରକୃତ ମୁଲ୍ୟ ବ୍ୟବହାର ପାଠକଙ୍କୁ ସାହାଯ୍ୟ କରିବ ଯେ ବାଇଅବଲ ପ୍ରକୃତରେ ବହୁତ ଆଗରୁ ଲେଖା ଯାଇଅଛି ଯେଉଁ ସମୟରେ ଲୋକମାନେ ମୁଲ୍ୟ ବ୍ୟବହାର କରୁଥିଲେ
4\. ଯଦି ଆପଣ ବାଇବେଲ ସମ୍ବନ୍ଧୀୟ ମାପଗୁଡ଼ିକ ବ୍ୟବହାର କରନ୍ତି ନାହିଁ ତେବେ ମାପଗୁଡ଼ିକର ସଠିକ୍ ମାପ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ଉଦାହରଣ ସ୍ୱରୂପ, ଯଦି ଏକ ଗେରାକୁ “57 ଗ୍ରାମ” ଭାବେ ଅନୁବାଦ କରିବେ ତେବେ ହୁଏତ  ପାଠକ ଏହା ସଠିକ ମୂଲ୍ୟ ବୋଲି ଭାବିପାରନ୍ତି । “ଅଧା ଗ୍ରାମ” ବୋଲି ଅନୁବାଦ କରନ୍ତୁ ।
୧. ଆଧୁନିକ ମୁଲ୍ୟ ବ୍ୟବହାର ଦ୍ବାରା ପାଠକ ପାଥାକୁ ସହଜରେ ବୁଝି ପାରିବେ
5\. ମାପଟି ସଠିକ୍ ନାହିଁ ବୋଲି ବୁଝାଇବାକୁ ବେଳେବେଳେ “ପ୍ରାୟ” ଶବ୍ଦ ବ୍ୟବହାର କରନ୍ତୁ । ଉଦାହରଣ ସ୍ୱରୂପ, 2 ଶାମୁୟେଲ 21:16 କହେ ଯେ ଗଲୀୟାତଙ୍କ ବର୍ଚ୍ଛାର ଓଜନ 300 ଶେକଲ ଥିଲା | ଏହାକୁ “3300 ଗ୍ରାମ” କିମ୍ବା “3.3 କିଲୋଗ୍ରାମ” ଭାବରେ ଅନୁବାଦ କରିବା ପରିବର୍ତ୍ତେ ଏହାକୁ “ପ୍ରାୟ ସାଢ଼େ ତିନି କିଲୋଗ୍ରାମ” ବୋଲି ଅନୁବାଦ କରାଯାଇପାରେ ।
୧. ଯେପ୍ରକାର ମୁଲ୍ୟ ବ୍ୟବହାର କରନ୍ତୁ, ଏହା ଭଲ ହେବ, ଯଦି ସମ୍ଭବ, ପାଠରେ କିମ୍ବା ପାଦତଳେ ଟିପ୍ପଣୀରେ ଅନ୍ୟ ମୁଲ୍ୟ ଗୁଡିକ ବିଷୟରେ କୁହ
6\. ଯେବେ ଈଶ୍ଵର କୌଣସି ମାପ ବିଷୟରେ କହନ୍ତି ଓ ଲୋକମାନେ ତଦନୁଯାୟୀ କାର୍ଯ୍ୟ କରନ୍ତି, ସେହି କ୍ଷେତ୍ରରେ ଆପଣ “ପ୍ରାୟ” ଶବ୍ଦ ଯୋଗକରି ଅନୁବାଦ କରନ୍ତୁ ନାହିଁ । ନଚେତ୍ ଈଶ୍ଵର ମାପ ବିଷୟରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ଲୋକେ ମନେକରିବେ ।
୧. ଯଦି ବାଇବଲ ମୁଲ୍ୟ ବ୍ୟବହାର କରୁନାହାନ୍ତି, ଚେଷ୍ଟା କରନ୍ତୁ ପାଠକକୁ ଧାରଣା ନଦେବା ପାଇଁ ଯେ ମୁଲ୍ୟ ଗୁଡିକ ସଠିକ ଅଟେ ଉଦାହରଣ, ଯଦି ଅନୁବାଦ କରିବେ ଏକ ଗେରା ଯଥା “୫୭ ଗ୍ରାମ” ପାଠକ ଭାବି ପାରନ୍ତି ଯେ ଏହା ହେଉଛି ସଠିକ ମୁଲ୍ୟ ଏହା ଭଲ ହେବ କହିବା “ଅଧ ଗ୍ରାମ “
**ଅନୁବାଦ କୌଶଳଗୁଡ଼ିକ**
୧. ବେଳେବେଳେ “ପ୍ରାୟ” ଶବ୍ଦ ବ୍ୟବହାର କରିବା ଭଲ ଯେହେତୁ ଦେଖିବା ନିମନ୍ତେ ମୁଲ୍ୟ ଗୁଡିକ ସଠିକ ନୁହେଁ ଉଦାହରଣ, ଶାମୁଏଲ ୨୧:୧୬ କହେ ଯେ ଗଲିୟାତ ୩୦୦ ସେକେଲ ପିତ୍ତଳମୟ ବର୍ଚ୍ଛା ଧାରୀ ଥିଲା ଏହାକୁ “୩୩୦୦ ଗ୍ରାମ” କିମ୍ବା “୩.୩ କିଲୋଗ୍ରାମ” ଅନୁବାଦ କରିବା ପରିବର୍ତ୍ତେ, ଏହା ଅନୁବାଦ କରାଯାଇପାରିବ ଯଥା “ପ୍ରାୟ ସାଢ଼େ ତିନି କିଲୋଗ୍ରାମ”
1.     ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । ([Copy or Borrow Words](https://create.translationcore.com/translate-transliterate/01.md) ଦେଖନ୍ତୁ)
୧. ଯେତେବେଳେ ପରମେଶ୍ବର ଲୋକମାନଙ୍କୁ କେତେ ଓଜନ କଥା କୁହନ୍ତି, ଓ ଲୋକମାନେ ସେହି ଓଜନ ବ୍ୟବହାର କରନ୍ତି, ସେତେବେଳେ ଅନୁବାଦରେ “ପ୍ରାୟ” କୁହନାହିଁ ଯେହେତୁ ଏହା ପ୍ରଭାବ ପକାଇବ ଯେ ପରମେଶ୍ବର ନିଶ୍ଚିତ ନୁହନ୍ତି ଯେତେ କେତେ ପ୍ରକୃତରେ ଓଜନର ପଦାର୍ଥ ହେବ
2.     UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।
3.     ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।
### ଅନୁବାଦର ରଣନୀତି
4.     ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
୧. ULT ରେ ବର୍ଣ୍ଣିତ ମୁଲ୍ୟ ବ୍ୟବହାର କର ସେଗୁଡିକ ସମାନ ପ୍ରକାରର ମୁଲ୍ୟ ଯାହା ମୁଳ ଲେଖକ ଲେଖିଛନ୍ତି ସେମାନେ ଯେପରି ଶବ୍ଦ କରନ୍ତି ସେହିପରି ବନାନ କର କିମ୍ବା ULT ଯେପରି ବନାନ କରିଛି ସେହିପରି କର (ଦେଖ [Copy or Borrow Words](../translate-transliterate/01.md))
5.     ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
୧. UST ରେ ଦିଆଯାଇଥିବା ଗାଣିତିକ ମୁଲ୍ୟ ବ୍ୟବହାର କର USTର ଅନୁବାଦକ ମାନେ ଗାଣିତିକ ପ୍ରଣାଳୀ ରେ କିପରି ମୁଲ୍ୟ ନିର୍ଦ୍ଧାରଣ କରିବାକୁ ପାଦିକା ଉପସ୍ଥାପନା କରିଛନ୍ତି
**ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ**
୧. ଭାଷାରେ ବ୍ୟବହୃତ ମୁଲ୍ୟ ଗୁଡିକୁ ବ୍ୟବହାର କର ସେହିପରି କରିବାକୁ ହେଲେ ଆପଣକୁ ଜାଣିବାକୁ ହେବେ ଯେ କିପରି ଗାଣିତିକ ପରସ୍ପର ସହିତ ସମ୍ପର୍କ ଅଛି ଓ ପ୍ରତ୍ୟକ ମୁଲ୍ୟ କୁ ଚିହ୍ନିତ କର
ସମସ୍ତ କୌଶଳଗୁଡ଼ିକ ଯାତ୍ରା 38:29 ରେ ପ୍ରୟୋଗ କରାଯାଇଛି ।
୧. ULTରେ ମୁଲ୍ୟ ବ୍ୟବହାର କର ଓ ତୁମର ଲୋକମାନେ ଜାଣିଥିବା ପାଠ୍ୟ କିମ୍ବା ସୁଚନା ସହିତ ମୁଲ୍ୟ ନିରୁପଣ କର
ପୁଣି, ନୈବେଦ୍ୟର ପିତ୍ତଳ **70 ତାଳନ୍ତ ଏବଂ ଦୁଇ 2400 ଶେକଲ** ଥିଲା। (ଯାତ୍ରା 38:29 ULT)
୧. ଆପଣଙ୍କର ଲୋକମାନେ ଜାଣିଥିବା ମୁଲ୍ୟ ବ୍ୟବହାର କର, ଓ ପାଠ କିମ୍ବା ସୁଚନାରେ ULT ମୁଲ୍ୟ ମଧ୍ୟ ଯୋଡ
(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । ([Copy or Borrow Words](https://create.translationcore.com/translate-transliterate/01.md) ଦେଖନ୍ତୁ)
ପୁଣି, ନୈବେଦ୍ୟର ପିତ୍ତଳ **70 ତାଳନ୍ତ ଏବଂ ଦୁଇ 2400 ଶେକଲ** ଥିଲା। (ଯାତ୍ରା 38:29 ULT)
### ଅନୁବାଦର ରଣନୀତି ବିନିଯୋଗ
(2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।
ସମସ୍ତ ରଣନୀତି ଯାତ୍ରା ୩୮:୨୯ ନିମ୍ନରେ ବିନିଯୋଗ ହୋଇଛି
“ନୈବେଦ୍ୟ ପିତ୍ତଳ **ଦୁଇ 2400 ଶେକଲ** ଥିଲା।“
**ଏଣୁ ନୈବେଦ୍ୟର ପିତ୍ତଳ ଓଜନ <u>ସତୁରୀ ମହଣ ଏବଂ ,୪୦୦ ସେକେଲ </u>.** (ଯାତ୍ରା ୩୮:୨୯ ULT)
(3)  ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।
୧. ULT ର ମୁଲ୍ୟ ବ୍ୟବହାର କଲେ ମୁଳ ଲେଖକ ମାନେ ଯେଉଁ ମୁଲ୍ୟ ପରିଣାମ କରିଛନ୍ତି ଏଗୁଡିକ ସେହିପ୍ରକାର ନିର୍ଦ୍ଧାରଣ କରାଯାଇଛି ସେମାନେ ଯେପରି ଶବ୍ଦ କରନ୍ତି ସେହିପରି ବନାନ କର ଓ ULT ରେ ମଧ୍ୟ ସେହିପରି ବନାନ (see [Copy or Borrow Words](../translate-transliterate/01.md))
“ନୈବେଦ୍ୟ ପିତ୍ତଳ **ଦୁଇ** **5,300**  **ଗ୍ରାମ୍** ଥିଲା।“
* “ନୈବେଦ୍ୟର ପିତ୍ତଳ ଓଜନ <u>ସତୁରୀ ମହଣ ଏବଂ ,୪୦୦ ସେକେଲସ </u>."
(4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
୧. USTରେ ଦିଆଯାଇଥିବା ଗାଣିତିକ ମୁଲ୍ୟ ବ୍ୟବହାର କଲେ USTରେ ମୁଲ୍ୟ ବ୍ୟବହାର କର ଓ ତୁମର ଲୋକମାନେ ଜାଣିଥିବା ପାଠ୍ୟ କିମ୍ବା ସୁଚନା ସହିତ ମୁଲ୍ୟ ନିରୁପଣ କର
ପୁଣି, ନୈବେଦ୍ୟର ପିତ୍ତଳ **70 ତାଳନ୍ତ ଏବଂ 70** **ମହଣ (2****,****380 କିଲୋଗ୍ରାମ )** **ଏବଂ** **2****,****400 ଶେକଲ (26.4 କିଲୋଗ୍ରାମ)ଥିଲା** **।****"**
* “ନୈବେଦ୍ୟ ପିତ୍ତଳ ଓଜନ <u>,୪୦୦ କିଲୋଗ୍ରାମ </u>."
(5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
୧. ଭାଷାରେ ବ୍ୟବହୃତ ମୁଲ୍ୟ ଗୁଡିକୁ ବ୍ୟବହାର କର ସେହିପରି କରିବାକୁ ହେଲେ ଆପଣକୁ ଜାଣିବାକୁ ହେବେ ଯେ କିପରି ଗାଣିତିକ ପରସ୍ପର ସହିତ ସମ୍ପର୍କ ଅଛି ଓ ପ୍ରତ୍ୟକ ମୁଲ୍ୟ କୁ ଚିହ୍ନିତ କର
ନୈବେଦ୍ୟର ପିତ୍ତଳ **70 ତାଳନ୍ତ ଏବଂ ଦୁଇ 2400 ଶେକଲ** ଥିଲା। 1"
* “ନୈବେଦ୍ୟ ପିତ୍ତଳ ଓଜନ <u>୫,୩୦୦ ପାଉଣ୍ଡ </u>."
ପାଦଟୀକା ଏହିପରି ଦେଖାଯିବ:
୧. ULTରେ ମୁଲ୍ୟ ବ୍ୟବହାର କର ଓ ତୁମର ଲୋକମାନେ ଜାଣିଥିବା ପାଠ୍ୟ କିମ୍ବା ସୁଚନା ସହିତ ମୁଲ୍ୟ ନିରୁପଣ କର ନିମ୍ନରେ ଉଭୟ ପାଠରେ ବ୍ୟବହୃତ ମୁଲ୍ୟ
* ” “ନୈବେଦ୍ୟର ପିତ୍ତଳ ଓଜନ <u>ସତୁରୀ ମହଣ (,୩୮୦ କିଲୋଗ୍ରାମ ) </u> ଏବଂ <u>,୪୦୦ ସେକେଲସ (୨୬.୪ କିଲୋଗ୍ରାମ) </u>."
୧. ଆପଣଙ୍କର ଲୋକମାନେ ଜାଣିଥିବା ମୁଲ୍ୟ ବ୍ୟବହାର କର, ଓ ପାଠ କିମ୍ବା ସୁଚନାରେ ULT ମୁଲ୍ୟ ମଧ୍ୟ ଯୋଡ ନିମ୍ନରେ ULT ମୁଲ୍ୟ ସୁଚନାରେ ସୁଚିତ
* " ନୈବେଦ୍ୟର ପିତ୍ତଳ ଓଜନ <u>ସତୁରୀ ମହଣ ଏବଂ ,୪୦୦ ଶେକେଲସ </u>.<sup>1</sup>"
* ପାଦତଳେ ଟିପ୍ପଣୀ ଏହି ପରି
<sup>[1]</sup> ଏହା ସର୍ବମୋଟ ,୪୦୦ କିଲୋଗ୍ରାମ
\[1\] ଏହା ସର୍ବମୋଟ 2,400 କିଲୋଗ୍ରାମ ଥିଲା ।