Edit 'translate/translate-blessing/01.md' using 'tc-create-app'

This commit is contained in:
manash12d 2024-04-29 09:51:07 +00:00
parent 81d77fa1e3
commit 4edacf3412
1 changed files with 2 additions and 2 deletions

View File

@ -8,9 +8,9 @@
### ବାଇବଲରୁ ଉଦାହରଣ ଗୁଡ଼ିକ
In the Bible, people often said a blessing when they met someone or when they were leaving someone or sending someone off.
ବାଇବଲରେ, ଲୋକମାନେ ପ୍ରାୟତ ଆଶୀର୍ବାଦ କହିଥିଲେ ଯେତେବେଳେ ସେମାନେ କାହାକୁ ଭେଟିଥିଲେ କିମ୍ବା ଯେତେବେଳେ ସେମାନେ କାହାକୁ ଛାଡି ଯାଉଥିଲେ କିମ୍ବା କାହାକୁ ପଠାଉଥିଲେ।
In the book of Ruth, when Boaz meets his workers in the fields, he greets them with a blessing:
ରୂତଙ୍କ ବୀବରଣରେ, ଯେତେବେଳେ ବୋୟଜ କ୍ଷେତରେ ତାହାଙ୍କର ଶ୍ରମିକମାନଙ୍କୁ ସାକ୍ଷାତ କଲେ, ସେ ସେମାନଙ୍କୁ ଆଶୀର୍ବାଦ ଦେଇ ଅଭିବାଦନ କଲେ:
> ତାପରେ ଦେଖ, ବୋୟଜ ବେଥଲିହିମଠାରୁ ଆସିଲା! ପୁଣି ସେ ଶସ୍ୟକଟାଳିମାନଙ୍କୁ କହିଲା, “ଯିହୋବା ତୁମ୍ଭମାନଙ୍କ ସହିତ ଥାଉନ୍ତୁ।” ଆଉ ସେମାନେ ତାହାକୁ କହିଲେ, “ଯିହୋବା ଆପଣଙ୍କୁ ଆଶୀର୍ବାଦ କରନ୍ତୁ।” (ରୂତ 2:4 ULT)