Edit 'translate/translate-blessing/01.md' using 'tc-create-app'

This commit is contained in:
manash12d 2024-04-29 10:05:14 +00:00
parent dc387ccd5f
commit 82e6f501fc
1 changed files with 3 additions and 3 deletions

View File

@ -18,10 +18,10 @@
> ପୁଣି, ସେମାନେ ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।” (ଆଦି ପୁସ୍ତକ 24:60 ULT)
In a similar way, the writers of letters in the New Testament often wrote a blessing at the beginning of their letters as well as at the end. Here are examples from the beginning and end of Pauls second letter to Timothy:
ସେହିପରି, ନୂତନ ନିୟମରେ ପତ୍ରଗୁଡ଼ିକର ଲେଖକମାନେ ସେମାନଙ୍କ ପତ୍ରର ଆରମ୍ଭରେ ଏବଂ ଶେଷରେ ଆଶୀର୍ବାଦ ଲେଖିଥିଲେ। ପାଉଲଙ୍କ ତୀମଥିଙ୍କୁ ଦ୍ୱିତୀୟ ପତ୍ରର ଆରମ୍ଭ ଏବଂ ଶେଷରେ ଏଠାରେ ଉଦାହରଣ ଅଛି:
> Grace, mercy, and peace from God the Father and Christ Jesus our Lord. (2 Tim 1:2 ULT)
The Lord be with your spirit. Grace be with you. (2 Tim 4:22 ULT)
> ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ। (2 ତୀମଥି 1:2 ULT)
ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। (2 ତୀମଥି 4:22 ULT)
### Translation Strategies