Edit 'translate/figs-activepassive/01.md' using 'tc-create-app'

This commit is contained in:
manash12d 2020-10-19 13:01:14 +00:00
parent 0a7099eefa
commit 617bc73de3
1 changed files with 14 additions and 14 deletions

View File

@ -65,23 +65,23 @@
(3) ଭିନ୍ନ ଭିନ୍ନ କ୍ରିୟାପଦ ବ୍ୟବହାର କର।
#### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
1. କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ କାର୍ଯ୍ୟକୁ କଲା ତାହା କୁହନ୍ତୁ । ଯଦି ଆପଣ ଏହା କରନ୍ତି, କାର୍ଯ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବାକୁ ଚେଷ୍ଟା କରନ୍ତୁ
(1) କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ କାର୍ଯ୍ୟକୁ କଲା ତାହା କୁହନ୍ତୁ। ଯଦି ଆପଣ ଏହା କରନ୍ତି, କାର୍ଯ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବାକୁ ଚେଷ୍ଟା କରନ୍ତୁ।
* **ପୁଣି ନଗରରେ ସବୁ ରୁଟୀ ଶେଷ ନହିବା ପର୍ଯ୍ୟନ୍ତ ରୁଟୀବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟୀ ପ୍ରତିଦିନ ତାଙ୍କୁ <u> ଦେଲେ </u> ।** (ଯିରିମିୟ 37:21 ULT)
> ପୁଣି ନଗରରେ ସବୁ ରୁଟୀ ଶେଷ ନହିବା ପର୍ଯ୍ୟନ୍ତ ରୁଟୀବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟୀ ପ୍ରତିଦିନ ତାଙ୍କୁ **ଦେଲେ**। (ଯିରିମିୟ 37:21 ULT)
>
>> **ମହାରାଜାଙ୍କ ଦାସମାନେ** ଯିରିମିୟଙ୍କୁ ରୁଟୀବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟୀ ପ୍ରତିଦିନ ଦେଲେ।
* <u> ମହାରାଜାଙ୍କ ଦାସମାନେ </u> ଯିରିମିୟଙ୍କୁ ରୁଟୀବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟୀ ପ୍ରତିଦିନ ଦେଲେ ।
(2) କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ କାର୍ଯ୍ୟକୁ କଲା ତାହା କୁହନ୍ତୁ ନାହିଁ। ଏହା ପରିବର୍ତ୍ତେ, “ସେମାନେ” ବା “ଲୋକମାନେ” ବା “କେହି ଜଣେ” ଭଳି ପ୍ରଜାତି ଓ ଗୋଷ୍ଠୀ ସମ୍ବନ୍ଧୀୟ ଭାବ ବ୍ୟକ୍ତ କରୁଥିବା ଶବ୍ଦଗୁଡିକ ବ୍ୟବହାର କର
1. କର୍ତ୍ତୁବାଚକ ବାକ୍ୟରେ ସମାନ କ୍ରିୟାପଦ ବ୍ୟବହାର କର ଓ କିଏ କାର୍ଯ୍ୟକୁ କଲା ତାହା କୁହନ୍ତୁ ନାହିଁ । ଏହା ପରିବର୍ତ୍ତେ, “ସେମାନେ” ବା “ଲୋକମାନେ” ବା “କେହି ଜଣେ” ଭଳି ପ୍ରଜାତି ଓ ଗୋଷ୍ଠୀ ସମ୍ବନ୍ଧୀୟ ଭାବ ବ୍ୟକ୍ତ କରୁଥିବା ଶବ୍ଦଗୁଡିକ ବ୍ୟବହାର କର ।
> ତାହା ବେକରେ ଗୋଟିଏ ଚକିପଥର **ଟଙ୍ଗାଯାଇ** ତାହାକୁ ସମୁଦ୍ରରେ **ନିକ୍ଷେପ** କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। (ଲୂକ 17:2 ULT)
>
>> ତାହା ବେକରେ ଗୋଟିଏ ଚକିପଥର ଯଦି **ସମାନେ ଟଙ୍ଗାଇ** ତାହାକୁ ସମୁଦ୍ରରେ **ନିକ୍ଷେପ କରିଥିଲେ** ତାହା ପକ୍ଷରେ ଭଲ ହୋଇଥାଆନ୍ତା।
>> ତାହା ବେକରେ ଗୋଟିଏ ଚକିପଥର ଯଦି **କେହି ଟଙ୍ଗାଇ** ତାହାକୁ ସମୁଦ୍ରରେ **ନିକ୍ଷେପ କରିଥିଲେ** ତାହା ପକ୍ଷରେ ଭଲ ହୋଇଥାଆନ୍ତା।
* **ତାହା ବେକରେ ଗୋଟିଏ ଚକିପଥର <u> ଟଙ୍ଗାଯାଇ </u> ତାହାକୁ ସମୁଦ୍ରରେ <u> ନିକ୍ଷେପ କରାଯାଇଥିଲେ </u> ତାହା ପକ୍ଷରେ ଭଲ ହୋଇଥାଆନ୍ତା ।** (ଲୂକ 17:2 ULT)
(3) କର୍ତ୍ତୁବାଚକ ବାକ୍ୟରେ ଭିନ୍ନ କ୍ରିୟାପଦକୁ ବ୍ୟବହାର କର।
* ତାହା ବେକରେ ଗୋଟିଏ ଚକିପଥର ଯଦି <u> ସମାନେ ଟଙ୍ଗାଇ </u> ତାହାକୁ ସମୁଦ୍ରରେ <u> ନିକ୍ଷେପ କରିଥିଲେ </u> ତାହା ପକ୍ଷରେ ଭଲ ହୋଇଥାଆନ୍ତା ।
* ତାହା ବେକରେ ଗୋଟିଏ ଚକିପଥର <u> ଯଦି କେହି ଟଙ୍ଗାଇ </u> ତାହାକୁ ସମୁଦ୍ରରେ <u> ନିକ୍ଷେପ କରିଥିଲେ </u> ତାହା ପକ୍ଷରେ ଭଲ ହୋଇଥାଆନ୍ତା ।
1. କର୍ତ୍ତୁବାଚକ ବାକ୍ୟରେ ଭିନ୍ନ କ୍ରିୟାପଦକୁ ବ୍ୟବହାର କର ।
* **ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାହାଙ୍କୁ <u> ଦିଆଗଲା </u> ।** (ଯିରିମିୟ 37:21 ULT)
* ସେ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ <u> ପାଇଲେ </u>
> ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାହାଙ୍କୁ **ଦିଆଗଲା**। (ଯିରିମିୟ 37:21 ULT)
>
>> ସେ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ **ପାଇଲେ**